Odisha Link
Bridging the Missing Links in Odisha
Browsing Tag

vanivihar

ହଷ୍ଟେଲ ବନ୍ଦକୁ ନେଇ ବାଣୀବିହାରରେ…

ଭୁବନେଶ୍ୱର: ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ଧାରଣା। ହଷ୍ଟେଲ ବନ୍ଦକୁ ବିରୋଧ କରି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିବା ସହ ଏନଏଚ ଅବରୋଧ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ହଷ୍ଟେଲ ବନ୍ଦ କରିବା ପାଇଁ…

ଛାତ୍ରୀଙ୍କ ଧାରଣା ପରେ କମିଲା ହଷ୍ଟେଲ…

ଭୁବନେଶ୍ବର: ବାଣୀବିହାରରେ ଆଜି ଛାତ୍ରୀମାନେ ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଦାବି କରି ଆଜି ପିଜି କାଉନସେଲ୍ ଅଫିସ ଘେରାଉ କରିଥିଲେ। ଛାତ୍ରୀମାନେ ହଷ୍ଟେଲ୍‌ ଫି ହ୍ରାସ କରିବା ପାଇଁ ଧାରଣାରେ ବସିଥିଲେ। ଛାତ୍ରୀ ମାନଙ୍କ ଧାରଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ କଥାକୁ ମାନିନେଇଛନ୍ତି।…

ବାଣୀବିହାରରେ ଛାତ୍ରୀ ଅଶାନ୍ତି

ଭୁବନେଶ୍ବର: ବାଣୀବିହାରରେ ଛାତ୍ରୀ ଅଶାନ୍ତି। ବିଭିନ୍ନ ଅସୁବିଧା ନେଇ ତାତିଲେ ଛାତ୍ରୀ। ଛାତ୍ରୀମାନେ ପିଜି କାଉନସିଲ ଅଫିସ୍ ଘେରାଉ କରିଛନ୍ତି। ଛାତ୍ରୀମାନେ ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଦାବି କରିଛନ୍ତି। ବାଣୀବିହାରରେ କିଛି ଦିନ ତଳେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ହଷ୍ଟେଲ୍‌ ସମସ୍ୟା ଓ…

ଅଶାନ୍ତ ବାଣୀବିହାର, କୁଳପତିଙ୍କ ଅଫିସ୍‌…

ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟ ଖୋଲୁ ଖୋଲୁ କ୍ୟାମ୍ପସ୍‌ରେ ଛାତ୍ର ଅଶାନ୍ତ ଜୋରଧରିଛି। ଗତକାଲି ଛାତ୍ରାବାସରେ ଦବ୍‌ଦବାକୁ କେନ୍ଦ୍ରକରି ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆଜି କୁଳପତିଙ୍କ ଅଫିସ୍‌ ଘେରିଛନ୍ତି ଛାତ୍ର। କାଲିର ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଳପତିଙ୍କ…

ବାଣୀବିହାର କ୍ୟାମ୍ପସରେ ଶ୍ରମିକଙ୍କୁ…

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସ୍‌ରେ ହତ୍ୟାକାଣ୍ଡ। କ୍ୟାମ୍ପସର ନିର୍ମାଣଧୀନ ବିଲ୍ଡିଂ ପରିସରରେ ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଫେରାର ହୋଇଯାଇଛି। ମୃତ ଶ୍ରମିକ ହେଲେ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଗୁଜୁରାମ ସିଂ। ସହିଦନଗର ଥାନା ପୋଲିସ…

ଜେଏନ୍‌ୟୁ ପରେ ଉତ୍କଳ ବିଶ୍ବବିଦ୍ୟାଳୟ…

ଭୁବନେଶ୍ବର : ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ) ଘଟଣାକୁ ନେଇ ସାରା ଦେଶରେ ଛାତ୍ର ଆନ୍ଦୋଳନ ଲାଗି ରହିଥିବା ବେଳେ ଏବେ ଉତ୍କଳ ବିଶ୍ବବିଦ୍ୟାଳୟର ପାଳି ପଡିଛି। ଜେଏନ୍‌ୟୁ କୁଳପତିଙ୍କ ବହିଷ୍କାର ପାଇଁ ଛାତ୍ରଛାତ୍ରୀ ଦାବି କରୁଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି…

ବାଣୀବିହାର ଆସିବେ ରାଷ୍ଟ୍ରପତି, ଚାଲିଛି…

ଭୁବ‌ନେଶ୍ବର: ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ, ଆଲୁମିନି ଆସୋସିଏସନ୍‌ ଓ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବସୁଛି ଘନଘନ ବୈଠକ । ଗତ ୨ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା…

ଆଜିଠାରୁ ଉତ୍କଳ ବିଶ୍ବବିଦ୍ୟାଳୟର…

ଭୁବନେଶ୍ବର: ଆଜି ଠାରୁ ୫ ଦିନ ବ୍ୟାପି ଉତ୍କଳ ବିଶ୍ବବିଦ୍ୟାଳୟ ପାଳିବ ଏହାର ପ୍ଲାଟିନମ୍ ଜୁବୁଲି । ଆଜି ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ପହଞ୍ଚି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ…

ବାଣୀବିହାରରେ ଉଦ୍‌ଘାଟିତ ହେଲା…

ଭୁବନେଶ୍ୱର ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସମନ୍ୱୟ ରହିଲେ ଅନେକ ସାମାଜିକ ବୈଷମ୍ୟ ଓ ଅସନ୍ତୁଳନ ଦୂର ହୋଇପାରିବ ଏବଂ ମହାତ୍ମା ଗାନ୍ଧୀ ଏହାର ପ୍ରୟୋଗାତ୍ମକ ଦିଗ ସଂପର୍କରେ ନିଜର ମତ ଓ ମନ୍ତବ୍ୟ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଛନ୍ତି । ପ୍ରଗତି ପ୍ରକ୍ରିୟାରେ ତାଙ୍କ ବିଚାରଧାରାର ପ୍ରୟୋଗ ମହାତ୍ମା…