Odisha Link
Bridging the Missing Links in Odisha
Daily Archives

July 3, 2019

୬୫ ଟଙ୍କା ବଢ଼ିଲା ଧାନର ସର୍ବନିମ୍ନ…

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଧାନ ଏମଏସପି ୬୫ ଟଙ୍କା ବୃଦ୍ଧି ପାଇ ୧୮୧୫ ଟଙ୍କାରେ ପହଁଚିଛି । ଧାନ ବ୍ୟତୀତ ଡାଲି ଜାତୀୟ ଶସ୍ୟର ଏମଏସପି ମଧ୍ୟ ବୃଦ୍ଧି ପାଇଛି । ହରଡ଼ ଡାଲିର ଏମଏସପି କୁଇଂଟାଲ ପିଛା ୨୧୫ ଟଙ୍କା ବୃଦ୍ଧି ପାଇଥିବାବେଳେ ମୁଗ ଡାଲିର…

ଏଣିକି ଓଡ଼ିଆ ଭାଷାରେ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ଏଣିକି ସୁପ୍ରିମକୋର୍ଟଙ୍କ ରାୟ ଓଡ଼ିଆ ଭାଷାରେ ପ୍ରକାଶିତ ହେବ। ଖୁବଶୀଘ୍ର ଇଂରାଜୀ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶିତ ହେବ ସୁପ୍ରିମକୋର୍ଟଙ୍କ ରାୟ। ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଜୁଲାଇ ମାସର ଶେଷ ଭାଗରେ ହଁ ସୁପ୍ରିମର୍କୋଟଙ୍କ ଓ୍ବେସାଇଟରେ ଏହି ୬ଟି ଭାଷାରେ…

ଯୁକ୍ତ ଦୁଇ ନାମଲେଖା ପ୍ରଥମ ପର୍ଯ୍ୟାୟରେ…

ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା। ଯୁକ୍ତ ଦୁଇରେ ନାମ ଲେଖାଇାବାକୁ ରେଜିଷ୍ଡେସନ କରିଥିବା ତିନି ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟରୁ ମନୋନୀତ ତିନି ଲକ୍ଷ ୩୩ ହଜାର ୫୭୩ ଛାତ୍ର ଛାତ୍ରୀ ନାମ ଲେଖା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଯୁକ୍ତ ଦୁଇ…

ପୂର୍ବତନ କୁଳପତିଙ୍କ ବିୟୋଗରେ…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌର କିଶୋର ଦାସଙ୍କ ବିୟୋଗରେ ତାଳପଦେଶ୍ବରୀ ସାହିତ୍ୟ ଆସର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଆସର ପକ୍ଷରୁ କୁହାଯାିଛି ଯେ, ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ଓ ଇଂରାଜୀ ଭାଷାର ସୁଲେଖକ ଭାବେ ପରିଚିତ ଶ୍ରୀ ଦାସ ୧୯୯୫ରୁ ୧୯୯୮ ମସିହା…

ଯୁବକଙ୍କୁ ପିଟିପିଟି ହତ୍ୟା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଆଜି ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବନ୍ଧନ ମହାନ୍ତି। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ଧନ ଗାଁର ଏକ ଦୋକାନକୁ ଯାଇ ସିଗାରେଟ ମାଗିଥିଲେ। ସିଗାରେଟ…

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହେଲେ…

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧି। ରାହୁଲଙ୍କ ଇସ୍ତଫା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା ଦଳର ସବୁକଥା ବୁଝିବେ ବୋଲି ସୂଚନା ରହିଛି।…

ଇସ୍ତଫା ପତ୍ର ଦେଲେ ରାହୁଲ

ନୂଆଦିଲ୍ଲୀ: ଶେଷରେ ଇସ୍ତଫା ପତ୍ର ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ୨୦୧୯ ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ରାହୁଲଙ୍କ ଇସ୍ତଫାକୁ ନେଇ ସବୁ ଆଡ଼େ ଚର୍ଚ୍ଚା ହେଉଥିଲା। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର ଟ୍ୱିଟ୍‌ କରିଛନ୍ତି। ଏଥିସହ ସେ ସ୍ପଷ୍ଟ କରିଦେଇଛନ୍ତି ‘ଏକ…

ଟ୍ରାକ୍ଟର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ…

ଖଲ୍ଲିକୋଟ :  ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଚିକଲଖଣ୍ଡି ଝରପୋଖରୀ ରାସ୍ତାରେ ଘଟିଛି ଦୁର୍ଘଟଣା । ଟ୍ରାକ୍ଟର ଧକ୍କାରେ ଆଇଟିଆଇ ଛାତ୍ରୀ ମୃତ । ମୃତ ଛାତ୍ରୀ ହେଉଛନ୍ତି ଶୁଭଶ୍ରୀ ଦାସ । ସେ ଆଇଟିଆଇକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଶବ ଜବତ କରିଛି ।…

ସୁନ୍ଦରଗଡ଼ ପୁଲିସର ବଡ ସଫଳତା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ଲୁଟ ଏବଂ ଡକାୟତି ଘଟଣାରେ ସଂପୃକ୍ତ ୭ ଜଣ ଅପରାଧୀଙ୍କୁ ଗିରଫ କରିଛି ପୁଲିସ। ଏଥିସହ ଡକାୟତିରେ ବ୍ୟବହୃତ ୬ଟି ବାଇକ୍‌, ୩ଟି ଦେଶୀ ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ଭୁଜାଲି ସହ ନଗଦ ୪୭ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଗତ ଜୁନ ମାସ ୩୦…

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସିଲେକସନ୍‌…

ନୂଆଦିଲ୍ଲୀ: ମୁଁ କଂଗ୍ରେସର ଅଧ୍ୟକ୍ଷ ନୁହେଁ। ଏବଂ ସିଲେକସନ୍‌ ନୁହେଁ ଇଲେକସନ୍‌ ଜରିଆରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରାଯିବ। ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଜିଦ୍‌ରେ ଅଟଳ ରହିଛନ୍ତି ରାହୁଲ ଗାନ୍ଧି। ଆଜିର ଏଆଇସିସି ବୈଠକରେ ରାହୁଲ…