Odisha Link
Bridging the Missing Links in Odisha
Browsing Tag

virus

ଭୂତାଣୁ, ଭୋକ ଓ ଭୂକମ୍ପ: ଦିଲ୍ଲୀରେ ଭୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ସଂଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ମାତ୍ରା ୩.୫ ମାଗ୍ନିଚ୍ୟୁଡ୍‌ ଥିବା ବେଳେ ସାରା ରାଜଧାନୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଏହାକୁ ନେଇ ସମଗ୍ର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏ ପଟେ କରୋନାର କବଳରେ ଭୀଷଣ ଭାବେ ପ୍ରଭାବିତ…

କରୋନା ଭାଇରସ୍‌ରେ ୮୦ ମୃତ୍ୟୁ, ୨୭୦୦ରୁ…

ଉହାନ୍‌: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ‘କରୋନା’ ଭାଇରସ୍‌। କରୋନାଭାଇରସ୍‌ରେ ସଂକ୍ରମଣ ଯୋଗୁଁ ୮୦ ଜଣ ପ୍ରାଣ ହରାଇଥିବା ବେଳେ ୨୭୪୪ ଜଣ ରୋଗାକ୍ରାନ୍ତ ହୋଇଥିବା ଜଣାପଡିଛି। ଏହି ଭୂତାଣୁର ଦ୍ରୁତ ସମ୍ପ୍ରସାରଣକୁ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଗମ୍ଭୀର ପରିସ୍ଥିତି ବୋଲି କହିଛନ୍ତି। ଏହି ରୋଗର…

କୋରୋନା ଆତଙ୍କ: ୮୩୦ ଜଣ ଆକ୍ରାନ୍ତ,…

ବେଜିଂ: ଚୀନରେ ଆତଙ୍କ ସୃଷ୍ଟି କରିଛି ‘କରୋନା ଭାଇରସ’। ଶୁକ୍ରବାର ସୁଦ୍ଧା ‘କରୋନା ଭାଇରସ'ରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଉହାନ ସହରରୁ ଏହି ଭୂତାଣୁ ବ୍ୟାପିଥିବା ଜଣାପଡ଼ିବା ପରେ କୌଣସି ନାଗରିକ ସହର ବାହାରକୁ ନ ଯିବା ପାଇଁ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଉହାନ…

କାରୋନା ଭାଇରସ କଣ ଜାଣନ୍ତୁ…

ବେଜିଂ: ଚୀନ, ଆମେରିକା, ଏସିଆରେ ଏବେ ଆତଙ୍କ ସୃଷ୍ଟି କରିଛି ‘କରୋନା ଭାଇରସ’। ଚୀନର ଉହାନ ସହରରୁ ଏହି କରୋନା ଭାଇରସ ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଇବା ବେଳେ ଚୀନରେ ୫୫୫ ଜଣ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି ଏବଂ୪୪୪ ଜଣ ଉହାନ ସହରର ବୋଲି ଜଣା…