Odisha Link
Bridging the Missing Links in Odisha
Browsing Tag

White House

ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ…

ଓ୍ବାଶିଂଟନ୍: ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ। ଜର୍ଜ ଫ୍ଲୋଏଡଙ୍କୁ ପୁଲିସ ହତ୍ୟା କରିଥିବା ଦର୍ଶାଇ ବିରୋଧ ପଦର୍ଶନ ଜାରି ରହିଛି। ବର୍ତ୍ତମାନ ଏହି ବିରୋଧ ହିଂସା ପ୍ରଦର୍ଶନ ଆମେରିକାର ହ୍ବାଇଟ ହାଉସ ପହଞ୍ଚିଛି। ଶୁକ୍ରବାର ରାତିରେ ହ୍ବାଇଟ ହାଉସ ବାହାରେ…

ହ୍ବାଇଟ୍‌ ହାଉସ୍‌ ଆକଳନ: ଆମେରିକାରେ ୨.୪…

ଓଏଲ୍‌ ବ୍ୟୁରୋ: ଆମେରିକା ଏବେ ବିଶ୍ବର ସର୍ବାଧିକ କରୋନା ଭୂତାଣୁ ସଂକ୍ରମିତ ଦେଶ ଭାବେ ଉଭା ହୋଇଛି। ଏଠାରେ ଆଜି ସୁଦ୍ଧା ୧ ଲକ୍ଷ ୯୦ ହଜାର ବ୍ୟକ୍ତି କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୪,୧୦୦ ଜଣ ମୃତ୍ୟୁବରଣ କରିସାରିଲେଣି। ତେବେ ଏ ସଂଖ୍ୟା ବେଶ୍‌ ଅଧିକ ହେବ ବୋଲି ଆମେରିକା ରାଷ୍ଟ୍ରପତିଙ୍କ…

ଭାରତ-ଆମେରିକାର ସମ୍ପର୍କ ଭଲ: ଆମେରିକା

ଓ୍ୱାଶିଂଟନ: କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟକୁ ଭାରତ ବିରୋଧ କରୁଥିବା ପ୍ରସଙ୍ଗରେ ନିଜ ଉତ୍ତର ରଖିଛି ହ୍ବାଇଟ୍‌ ହାଉସ୍। ଗୁରୁବାର ହ୍ୱାଇଟ୍ ହାଉସର କାଉନସେଲର କେଲ୍ଲାୟାନ୍ନେ କୋନଓ୍ୱେ ଗତକାଲି ଏକ ପ୍ରେସ୍ କନଫରେନସରେ ନିଜର ମତ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ,…