Odisha Link
Bridging the Missing Links in Odisha
Browsing Tag

Worker

ଅତଡା ଖସି କୂଅରେ ଫସିଲେ ୫ ଶ୍ରମିକ,…

ଢେଙ୍କାନାଳ: କୂଅ ଖୋଳୁଥିବା ବେଳେ କୂଅରେ ଫସିଲେ ଶ୍ରମିକ। ଅତଡା ଖସିବାରୁ ଚାପିହୋଇ କୂଅରେ ଫସିଗଲେ ୫ ଶ୍ରମିକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, କୂଅରେ ନନ୍ଦ ବସାଉଥିବା ସମୟରେ ମାଟି ଅତଡ଼ା ଧସିବାରୁ ଶ୍ରମିକମାନେ ଆଉ କୂଅରୁ ବାହାରି ପାରିନଥିଲେ।…

ମେସିନରେ ଚାପି ହୋଇ କର୍ମଚାରୀ ମୃତ

ଢେଙ୍କାନାଳ: ମେସିନରେ ଚାପି ହୋଇ କର୍ମଚାରୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ଥିବା କଳିଙ୍ଗ ଝୋଟ କାରଖାନାରେ। କାରଖାନାରେ କାମ କରୁଥିବା ସମୟରେ ମେସିନରେ ଚାପି ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କର ନାଁ ପ୍ରଶାନ୍ତ ରାଉତ ବେଲି…

ଶ୍ରମିକଙ୍କ ପାଇଁ ଖୁସି ଖବର, ବଢ଼ିଲା…

ଭୁବନେଶ୍ବର: କରୋନା କାଳରେ ରାଜ୍ୟରେ ସମସ୍ତ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ଅଣ-କୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଅତିକୁଶଳୀ ଶ୍ରମିକଙ୍କ ମଜୁରିରେ ବୃଦ୍ଧି ହୋଇଛି। ସରକାର ଶ୍ରମିକମାନଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତା(ଭିଡିଏ)ରେ ୫ଟଙ୍କା ୪୦ ପଇସା ବୃଦ୍ଧି ଘଟାଇଛନ୍ତି। ଅଣ-କୁଶଳୀ…

ଶ୍ରମିକଙ୍କ ପାଇଁ SOP ଜାରି କଲେ କେନ୍ଦ୍ର…

ନୂଆଦିଲ୍ଲୀ: ସାରା ଦେଶ ୩ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍। ଏହାରି ଫଳରେ ଦେଶର ବିଭିନ୍ନ ସ୍ଥାନରେ ବହୁ ଶ୍ରମିକ ଫସି ରହିଛନ୍ତି। ସେହି ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଫସି ରହିଥିବେ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏସଓପି ଜାରି କରିଛନ୍ତି। ସେହି ମୁତାବିକ…