Odisha Link
Bridging the Missing Links in Odisha
Browsing Tag

SushanT Singh Rajput

ଏହି କାରଣରୁ ରିୟାଙ୍କ ଜାମିନ ଆବେଦନ…

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ରିୟା ଏବଂ ଭାଇ ଶୋଭିକ୍ ଗତକାଲି ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଏବଂ ଆଜି ସେମାନଙ୍କ ଆବେଦନ ଶୁଣାଣି ହେବାର ଥିଲା ମାତ୍ର ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣିକୁ ଘଞ୍ଚାଇଛନ୍ତି। ରିୟାଙ୍କ…

ସାରାଙ୍କ ସହ ମିଶି ଅଧିକ ଡ୍ରଗ୍ସ ନେବା…

ମୁମ୍ବାଇ : ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଡ୍ରଗ୍ସ କାରବାରର ଖୋଲାସା ହୋଇଥିଲା । ସେଥିପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସ । ତେବେ ସେ ଏକ ବଡ଼ ବୟାନର ଖୁଲାସା ହୋଇଛି। ଗିରଫ ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସହିତ ପଚରାଉଚରା ବେଳେ ରିୟା…

ସୁଶାନ୍ତ ମୃତ୍ୟୁ ମାମଲା: ବଲିଉଡର ୮…

ମୁଜାଫରପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁଜାଫରପୁର ଜିଲ୍ଲା କୋର୍ଟ ଆଜି ଏକ ବଡ଼ ନିଷ୍ପତି ଶୁଣାଇଛନ୍ତି। ଅକ୍ଟେବାର ୭ ତାରିଖ ମୁଜାଫରପୁର କୋର୍ଟରେ ହାଜର ହେବାକୁ ବଲିଉଡ ୮ଜଣ ସେଲିବ୍ରିଟିଙ୍କୁ ନୋଟିସ ଦେଇଛନ୍ତି। ସେମାନେ ନିଜେ ନଚେତ ଓକିଲଙ୍କ ମାଧ୍ୟମରେ ହାଜର…

ଜୟାଙ୍କ ଉପରେ ବର୍ଷିଲେ ଆଉ ତିନି କଳାକାର

ମୁମ୍ବାଇ :ବଲିଉଡ଼ରେ ଡ୍ରକ୍ସର ପ୍ରସଙ୍ଗ ଉଠିବା ପରେ ଏହାର ବିବାଦ ଥମିବାକୁ ନାଁ ନେଉନି । ବର୍ତ୍ତମାନ ଏହା ବଲିଉଡକୁ ଦୁଇ ଭାଗରେ ବିଭକ୍ତ କରି ସାରିଲାଣି । ତେବେ ରାଜ୍ୟସଭାରେ ଚାଲିଥିବା ମୌସୁମୀ ଅଧିବେଶନରେ ଜୟ ବଚ୍ଚନ ଭୋଜପୁରୀ କଳାକାର ତଥା ବିଜେପି ସାଂସଦ ରବି କିଶନଙ୍କୁ ଜବାବ ଦେଇ କହିଛନ୍ତି ଯେ…

ସୁଶାନ୍ତ ମୃତ୍ୟ ମାମଲା ତଦନ୍ତରେ ଲାଗିଲା…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତରେ ବାଧା ସୃଷ୍ଟି ହୋଇଛି । କାରଣ ଏସଆଇଟିର ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଗୁମର ଖୋଲିବାରେ ଲାଗିଥିଲା । ଆଜି ଏନସିବିରେ ହାଜର ହୋଇଥାନ୍ତେ ରିୟା ଚକ୍ରବର୍ତ୍ତୀଙ୍କ ପୂର୍ବତନ…

ସୁଶାନ୍ତ ସିଂ ରାଜପୁତ ମାମଲାରେ ମୁହଁ…

ମୁମ୍ବାଇ :ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପ୍ରାୟ ପ୍ରତିଦିନ ଏକ ନୂଆ କୋଣ ନେଉଛି | ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ ନୀରବ ରହିଥିବା ବଲିଉଡ ସେଲିବ୍ରେଟମାନେ ଧୀରେ ଧୀରେ ନିଜ କଥା ରଖୁଛନ୍ତି। ଏକ ନ୍ୟୁଜ୍ ପୋର୍ଟାଲରେ ସମାନ କଥା କହି ‘ଫ୍ୟାନ୍’ ଅଭିନେତା ଶ୍ରୀୟା ପିଲଗାଓଁକାର କହିଛନ୍ତି ଯେ ସେ…

ଜେରା ସମୟରେ ଆତ୍ମ-ଅପରାଧୀ ସ୍ୱୀକାର…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏନ୍‌ସିବି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗରିଫ କରିଛି। ଗରିଫ ପରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ କରିଛନ୍ତି ରିୟା।…

ଡ୍ରଗ୍ସ ଲିଙ୍କ୍‌ରେ ୨୫ ସେଲିବ୍ରିଟି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ତଦନ୍ତ କରୁଛନ୍ତି ଏନସିବି। ଆଜି ଏନସିବି ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ଆଜି ତୃତୀୟ ଦିନ ଜେରା କରିବା ସମୟରେ ଏନ୍‌ସିବି ରିୟାଙ୍କୁ ଗିରଫ କରିଛି।…

ରିୟାଙ୍କୁ ଏନ୍‌ସିବିର ତୃତୀୟ ଦିନ ଜେରା

ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ତୃତୀୟ ଦିନ ଜେରା କରିବ ଏନ୍‌ସିବି। ପଚରାଉଚରା କରିବାକୁ ଆଜି ପୁଣି ଥରେ ଡକେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଜେରା ସମୟରେ ରିୟାଙ୍କ ବିରୋଧରେ କୌଣସି ପ୍ରକାରର…

ଡ୍ରଗ୍‌ସ ଲିଙ୍କ୍‌ ମାମଲା: ଆଜି ଗିରଫ…

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର କ୍ରମାଗତ ଜେରା ଓ ଗିରଫଦାରୀ ଜାରି ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗତକାଲି ୬ ଘଂଟା ଜେରା କରିଥିଲା। ଆଜି ମଧ୍ୟ ପୁଣି…