Odisha Link
Bridging the Missing Links in Odisha
Browsing Tag

Student

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଫିସ…

ଭୁବନେଶ୍ବର : ଆଜି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ +୩ ଛାତ୍ର-ଛାତ୍ରୀମ‌ାନେ ଘେରାଉ କରିଥିଲେ । ଛାତ୍ର-ଛାତ୍ରୀମ‌ାନେ +୩ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ପାଇଁ ଘେରାଉ କରିଥିଲେ । ଦିନ ୧୨ଟାରେ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ପ୍ରଥମେ ବିଶ୍ବବିଦ୍ୟାଳୟ…

ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଥିବା ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ଗତକାଲି ପାଞ୍ଚ ଜଣ ଛାତ୍ରୀଙ୍କୁ…

ଆଇଜିଆଇଟି ଇଞ୍ଜିନିୟରିଂ କଲେଜରେ ଦୁଇ…

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସରାଙ୍ଗସ୍ଥିତ ଆଇଜିଆଇଟି କଲେଜରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ଘଟିବାରୁ ୫ଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ସନ୍ଧ୍ୟାରେ ବିଟେକ୍ ଦ୍ୱିତୀୟ ବାର୍ଷିକ…

ବ୍ରିଜ୍ ଉପରୁ ପାଣିକୁ ଡେଇଁଲେ ନବମ…

ରାଉରକେଲା: ନବମ ଶ୍ରେଣୀ ଛାତ୍ର ନଦୀକୁ ଡ଼େଇଁ ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ରଙ୍କ ନାଁ ନିଲେଶ ଦାସ। ସେ କୋଏଲ ନଗର ସି-ବ୍ଲକ୍ ୧୮୧ରେ ରହୁଥିବା ନିର୍ମଳ ଦାସଙ୍କ ପୁଅ। ନିଖୋଜ ଛାତ୍ର ନିଲେସ ଜଗଦା ସ୍ଥିତ ଏମଜିଏମ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଛନ୍ତି। ସୂଚନା ଅନୁସାରେ, ଆଜି ସାଇକଲ…