Odisha Link
Bridging the Missing Links in Odisha
Browsing Tag

Temple

ରାମ ଜନ୍ମଭୂମି ଆନ୍ଦୋଳନର ୧୦ ଜଣ ବିସ୍ମୃତ…

ଗତ ଶତାବ୍ଦୀର ଅଶୀ ଦଶକରୁ ରାମ ଜନ୍ମଭୂମି ଆନ୍ଦୋଳନକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଥିଲା ଆର୍‌ଏସ୍‌ଏସ୍-ବିଜେପି ଯୋଡ଼ି। ସେତେବେଳେ ତାମିଲନାଡ଼ୁର ଏକ ଗାଁରେଏକ ଗଣଧର୍ମାନ୍ତରୀକରଣ ଘଟଣା ଏ ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲା। ରାଷ୍ଟ୍ରୀୟ ସ୍ବୟସେବକ ସଂଘ, ବିଶ୍ବହିନ୍ଦୁ ପରିଷଦ, ସେତେବେଳେ ନବଗଠିତ ଭାରତୀୟ…

କଟକ: କରୋନା ପାଇଁ ଦେବୀ ମନ୍ଦିରରେ…

ଭୁବନେଶ୍ବର: କରୋନା ଭୂତାଣୁ ଜନିତ ସଂକ୍ରମଣରେ ସାରା ବିଶ୍ବ ସଙ୍କଟ ସମୟ ଦେଇ ଗତି କରୁଥିବା ବେଳେ କଟକ ଜିଲ୍ଲା ନରସିଂହପୁରରେ ଏକ ବିଭତ୍ସ କାଣ୍ଡ ଦେଖିବାକୁ ମିଳିଛି। କରୋନା ଭୂତାଣୁକୁ ତଡ଼ିବା ପାଇଁ ଅନ୍ଧବିଶ୍ବାସର ବଶବର୍ତ୍ତୀ ଜଣେ ପୂଜକ ଦେବୀ ମନ୍ଦିରରେ ଭକ୍ତଙ୍କୁ ବଳି ଚଢ଼ାଇଛନ୍ତି। ଏ ଘଟଣାରେ ଅଭିଯୁକ୍ତ…

୭୩ ବର୍ଷିୟ ଭିକାରୀ ମନ୍ଦିରକୁ ଦାନ କଲେ…

ବିଜୟଓ୍ବାଡ଼ା: ମନ୍ଦିରକୁ ୮ଲକ୍ଷ ଦାନ କରି ଚର୍ଚ୍ଚାରେ ଭିକାରୀ। ଏଭଳି ଖବର ଆସିଛି ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଅଞ୍ଚଳରୁ। ବିଜୟଓ୍ବାଡାର ଏକ ସାଇ ମନ୍ଦିର ପ୍ରବେଶ ଦ୍ବାରରେ ଭିକ୍ଷା ମାଗୁଥିଲେ ୭୩ ବର୍ଷିୟ ଭିକାରୀ ୟାଦି ରେଡ୍ଡି। ସେ ସାଇ ମନ୍ଦିରକୁ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ୮ଲକ୍ଷ ଟଙ୍କା…

ମନ୍ଦିରରୁ ଫେରାର ହେଲେ ମହିଳା

ଭଦ୍ରକ: ମନ୍ଦିରରୁ ଫେରାର ହେଲେ ମହିଳା। ସ୍ବାମୀଙ୍କ ସହ ମନ୍ଦିର ଯାଇ ଫେରାର ହୋଇ ଯାଇଛନ୍ତି ଭଦ୍ରକ ଜିଲ୍ଲା ତିହିଡ଼ିର ଜଣେ ମହିଳା। ସ୍ତ୍ରୀକୁ ଖୋଜି ଆଣିବାକୁ ଗୁହାରି କରିବା ସହ ତାଙ୍କ ସ୍ତ୍ରୀ ମନ୍ଦିରରୁ କୁଆଡ଼େ ଚାଲିଥିବା ଦର୍ଶାଇ ଥାନାରେ ଅଭିଯୋଗ କରିଛନ୍ତି ସ୍ବାମୀ ଅତୁଲ୍ୟ। ଗଲାବେଳେ ନଗଦ ୧୦ ହଜାର…

ଶ୍ରୀମନ୍ଦିରରେ ଚଢ଼ିଲେ ଅଜଣା ଯୁବକ:…

ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୮.୩୦ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ସକାଳୁ ସକାଳୁ ନୀଳଚକ୍ର ଉପରକୁ ଚଢ଼ି ମନ୍ଦିର ଉପରେ ଲାଗିଥିବା ବାନାକୁ ଖୋଲି ଆଣିବା ସହ ନିଜ…