Odisha Link
Bridging the Missing Links in Odisha
Browsing Tag

T20 Cricket

ଟି-୨୦ କ୍ରିକେଟରେ ରୋହିତଙ୍କ ବିଶ୍ବ…

ଓଏଲ୍‌ ବ୍ୟୁରୋ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ବିଶ୍ବ ରେକର୍ଡ କଲେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ପ୍ରଥମ ଖେଳାଳି ଭାବେ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୫ଟି ଶତକୀୟ ଇନିଂସ ଖେଳିଛନ୍ତି ରୋହିତ। ଆଫଗାନିସ୍ତାନ ବିପକ୍ଷରେ ଟି-୨୦ କ୍ୟାରିୟରର ୫ମ ଶତକ ମାରିଛନ୍ତି। ରୋହିତ ଶର୍ମା ଓ ରିଙ୍କୁ…

ଭାଙ୍ଗିଲା ଯୁବରାଜଙ୍କ ରେକର୍ଡ; ମାତ୍ର…

ଓଏଲ୍‌ ବ୍ୟୁରୋ: ଚୀନରେ ଚାଲିଥିବା ଏସିଆନ୍‌ ଗେମ୍ସରେ ବିଶ୍ବ ରେକର୍ଡ କଲା ନେପାଳ କ୍ରିକେଟ ଟିମ୍। କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କଲା ନେପାଳ। ନେପାଳ କ୍ରିକେଟ ଟିମ୍‌ର ଦୁଇ ଜଣ ଖେଳାଳି କଲେ ୫ ବିଶ୍ବ ରେକର୍ଡ। ଏଥିସହିତ ନେପାଳ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ସର୍ବାଧିକ ସ୍କୋର କରି ବିଶ୍ବ…

ଟି-୨୦ରେ ସୂର୍ଯ୍ୟଙ୍କ ତୃତୀୟ ଶତକ,…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ଶାନଦାର ଶତକୀୟ ଇନିଂସ୍‌ ଖେଳିଛନ୍ତି ସୂର୍ଯ୍ୟକୁମାର ଯାଦବ। ବର୍ଷକ ମଧ୍ୟରେ ଇଣ୍ଟରନ୍ୟାସନାଲ ଟି-୨୦ କ୍ରିକେଟରେ ୩ଟି ଶତକୀୟ ଇନିଂସ୍‌ ଖେଳିଛନ୍ତି ସୂର୍ଯ୍ୟକୁମାର ଯାଦବ। ଏଥିସହିତ ବହୁ ରେକର୍ଡର ଅଧିକାର ହୋଇଛନ୍ତି ସୂର୍ଯ୍ୟ। ଦମଦାର…

ଅଲୋଡ଼ା ରେକର୍ଡର ଅଧିକାରୀ ହେଲେ ଶିଭମ…

ମାଉଣ୍ଟ ମାଉଙ୍ଗାନୁଇ: ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-୨୦ ସିରିଜ ନିଜ ନାମରେ ଅକ୍ତିଆର କରିଛି। ଏହି ୫ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୫-୦ରେ ପୋଛି ନେଇଛି ଟିମ୍‌ ଇଣ୍ଡିଆ। ଅନ୍ୟପଟେ ଏହି ମ୍ୟାଚରେ ବିରଳ ରେକର୍ଡ କରିଛନ୍ତି ଟିମ୍‌ ଇଣ୍ଡିଆର ଯୁବ ଅଲରାଉଣ୍ଡର ଶିବମ୍ ଦୁବେ। ଦୁବେ ଗତକାଲିର…