Odisha Link
Bridging the Missing Links in Odisha
Browsing Tag

Varsha Priyadarshini

ପୁଣି ଥାନାରେ ଅଭିଯୋଗ କଲେ ବର୍ଷା

କଟକ: ଦୀର୍ଘ ଦିନର ନିରବତା ପରେ ପୁଣି ବର୍ଷା- ଅନୁଭବ ବିବାଦ ସାମ୍ନାକୁ ଆସିଛି। ପୁରୀଘାଟ ଥାନାରେ ଏତଲା କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଘରେ ହଇରାଣ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା। ସେ ରହୁଥିବା ଘରେ ବିଜୁଳି କାଟି ଦିଆଯାଉଛି। ଏସି ସଂଯୋଗ ବି କାଟି ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି…

୨୮ ତାରିଖରେ ହେବ ଅନୁଭବ ଓ ବର୍ଷାଙ୍କ…

ଭୁବନେଶ୍ୱର : ଓଲିଉଡ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ମାମଲା କଟକ ଏସଡିଜେଏମ୍ କୋର୍ଟରେ ମାମଲାର ଶୁଣାଣି ହୋଇଛି। ଉଭୟ ପକ୍ଷ ଦ୍ୱାରା ଆଗତ ହୋଇଥିବା ୨ଟି ପିଟସନ୍ ଉପରେ ଶୁଣାଣି ହୋଇଛି । କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ। ଆସନ୍ତା ୨୮ ତାରିଖରେ ଏହି…

ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର…

ଭୁବନେଶ୍ବର: ଓଲିଉଡ ଦମ୍ପତି ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଡ଼ ପୁଣି ଥରେ ସକ୍ରିୟ ହୋଇଛି। ଅନୁଭବଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ଏହା ଅନୁଭବଙ୍କ…

ଥମୁନି ଅନୁଭବ-ବର୍ଷା ବିବାଦ

କଟକ: ଓଲିଉଡରେ ଅନୁଭବ-ବର୍ଷା ଯୋଡ଼ଙ୍କୁ ଅନେକ ପସନ୍ଦ କରିଥାନ୍ତି ।ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି , ଯାହା ଥମିବାର ନାଁ ନେଉନାହିଁ ।ବର୍ଷା ଅସୁରକ୍ଷିତ ମନେକରି ପୋଲିସକୁ ଫୋନ କରି ସୁରକ୍ଷା ମାଗିଥିଲେ ।ସେଦିନର ଏକ ଭିଡିଏ ଏବେ ସାମ୍ନାକୁ ଆସିଛି । ଏଥିରେ ବର୍ଷାଙ୍କୁ ଖାଇବାକୁ…

ସୁପ୍ରିମକୋର୍ଟ ଗଲେ ବର୍ଷା

ଭୁବନେଶ୍ବର: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଦିଲ୍ଲୀରୁ କଟକକୁ ମାମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପଟିଆଲା ହାଉସ୍‌ କୋର୍ଟରେ ଦାଖଲ ହୋଇଥିବା ଛାଡ଼ପତ୍ର ମାମଲାର ସ୍ଥାନାନ୍ତର…

ସତ୍ୟର ପରାଜୟ ନାହିଁ, ଖୁବଶୀଘ୍ର…

କଟକ: ଓଲିଉଡ ଜଗତର ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପାରିବାରିକ ବିବାଦ କାହାକୁ ବି ଅଛପା ନାହିଁ। ଆଜି ସୋସିଆଲ ମିଡିଆ ଜରିଆରେ ପାରିବାରିକ ବିବାଦକୁ ନେଇ ମୁହଁ ଖୋଲିଲେ ବର୍ଷା ପ୍ରିୟଦର୍ଶିନୀ। ସେ ଟୁଇଟ କରି କହିଛନ୍ତି ଯେ, ସତ୍ୟର ପରାଜୟ ନାହିଁ, ଏହା ଖୁବଶୀଘ୍ର ପ୍ରମାଣିତ ହେବ। ଏହି…

ମହିଳା ବିରୋଧୀ ସାଂସଦଙ୍କୁ ବିଜେଡିରୁ…

ଭୁବନେଶ୍ବର: କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଆଦୈା ଉଚିତ୍‌ ନୁହେଁ। ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ କିମ୍ବା ରୋଲ୍ ମଡେଲଙ୍କ ଏଭଳି କିଛି ମହିଳା ହିଂସାରେ ଲିପ୍ତ ଥିବା ଘଟଣା ଲୋକଲୋଚନକୁ ଆସିବ ସେତେବେଳେ ମହିଳା ସୁରକ୍ଷା ଦୃଷ୍ଟିରୁ ଏହାକୁ ମହିଳା ମୋର୍ଚ୍ଚା ତରଫରୁ…

ସୁରକ୍ଷା ମାଗିଲେ ବର୍ଷା, ଅନୁଭବଙ୍କ ଘରେ…

କଟକ: ଓଲିଉଡ ଜଗତର ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପାରିବାରିକ କଳହ ମାମଲା କାହାକୁ ବି ଅଛପା ନାହିଁ। ଏସବୁ ମଧ୍ୟରେ ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଁଞ୍ଚିଛି ପୁଲିସ। ଅନୁଭବଙ୍କ ନନ୍ଦିସାହି ଘରେ ପୁରୀଘାଟ ଥାନା ପୁଲିସ‌ ପହଁଞ୍ଚିଛି। ବର୍ଷା ପ୍ରିୟଦର୍ଶିନୀ ଫୋନ୍‌ କରି…

ଏକାଠି ଥିବାର ପ୍ରମାଣ ଦେଲେ ବର୍ଷା:…

ଭୁବନେଶ୍ବର: ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ବିଚାରାଧୀନ ଥିବା ବେଳେ ୨୦୧୯ ମେ ୧ ତାରିଖ ଠାରୁ ସେମାନେ ଅଲଗା ରହୁଥିବା ନିଜ ପିଟିସନ୍‌ରେ କହିଛନ୍ତି ଅନୁଭବ। ତେବେ ଏକ ଫେସବୁକ୍‌ ପେଜ୍‌ ମାଧ୍ୟମରେ ଏହାକୁ ଭୁଲ ବୋଲି…