Odisha Link
Bridging the Missing Links in Odisha
Browsing Tag

Whatsapp

ଫେସ୍ବୁକ୍‌-ହ୍ବାଟ୍ସଆପ୍‌କୁ ନିୟନ୍ତ୍ରଣ…

ନୂଆଦିଲ୍ଲୀ: ଚୀନ ସହ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ କହିଛନ୍ତି, ବିଜେପି ଏବଂ ଆରଏଏସ ଭାରତରେ ଫେସ୍ବୁକ୍‌ ଏବଂ ହ୍ବାଟ୍‌ସଆପ୍‌କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସେମାନେ…

କରୋନା ମୁକାବିଲା: ଆରମ୍ଭ ହେଲା ରାଜ୍ୟ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ କୋଭିଡ୍‌ ଇନ୍ଫୋ ଡେକ୍ସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଜିଠୁ ହ୍ବାଟସ୍‌ଆପ୍‌ ଜରିଆରେ ଆରମ୍ଭ ହୋଇଛି ହ୍ବାଟସ୍‌ଆପ୍‌ ଇନ୍ଫୋ ଡେକ୍ସ। ହ୍ବାଟସ୍‌ଆପ୍‌ ଇନ୍ଫୋ ଡେକ୍ସ ମାଧ୍ୟମରେ…

ଜେଏନୟୁ ହିଂସା: ହ୍ୱାଟସଆପ ଗ୍ରୁପ୍‌…

ନୂଆଦିଲ୍ଲୀ: ଜାନୁଆରୀ ୫ରେ ମୁଖାପିନ୍ଧା ୫୦ରୁ ଅଧିକ ଦୁର୍ବୃତ୍ତ ଜେଏନ୍‌ୟୁ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନଙ୍କୁ ମାଡ଼ ମାରିଥିଲେ। ଏଥିରେ ଜେଏନୟୁଏସୟୁ ସଭାପତି ଆଈଶୀ ଘୋଷଙ୍କ ସମେତ ୩୪ ଜଣ ଆହତ ହୋଇଥିଲେ। ଜେଏନୟୁ ଏସୟୁ ଏଥିପାଇଁ ଏବିଭିପି ଛାତ୍ର ସଂଗଠନକୁ ଦାୟୀ କରିଥିବା ବେଳେ…