Odisha Link
Bridging the Missing Links in Odisha
Browsing Tag

World Cup 2023

ଦିନିକିଆ ବିଶ୍ବକପ୍‌ରେ ସାମିଙ୍କ ବିଶ୍ବ…

ଓଏଲ୍‌ ବ୍ୟୁରୋ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ। ଖେଳ ଜାରି ରହିଥିବା ବେଳେ ଟିମ୍‌ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଖେଳାଳି ବଡ଼ ରେକର୍ଡ ନିଜ ନାମରେ ସାମିଲ କରୁଛନ୍ତି। ବିରାଟ ଆଜି ଦିନିକିଆ କ୍ରିକେଟରେ ୫୦ତମ ଶତକୀୟ ଇନିଂସ…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ବିଶ୍ବକପ୍ରୁ…

ଓଏଲ୍‌ ବ୍ୟୁରୋ: ୨୦୨୩ ଦିନିକିଆ ବିଶ୍ବକପ୍‌ର ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରି ସାରିଥିବା ଭାରତକୁ ବଡ଼ ଝଟକା। ଦଳର ଷ୍ଟାର ଖେଳାଳି ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ବକପ୍‌ରୁ ବାଦ ପଡ଼ିଲେ। ଆହତରୁ ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନାହାନ୍ତି ଯାହାଫଳରେ ତାଙ୍କୁ ବିଶ୍ବକପ୍‌ରୁ ବାଦ ଦିଆଯାଇଛି।…

ବିଶ୍ବକପ୍‌ ସମୟରେ ବେପାରୁଆ ଗାଡ଼ି ଚାଳନା…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର। ଅହମଦାବାଦରେ ଖେଳା ଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ ପରେ ଏକ ପବନ ହଂସ ହେଲିକପ୍ଟର ସହାୟତାରେ ମୁମ୍ବାଇ…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା:…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା। ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ହାଇଭୋଲଟେଜ ଟକ୍କର। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ମ୍ୟାଚ୍‌ର ୪୮ ଘଣ୍ଟା…

ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା;…

ଓଏଲ୍‌ ବ୍ୟୁରୋ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ୨୦୨୩ରେ ଆଜି ନବମ ମୁକାବିଲା ଖେଳାଯିବ। ଦିଲ୍ଲୀରେ ଅପରାହ୍ନ ୨ଟାରେ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ। ପ୍ରଥମ ମ୍ୟାଚରେ କଙ୍ଗାରୁବାହିନୀ ପରାସ୍ତ କରି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ହରାଇ ବିଜୟଧାରା…