Odisha Link
Bridging the Missing Links in Odisha
Daily Archives

July 3, 2019

ଆଖି ବୁଜିଲେ ଉତ୍କଳ ବିଶ୍ବବିଦ୍ୟାଳୟର…

କଟକ : ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌର କିଶୋର ଦାସଙ୍କ ଦିଲ୍ଲୀରେ ହୃଦଘାତରେ ପରଲୋକ ଘଟିଛି । ସେ ଆଠଗଡ଼ର ଗୁରୁଜୀ ବିଶ୍ବନାଥ ଦାସଙ୍କ ସୁପୁତ୍ର । ସେ ଉତ୍କଳ ବିଶ୍ବ ବିଦ୍ୟାଳୟର ପ୍ରଥମ ଇଂରାଜୀ ସ୍ନାତକୋତ୍ତର ଛାତ୍ର, ଯିଏକି ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ…

ରଥଯାତ୍ରାରେ ଶୁଖିଲା ରହିବ ପାଗ :…

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ୍ ମାର୍କଡ ଲୋ ପ୍ରେସର ଛତିଶଗଡ଼ ଆଡକୁ ମୁହାଁଇଛି। ତେବେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ। ତେଣୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଆଜି ନବୀନ ନିବାସରେ ବିଜେଡି ବିଧାୟକଙ୍କ…

ଭୁବନେଶ୍ବର : ବିଧାନସଭା ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହେବା ପରେ ଆଜି ବିଧାୟକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ବିଧାୟକମାନେ ନବୀନ ନିବାସରେ ପହଞ୍ଚିବା ପରେ ବୈଠକ ଆରମ୍ଭ ହେବ । ଦଳର ସାଙ୍ଗଠନିକ ସ୍ଥିତି କିପରି ଆହୁରି ସୁଦୃଢ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା…

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ…

ବମ୍ବେ: ବର୍ଷାରେ ବେହାଲ ବମ୍ବେ ସହର। ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା କାରଣୁ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ ବନ୍ଧ ଭାଙ୍ଗି ଯାଇଛି। ଯାହାଫଳରେ ଯାଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିଯୋଗୁ ୭ଟି ଗାଁ ଜଳମଗ୍ନ ହୋଇଯାଇଛି।…

ରଥଯାତ୍ରା ପାଇଁ କଡ଼ା ହେବ ସୁରକ୍ଷା…

ଭୁବନେଶ୍ବର : ଆସନ୍ତା କାଲି ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ହୋଇ ଉଠିଛି ଚଳଚଞ୍ଚଳ। ବିଶେଷକରି ପୁରୀ ଭଳି କଟକ ଓ ଭୁବନେଶ୍ୱରରେ ମଧ୍ୟ ରଥଯାତ୍ରାରେ ଏକାଧିକ ଭିଡ ରହିବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା…

ଦିଲ୍ଲୀର ଏହି ପାଠାଗାରରେ ରହିଛି ଉର୍ଦ୍ଦୁ…

ନୂଆଦିଲ୍ଲୀ: ବିନା କୌଣସି ଆନୁଷ୍ଠାନିକ ସହଯୋଗରେ ସାମୁହିକ ଉଦ୍ୟମ ବଳରେ କିଭଳି ଏକ ସାଂସ୍କୃତିକ ସ୍ବପ୍ନ ସାକାର ହୁଏ, ତାହାର ଜ୍ବଳନ୍ତ ଉଦାହରଣ ପୁରୁଣା ଦିଲ୍ଲୀର ହଜରତ ଶାହ ଓ୍ବାଲିଉଲାଃ ସର୍ବସାଧାରଣ ପାଠାଗାର। ଏହି ପାଠାଗାରର ବିଶେଷତ୍ବ ହେଉଛି ଏଠାରେ ରହିଛି ଉର୍ଦ୍ଦୁ, ପାର୍ସୀ, ଆରବୀ, ଇଂରାଜୀ ଓ…

ରୋହିତଙ୍କ ଛକାରେ ଆହାତ ହୋଇଥିଲେ ଯୁବତୀ,…

ବର୍ମିଂହାମ୍: କ୍ରିକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ବାଂଲାଦେଶକୁ ୨୮ ରନରେ ହାରଇ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଶତକ ଏବଂ ବୁମରାଙ୍କ ଘାତକ ବୋଲିଂ ବଳରେ ସହଜରେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ରୋହିତ ୯୨ଟି ବଲରେ…

ସଡ଼କ ଦୁର୍ଘଟଣାରେ ଜଣେ ମୃତ ୨ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବରର ନନ୍ଦିକା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାଲା ଅଟୋକୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ…

ରାଜ୍ୟର ୫ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଆଜି ରାଜ୍ୟର ୫ ଜିଲ୍ଲାରେ ବର୍ଷା ହେବା ସହିତ ଘଡ଼ଘଡ଼ ମାରିବ । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ୩୦ ଯାଏ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ବାଲେଶ୍ୱର,…

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ…

ପୁରୀ : ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଉଭାଯାତ୍ରା, ଆଜ୍ଞାମାଳ ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ୩ ରଥକୁ ଆଜି ରଥ ଖଳାରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଚକଡାକୁ ନିଆଯିବ । ରଥ…