Odisha Link
Bridging the Missing Links in Odisha
Browsing Tag

Turtle

୫୦ କେଜିର କଇଁଛ ଉଦ୍ଧାର

କଟକ : ୫୦ କେଜିର କଇଁଛ ଉଦ୍ଧାର। କଟକ ଚୌଦ୍ୱାର ସହରରୁ ଏକ ୫୦ କେଜିର କଇଁଛ ଉଦ୍ଧାର କରିଛି ବନବିଭାଗ। ବନବିଭାଗ ଏହି କଇଁଛକୁ ଉଦ୍ଧାର କରିବା ସହ ୪ ଜଣକୁ ଏନେଇ ଗିରଫ କରିଛି। ଚୌଦ୍ୱାର ପୌରପାଳିକା ୫ ନମ୍ବର ୱାର୍ଡ ଅନ୍ତର୍ଗତ ଦେହୁରୀ ସାହିର ମାୟାଧର ଦେହୁରୀଙ୍କ ଘରୁ ଏହି କଇଁଛ ଉଦ୍ଧାର କରାଯାଇଛି।…

ପୁରୀରୁ ଚିଲିକା ପର୍ଯ୍ୟନ୍ତ ସଚେତନତା…

ପୁରୀ: ଆଧୁନିକ ଯୁଗରେ ପରିବେଶର ପ୍ରଦୂଷଣ ଯୋଗୁଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଅବକ୍ଷୟ ହେଉଛି। ପରିବେଶର ସୁରକ୍ଷା ସହ ବେଳା ଭୂମି, କଇଁଛ ଓ ସମୁଦ୍ର କୂଳିଆ ଜଙ୍ଗଲର ସୁରକ୍ଷା ନିମନ୍ତେ ଆଜି ପୁରୀ ବେଳା ଭୂମିରୁ ଚିକିଲା ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ସକାଳେ ପୁରୀ ବେଳା ଭୂମିରେ…

ଗହୀରମଥାକୁ ଆସିବେ ଅଲିଭରିଡ୍‍ଲେ

କେନ୍ଦ୍ରାପଡା: ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିବେ ନୂଆ ଅତିଥି ଅଲିଭ ରିଡଲେ। ସେଥିପାଇଁ ଗହୀର ମଥାରେ ମାଛ ଧରିବା ଉପରେ କଟକଣା ଲାଗିଛି। ଏହି କଟକଣା ଆସନ୍ତା ମେ ୩୧ ଯାଏ ବଳବତ୍ତର ରହିବ। ବେଆଇନ ମାଛ ମାଫିଆଙ୍କୁ ଜଗିବେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନ ଓ ବନ ବିଭାଗ। ନଭେମ୍ବର ପ୍ରଥମ…