Odisha Link
Bridging the Missing Links in Odisha
Browsing Tag

TAKING OATH

ଆସନ୍ତାକାଲି ରାଷ୍ଟ୍ରପତି ଭାବେ ଶପଥ ନେବେ…

ଆମେରିକା: ଆସନ୍ତାକାଲି ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ୍। ଶପଥଗ୍ରହଣ ଉତ୍ସବକୁ ଗୋଟିଏ ଦିନ ବାକିଥିବା ବେଳେ, ଓ୍ୱାସିଂଟନ ଡିସି ଓ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି। ଜୋ ବିଡେନଙ୍କ ଶପଥ…

ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଡକ୍ଟର…

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର। ଆଜି ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠ ଉତ୍ସବରେ ମୁଖ୍ୟ ଶାସନ ସଚିବ, ଆଇନ ମନ୍ତ୍ରୀ,…

ନଭେମ୍ବର ୧୬ରେ ଶପଥ ନେଇପାରନ୍ତି ନୀତିଶ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିଛି ସ୍ପଷ୍ଟ ବହୁମତ। ବହୁମତ ମିଳିବା ପରେ ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦୀପାବଳି ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ନୀତିଶ କୁମାର। ସୂଚନା ମୁତାବକ ୧୬ ନଭେମ୍ବରରେ ଶପଥ ଗ୍ରହଣ ସମାରୋହ ହେବ।…

ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ଏଚ ଡି…

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ ​​ସେ କର୍ଣ୍ଣାଟକରୁ ବିଜୟ ହାସଲ କରିଥିଲେ। ଆଜି ସେ ଶପଥ ଗ୍ରହଣ କରିବା ପରେ ଚେୟାରମ୍ୟାନ୍ ଏମ ଭେଙ୍କୟା ନାଇଡୁ ତାଙ୍କୁ ଗୃହରେ ସ୍ୱାଗତ କରିଥିଲେ। ଜୁନ୍…

ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ…

ନୂଆଦିଲ୍ଲୀ : ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କଲେ ବିମଲ ଜୁଲ୍କା। ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବିମଲ ଜୁଲ୍କାଙ୍କୁ ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ଶପଥ ଗ୍ରହଣ କରାଇଛନ୍ତି। ବିମଲ ଜୁଲ୍କାଙ୍କୁ ନୂଆ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିମଲ…

୧୬ରେ ଶପଥ ନେବ କେଜରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ଆମ ଆଦମୀ ପାର୍ଟି। ବହୁମତ ହାସଲ କରି ଆଦମୀ ପାର୍ଟି ଦିଲ୍ଲୀରେ ବିଜୟର ବାନା ଉଡ଼ାଇଛି। ଦିଲ୍ଲୀର ଜନତା କେଜ୍ରିଓ୍ବାଲଙ୍କୁ ପୁଣିଥରେ ଦିଲ୍ଲୀ ସିଂହାସନରେ ବସାଇଛନ୍ତି। ଆସନ୍ତା ୧୬ ତାରିଖ ରବିବାର ଦିନ କେଜରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଭାଲେଂଟାଇନ ଡେ’ ଦିନ ଶପଥ ନେଇପାରନ୍ତି…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ନେଇ ଚାଲିଛି ଭୋଟ ଗଣତି। ହେଲେ ପ୍ରାରମ୍ଭିକ ଟ୍ରେଣ୍ଡରୁ ଆମ ଆଦମୀ ପାର୍ଟି ପୁଣି ଥରେ ଦିଲ୍ଲୀରେ ସରକାର ଗଢିବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। କୁହାଯାଉଛି ଯେ, କେଜ୍ରିୱାଲଙ୍କ ଶପଥ ସମାରୋହ ଆସନ୍ତା ୧୪ ତାରିଖ ତଥା ଭାଲେଂଟାଇନ…

ଲୋକସଭାରେ ଶପଥ ନେଲେ ନୁସରତ ଜାହାନ ଓ…

ନୂଆଦିଲ୍ଲୀ: ଆଜି ଲୋକସଭାରେ ଟିଏମ୍‌ସି ନେତା ତଥା ବେଙ୍ଗଲ ଅଭିନେତ୍ରୀ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ ସାଂସଦ ଭାବେ ଶପଥ ନେଇଛନ୍ତି। ଲୋକସଭାରେ ୧୭ରୁ ୧୯ ତାରିଖ ଯାଏ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ହେଲେ ଟିଏମସି ଟିକେଟରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଓ ମିମି…