Odisha Link
Bridging the Missing Links in Odisha
Browsing Tag

Sumit Tapaswini

ସୁମିତ୍‌-ତପସ୍ବିନୀ ବିବାହ କଳି: ବାହାରେ…

ବ୍ରହ୍ମପୁର: ବ୍ରହ୍ମପୁର ବିବାହ ବିବାଦ ମାମଲାରେ ପୁଣି ନୂଆ ଟ୍ବିଷ୍ଟ। ବହୁ ଚର୍ଚ୍ଚିତ ସୁମିତ୍-ତପସ୍ବିନୀ ବିବାହ କଳିରେ ଲାଗୁନାହିଁ ବିରାମ। ପ୍ରଶାସନର ହସ୍ତକ୍ଷେପରେ ଦୀର୍ଘ ଦେଢ ମାସ ପରେ ଗୁରୁବାର ତପସ୍ବିନୀ ରାତିରେ ଶ୍ବଶୁର ଘରକୁ ପ୍ରେବେଶ କରିଛନ୍ତି। ଅପରପକ୍ଷେ ନିଜକୁ ଅସୁରକ୍ଷିତ ମନେ କରି ଘର ଛାଡ଼ି…

ବ୍ରହ୍ମପୁର ବିବାହ ବିବାଦ: ହାଇକୋର୍ଟ…

ବ୍ରହ୍ମପୁର: ବ୍ରହ୍ମପୁର ବିବାହ ବିବାଦ ମାମଲାରେ ନୂଆ ଟ୍ବିଷ୍ଟ। କିଛି ସମୟ ପୂର୍ବରୁ ବିବାହ ବିବାଦରେ ଯବନିକା ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କଥା ଏଥର ଏବେ ହାଇକୋର୍ଟ ଯିବ। ଅର୍ଥାତ୍‌ ଜିଲ୍ଲା ଜଜ୍‌ଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ଡାକ୍ତର ସୁମିତ୍। ଏନେଇ ସୂଚନା ଦେଇଛନ୍ତି ସୁମିତଙ୍କ…

ବ୍ରହ୍ମପୁର ବିବାହ ବିବାଦ: ସୁମିତଙ୍କ ଘରେ…

ବ୍ରହ୍ମପୁର: ବ୍ରହ୍ମୁପର ବିବାହ ବିବାଦରେ ପଡ଼ିଲା ଯବନିକା। ବହୁ ଚର୍ଚ୍ଚା, ବାଦ ବିବାଦ ସହ ୪୪ ଦିନ ଧରି ଚାଲିଥିବା ଆଇନ୍‌ଗତ ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦୀର୍ଘଦିନ ପରେ ସଫଳ ହୋଇଛି ତପସ୍ବିନୀଙ୍କ ତପସ୍ୟା। ସ୍ବାମୀ ଡାକ୍ତର ସୁମିତ୍‌ ସାହୁ ଅର୍ଥାତ୍‌ ଶାଶୁ ଘରେ ରହିବେ ତପସ୍ବିନୀ। ଏନେଇ ଆଜି ରାୟ…