Odisha Link
Bridging the Missing Links in Odisha
Browsing Tag

SushanT Singh Rajput

ରିୟାଙ୍କୁ ଏନସିବିର ସମନ୍

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନାକୁ ଆସିଛି। ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଅଭିନେତ୍ରୀ ରିୟା ଛନ୍ଦି ହୋଇଯାଇଛନ୍ତି। ଏନସିବି ଏହି ମାଲାର ତଦନ୍ତ କରୁଥିବା ବେଳେ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି। ତେବେ ଏନସିବି ଟିମ୍ ସହ ଯିବାକୁ…

୪ଦିନିଆ ରିମାଣ୍ଡରେ ଗଲେ ସୌଭିକ ଓ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଏହି ମାଲାରେ ଡ୍ରଗ୍ସ କାରବାରର ଲିଙ୍କ୍‌ ଥିବା ନେଇ ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌ଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ…

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ମ୍ୟାନେଜର ଦିଶାଙ୍କ ମୃତ୍ୟୁକୁ ସୁଶାନ୍ତ ମୃତ୍ୟୁ ସହ ଯୋଡ଼ି ଯାଞ୍ଚ କରିବ ସିବିଆଇ। ଏବେ ସିବିଆଇ ସୁଶାନ୍ତ ଏବଂ ତାଙ୍କର ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପଛରେ କିଛି ସଂପର୍କ ରହିଛି କି ନାହିଁ…

ଇଡିର ଖୁଲାସା: ବିଭିନ୍ନ ହ୍ବାଟ୍‌ସଆପ୍‌…

ମୁମ୍ବାଇ: ଦିନକୁ ଦିନ ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ଭାର ଏବେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରୁଛି। ଏହି ମାମଲାରେ ଛନ୍ଦି ହୋଇଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍‌ ଲିଙ୍କ୍‌…

ରିୟାଙ୍କୁ ସିବିଆଇର ଚତୁର୍ଥ ଦିନ ଜେରା…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ-ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଲଗାତାର ଚତୁର୍ଥ ଦିନ ଜେରା କରୁଛି। ଜେରା ପାଇଁ ରିୟା ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ସିବିଆଇ ପଚରାଉଚୁରା ଜାରି ରହିଛି।…

ରିୟାଙ୍କୁ ସିବିଆଇର ଦ୍ବିତୀୟ ଦିନ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି। ଗତକାଲି ପ୍ରାୟ ୧୦ଘଣ୍ଟା ଧରି ସିବିଆଇ ରିୟାଙ୍କୁ ଜାରା କରିଥିବା ବେଳେ ଆଜି ଦ୍ବିତୀୟ ଦିନ ଜେରା କରୁଛି। ତଦନ୍ତ ପାଇଁ ରିୟା ଡିଆରଡିଓ ଗେଷ୍ଟ ହାଉସରେ…

ସିବିଆଇ ନିକଟରେ ହାଜର ହେଲେ ରିୟା

ମୁମ୍ବାଇ: ସିବିଆଇ ନିକଟରେ ହାଜର ହେଲେ ରିୟା। ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଥିବାରୁ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଥିଲା। ସିବିଆଇର ସମନ ପରେ ଆଜି ମୁମ୍ବାଇ ସିବିଆଇ ନିକଟରେ ହାଜର ହୋଇଛନ୍ତି ରିୟା। ମୁମ୍ବାଇର ଡିଆରଡିଓ ଅଫିସ୍‌ରେ ରିୟା…

ରିୟାଙ୍କ ଓଡ଼ିଶା ଲିଙ୍କ୍‌ ସ୍ପଷ୍ଟ ହୋଇନି…

ଭୁବନେଶ୍ବର: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ଘଟଣାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲାଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି। ନିଶାଦ୍ରବ୍ୟ ଚୋରାକାରବାର ମାମଲାରେ ରିଆ…

ବଲିଉଡର ଡ୍ରଗ୍ସ୍‌ ଲିଙ୍କ୍: ମୁହଁ ଖୋଲିଲେ…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ଏବେ ସାମ୍ନାକୁ ଆସିଛି। ଡ୍ରଗ୍ସ ଲିଙ୍କ୍‌ ଘଟଣାରୁ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ନେଇ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବାକୁ ଚାହୁଁଛନ୍ତି ଅଭିନେତ୍ରୀ କଙ୍ଗନା ରଣଓ୍ବାତ୍। ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି।। କଙ୍ଗନା…

ସୁଶାନ୍ତ ସିଂ ମୃତ୍ୟୁ ମାମଲା : ରିୟାଙ୍କ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଛି। ସିବିଆଇ ଏହାର ତଦନ୍ତ କରୁଥିବା ବେଳେ ଘଟଣାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲାଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି।…