Odisha Link
Bridging the Missing Links in Odisha
Browsing Tag

Uttarakhand

ଉତ୍ତରାଖଣ୍ଡ ହିମସ୍ଖଳନ: ମିଳିଲା ୨…

ଭଦ୍ରକ: ଉତ୍ତରାଖଣ୍ଡ ଘଟିଥିବା ହିମସ୍ଖଳନରେ ନିଖୋଜ ଥିବା ୨ ଓଡିଆଙ୍କ ପରିଚୟ ମିଳିଛି। ନିଖୋଜ ବ୍ୟକ୍ତି ହେଲେ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ପଞ୍ଚାୟତର କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ଏବଂ ଅନ୍ୟଜଣେ ହେଲେ ମୟୂରଭଞ୍ଜର ଖୁଣ୍ଟା ବ୍ଲକର ପର୍ଶୁରାମ ହାଁସଦା। ଉତ୍ତରାଖଣ୍ଡ ହିମସ୍ଖଳନରେ…

ଉତ୍ତରାଖଣ୍ଡ ହିମସ୍ଖଳନ, ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ହେଇଥିବା ହିମ ସ୍ଖଳନର ଉଦ୍ଧାର କାର୍ଯ୍ୟ ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ଏହି କାର୍ଯ୍ୟରେ ୫ ଶହ ଯବାନଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନୁ ସୁଦ୍ଧା ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମଧ୍ୟ ୨୦୬ ଜଣ ଏବେ ମଧ୍ୟ ନିଖୋଜ ରହିଥିବା ଜଣାପଡ଼ିଛି। ତେବେ ତପୋବନ…

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ…

ଭୁବନେଶ୍ୱର: ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ହିମସ୍ଖଳନ ଘଟଣା ପରଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ…

ଉତ୍ତରାଖଣ୍ଡରେ ହିମସ୍ଖଳନ: ମୃତ୍ୟୁ…

ଉତ୍ତରାଖଣ୍ଡ: ଦେବଭୂମୀ ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ। ଚମେଲି ଜିଲ୍ଲା ଯୋଶୀମଠରେ ବରଫ ପାହାଡ଼ ଧସି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ମହାପ୍ରଳୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ହିମସ୍ଖଳନ ଯୋଗୁଁ ଏବେ ବି ଶତାଧିକ ଲୋକ ନିଖୋଜ ଥିବା ଜଣାପଡିଛି। ITBP ଯବାନଙ୍କ ସହିତ NDRF, SDRF ଓ ବାୟୁସେନା…

ଦିନକ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଦିନକ ପାଇଁଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହରିଦ୍ବାରର ସୃଷ୍ଟି ଗୋସ୍ବାମୀ। ମହିଳା ଦିବସ ଦିନ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ବତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସୃଷ୍ଟି ବିକାଶ କାର୍ଯ୍ୟର ସମୀକ୍ଷା…

ଆସାମରେ ବନ୍ୟା, ୨୮ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ କେତେକ ରାଜ୍ୟରେ ବନ୍ୟ ପରିସ୍ଥିତି ଉପୁଜିିଛି। ଯାହା ଜନଜୀବନକୁ ଅତିଷ୍ଠ କରିଦେଇଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ସମେତ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବନ୍ୟା ଦେଖାଯାଇଛି। ଆସାମରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବନ୍ୟାରେ ରାଜ୍ୟର…

ଖୋଲିଲା ବଦ୍ରିନାଥ ମନ୍ଦିର

ନୂଆଦିଲ୍ଲୀ: ଆଜି ଭୋରୁ ଭୋରୁ ଖୋଲିଲା ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ୨୭ଜଣଙ୍କ ଉପସ୍ଥିତିରେ ଭୋର ୪ଟା ୩୦ରୁ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ…

କରୋନା: ୬ ମାସର ଶିଶୁ ନାମରେ ପୁଲିସ…

ଡେରାଡୁନ୍: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାରେ ଏକ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ୬ ମାସର ଶିଶୁ ଓ ଆଉ ଜଣେ ୨ ବର୍ଷ ବୟସର ଶିଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋଟ ୫୧ ଜଣଙ୍କ ନାମରେ ମାମଲା ହୋଇଥିବା ବେଳେ ସେମାନଙ୍କ…

ପ୍ରବଳ ବର୍ଷା ଓ ଭୂସ୍ଫଳନ ଯୋଗୁଁ…

ଉତ୍ତରାଖଣ୍ଡ: ଦକ୍ଷିଣ ଭାରତରେ ବର୍ଷା ତାଣ୍ଡବ ରଚିବା ପରେ ଏବେ ଉତ୍ତର ଭାରତରେ ତାଣ୍ଡବ ରଚୁଛି ବର୍ଷା। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଭୁସ୍ଫଳନ ହେବା ଯୋଗୁଁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଉତ୍ତରାଖଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ, ପଢ଼ନ୍ତୁ…

ଡେରାଡୁନ୍: ଜୀବଜଗତର ସବୁ ପଶୁପକ୍ଷୀ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଲ ଛାଡ଼ନ୍ତି ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏ ବୈଜ୍ଞାନିକ ତତ୍ତ୍ବକୁ ମାନିବାକୁ ନାରାଜ। ତାଙ୍କ ମତରେ ଗାଈ ହେଉଛି ଏକମାତ୍ର ଜନ୍ତୁ ଯିଏ ନିଶ୍ବାସରେ ଅମ୍ଲଜାନ ଛାଡ଼ିଥାଏ। ରବିବାର ଦିନ…