Odisha Link
Bridging the Missing Links in Odisha
Daily Archives

July 3, 2019

ଓଡ଼ିଶା କଂଗ୍ରେସର ନବକଳେବର ହେବ:…

ନୂଆଦିଲ୍ଲୀ: ଓଡ଼ିଶା କଂଗ୍ରେସର ଖୁବ୍‌ଶୀଘ୍ର ନବକଳେବର ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶାର କଂଗ୍ରେସର ପ୍ରଭାବୀ ଜିତେନ୍ଦ୍ର ସିଂହ। ନୂଆ ଦିଲ୍ଲୀରେ ଆଜି ବସିଥିବା AICC ବୈଠକରେ ଓଡିଶା ପିସିସି ସଭାପତି ନିରଞ୍ଜନ ପଟନାୟକ ଯୋଗ ଦେଇ ଆସିବା ପରେ ଏହି ସୂଚନା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ। ଏଥି…

ହୀରାକୁଦରେ ବଢୁଛି ଜଳସ୍ତର

ସମ୍ବଲପୁର : ହୀରାକୁଦ ନଦୀବନ୍ଧର ଜଳସ୍ତର ୫୯୮.୫୬ ଫୁଟରେ ପହଞ୍ଚିଛି। ସୋମବାର ଏହାର ଜଳସ୍ତର ୫୯୮.୪୩ ଫୁଟ ରହିଥିଲା। ଉପରମୁଣ୍ଡ ଏବଂ ତଳମୁଣ୍ଡରେ ବର୍ଷ ପରେ ଏହାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ନଦୀବନ୍ଧ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରତି ସେକେଣ୍ଡରେ ଏଠାକୁ ୯୮୦୩…

ରାଗିଲେ ଅମ୍ବାତି ରାୟୁଡ଼ୁ, କ୍ରିକେଟରୁ…

ନୂଆଦିଲ୍ଲୀ: ବିଶ୍ବକପ୍‌ ଦଳରେ ସାମିଲ କରା ନ ଯିବାରୁ କ୍ରିକେଟରୁ ଅବସର ନେଲେ ଅମ୍ବାତି ରାୟୁଡ଼ୁ। ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା କଥା ଗଣମାଧ୍ୟମରେ ପ୍ରଶାରିତ ହେଉଛି। ଏଥି ସହ ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ…

ସିଂହଦ୍ୱାର ଚକଡ଼ାକୁ ଆସିଲେ ତିନି ରଥ

ପୁରୀ : ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇରହିଛି ତିନି ରଥ। ମଙ୍ଗଳବାର ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାବିଗ୍ରହ। ବୁଧବାର ଉଭାଯାତ୍ରା। ଏହି ପବିତ୍ର ତିଥିରେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ସାଢ଼େ…

କେନ୍ଦ୍ର ସରକାରଙ୍କ ରାମାୟଣ ସର୍କିଟରେ…

ନୂଆଦିଲ୍ଲୀ: ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ସ୍ବଦେଶ ଦର୍ଶନ ଯୋଜନା ମାଧ୍ୟମରେ ରାମାୟଣ ସର୍କିଟ୍‌ ଭାବେ ଦେଶର ୧୫ଟି ଐତିହ୍ୟ ସ୍ଥଳକୁ ଚିହ୍ନଟ କରିଛନ୍ତି କେନ୍ଦ୍ର ସରକାର। ଏସବୁ ସ୍ଥାନର ପର୍ଯ୍ୟଟନ ବିକାଶ କରିବେ କେନ୍ଦ୍ର ସରକାର। ଏହି ୧୫ ସ୍ଥାନ ମଧ୍ୟରେ ଓଡ଼ିଶାର ମହେନ୍ଦ୍ରଗିରି ମଧ୍ୟ ରହିଛି। ଗତକାଲି…

ବ୍ରେକଫାଷ୍ଟ ପରେ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର : ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ନବୀନ ପଟ୍ଟନାୟକ ବିଜେଡିର ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିପାଇଁ ନବୀନ ନିବାସରେ ଆଜି ନିଆରା ଅନ୍ଦାଜରେ ବ୍ରେକ୍‌ଫାଷ୍ଟର ଆୟୋଜନ ହୋଇଥିଲା। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ…

୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ, ଜଳୁଛି…

ଜୟପୁର: ଜଣେ ୭ ବର୍ଷୀୟ ଶିଶୁକୁ ଅପରହଣ କରି ଦୁଷ୍କର୍ମ କରାଯାଇଛି । ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ଜୟପୁର ସହରରେ ହୋଇଛି।  ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ନ୍ୟାୟ ଦାବିରେ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା ଓ ବିକ୍ଷୋଭ କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ପ୍ରଶାସନ ପକ୍ଷରୁ…

ମନ୍ତ୍ରୀ ହେବା ପରେ ବି ନନାଙ୍କୁ ମିଳିନି…

ନୂଆଦିଲ୍ଲୀ: ମନ୍ତ୍ରୀ ପଦ ପାଇବାର ମାସେ ପରେ ବି କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସରକାରୀ ଘରଟିଏ ମିଳିପାରିନାହିଁ।  ଯାହାଫଳରେ ଓଡିଶା ଭବନରେ ନନା ରହୁଛନ୍ତି । ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ ଏକମାତ୍ର ସାଂସଦ ଭାବେ ପ୍ରତାପଙ୍କୁ ସରକାରୀ ଆବାସ ସହ…

ହୀରକୁଦରେ ହୀରା ଖଣି

ଭୁବନେଶ୍ବର: ହୁଏତ ଏ ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ସମ୍ବଲପୁର ସହର ଉପକଣ୍ଠ ହୀରାକୁଦ ଜଳଭଣ୍ଡାର ତଳେ ଯେ ହୀରାଖଣିଟିଏ ଥାଇପାରେ ବା ଥିଲା, ଏ ଭଳି ପ୍ରସଙ୍ଗକୁ ସହଜରେ କେହି ଗ୍ରହଣ କରି ନ ପାରନ୍ତି। କିନ୍ତୁ କଥାଟା ସତ। ହୀରାକୁଦର ନାମ ବି ଏମିତି କିଛି ସୂଚନା ଦେଉଛି। ପ୍ରାଚୀନ ରୋମୀୟ…

ଧୋନି ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭରେ ବାଂଲାଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଟିମ୍‌ ଇଣ୍ଡିଆର ଏହି ବିଜୟରେ ମୁଖ୍ୟ ନାୟକ ରୋହିତ ଶର୍ମା ଥିଲେ। ଏହି ମ୍ୟାଚରେ ୧୦୪ ରନର ଶତକୀୟ ପାରି ଖେଳିଥିଲେ ରୋହିତ। ରୋହିତ ଏହି ଶତକୀୟ ପାଳି ଖେଳି ଅନେକ ରେକର୍ଡ଼ ନିଜ ନାମରେ କରିଛନ୍ତି। ତେବେ ଆସନ୍ତୁ…