Odisha Link
Bridging the Missing Links in Odisha
Browsing Tag

Susama Swaraj

ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ: ପ୍ରବାସୀ…

ଭୁବନେଶ୍ବର: ସୁଷମା ସ୍ବରାଜ ନାମ ଟି କାହାକୁ ବି ଅଜଣା। ନାମ ଯେମିତି କାମ ବି ଠିକ୍‌ ସେମିତି। ସୁଷମାଙ୍କ ଶେଷ ନାମଟି ସ୍ବରାଜ ଏବଂ ସେ ସଦାବେଳେ ସ୍ବରାଜ୍ୟ ପାଇଁ କାର୍ଯ୍ୟ କରିଥାନ୍ତି। ୨୦୧୯ ଆଜିର ଦିନରେ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିଲା। ୨୦୧୯ ଅଗଷ୍ଟ ୬ ରାତିରେ ୬୭ ବର୍ଷ ବୟସରେ ଦିଲ୍ଲୀସ୍ଥିତ…

ସୁଷମାଙ୍କ ବିଷୟରେ କଣ କହିଲେ ଲାଲକୃଷ୍ଣ…

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନି ସୁଷମାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଅପୂରଣୀୟ କ୍ଷତି ଘଟିଲା ଏବଂ ସୁଷମାଙ୍କ ଅନୁପସ୍ଥିତି ତାଙ୍କର ଖୁବ୍‌ ମନେପଡ଼ିବ। ସୁଷମା ତାଙ୍କର ଅନ୍ୟତମ ଅନ୍ତଃରଙ୍ଗ ସହଯୋଗୀ ଥିଲେ ବୋଲି ଶୋକବାର୍ତ୍ତାରେ ସେ କହିଛନ୍ତି। ସେ…

ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ…

ନୂଆଦିଲ୍ଲୀ: ପରଲୋକରେ ବିଜେପି ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ। ଗତକାଲି ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇଛି। ଏ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁଷମାଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବହୁ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ…

ସୁଷମାଙ୍କ ଶେଷ ଟ୍ବିଟ୍: ମୃତ୍ୟୁର ୩…

ନୂଆଦିଲ୍ଲୀ: "ପ୍ରଧାନମନ୍ତ୍ରୀ ମହାଶୟ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ମୋ ଜୀବନରେ ଏହି ଦିନଟିକୁ ଦେଖିବା ପାଇଁ ଅପେକ୍ଷା କରିଥିଲି।" ଧାରା ୩୭୦ ଉଚ୍ଛେଦ ବାବଦରେ ମୃତ୍ୟୁର ମାତ୍ର ତିନି ଘଣ୍ଟା ପୂର୍ବରୁ ଏହା ଥିଲା ଶଯ୍ୟାଶାୟୀ ସୁଷମା ସ୍ୱରାଜଙ୍କ ଶେଷ ଲେଖା। ନିଜ ଟ୍ୱିଟର ହାଣ୍ଡଲରେ ଏହା ଥିଲା…

ଆରପାରିରେ ସୁଷମା

ନୂଆଦିଲ୍ଲୀ: ଆଜି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ ହୋଇଛି। ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦିଲ୍ଲୀ ଏମ୍ସରେ ବିୟୋଗ ହୋଇଛି। ହାର୍ଟ ଆଟାକ୍‌ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ଶେଷ ଖବର ସୁଦ୍ଧା…