Odisha Link
Bridging the Missing Links in Odisha
Browsing Tag

Vande Bharat Express

ଖୁବ୍‌ଶୀଘ୍ର ଓଡ଼ିଶାରେ ଗଡ଼ିବ ଆଉ ଏକ…

ଓଏଲ୍‌ ବ୍ୟୁରୋ: ଖୁବ୍‌ଶୀଘ୍ର ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ବନ୍ଦେ ଭାରତ ରାଉରକେଲାରୁ ଭୁବନେଶ୍ୱର ଯାଏଁ ଚାଲିବ ବୋଲି ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସୂଚନା ଅନୁସାରେ, ଗତ ମେ ମାସରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ…

ପ୍ରତୀକ୍ଷାର ଅନ୍ତ, ଆଜିଠୁ ପୁରୀରୁ ଗଡ଼ିବ…

ଓଏଲ୍‌ ବ୍ୟୁରୋ: ବହୁଦିନର ପ୍ରତୀକ୍ଷାର ହେବ ଅନ୍ତ। ପ୍ରଥମଥର ପାଇଁ ଓଡ଼ିଶାରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ। ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ…

ଶୁକ୍ରବାର ପୁରୀ-ହାୱଡ଼ା ‘ବନ୍ଦେ ଭାରତ…

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ବଡ଼ ଖବର। ଖୁବଶୀଘ୍ର ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ। କାରଣ ଆସନ୍ତାକାଲି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ ରନ୍ କରିବ। ସକାଳ ୬ଟା ୧୦ ମିନିଟ୍‌ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏନେଇ ଭାରତୀୟ ରେଳବାଇ ପକ୍ଷରୁ…

ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। କାଲି ସକାଳ ୬ଟା ୧୦ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ରହିବ ବୋଲି ସୂଚନା ରହିଛି। ବନ୍ଦେ ଭାରତ ଏକ୍ସପ୍ରେସ କଟକ ପରେ ଭୁବନେଶ୍ବର,…

ପଶ୍ଚିମବଙ୍ଗରେ ଗଡିବ ପ୍ରଥମ ବନ୍ଦେ ଭାରତ…

ଓଏଲ୍‌ ବ୍ୟୁରୋ : ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବ ପଶ୍ଚିମବଙ୍ଗରେ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ୩୦ତାରିଖରୁ ହାୱଡା ଓ ଜଲପାଈଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବାର ସୂଚନା ମିଳିଛି। ରେଳବିଭାଗର ସୂଚନା କ୍ରମେ ଏହାର ପ୍ରଥମ ଟ୍ରାଏଲ ରନ ଶେଷ…

ଆଜିଠୁ ସ୍ବଦେଶ ଫେରିବେ ପ୍ରବାସୀ ଭାରତୀୟ,…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ବିମାନ ସେବା ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଫଳରେ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ। ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଆଜିଠାରୁ ଘରକୁ ସ୍ବଦେଶ ଫେରିବେ । ଏଥି…

ଲୋକାର୍ପିତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବୈଷ୍ଣୋଦେବୀ କଟରା ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପଣ କରିଛନ୍ତି। ଅମିତ ଶାହଙ୍କ ସମେତ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଓ ଅନ୍ୟ ମନ୍ତ୍ରୀମାନେ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସର…