Odisha Link
Bridging the Missing Links in Odisha

ଟ୍ରାକ୍ଟର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ ଜୀବନ

ଖଲ୍ଲିକୋଟ :  ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଚିକଲଖଣ୍ଡି ଝରପୋଖରୀ ରାସ୍ତାରେ ଘଟିଛି ଦୁର୍ଘଟଣା । ଟ୍ରାକ୍ଟର ଧକ୍କାରେ ଆଇଟିଆଇ ଛାତ୍ରୀ ମୃତ । ମୃତ ଛାତ୍ରୀ ହେଉଛନ୍ତି ଶୁଭଶ୍ରୀ ଦାସ । ସେ ଆଇଟିଆଇକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଶବ ଜବତ କରିଛି । ଟ୍ରାକ୍ଟର ଜବତ ହୋଇଥିବା ବେଳେ ଚାଳକ ଫେରାର ହୋଇଯାଇଛି ।

Comments are closed.