Odisha Link
Bridging the Missing Links in Odisha

ମୋଦିଙ୍କ ସହ ଫୋନରେ କଥାହେଲେ ନବୀନ

ଭୁବନେଶ୍ବର: ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲୋକସଭାରେ ଭାରତୀୟ ଜନତା ପାର୍ଟି ୯ବିଜେପି)ର ବିପୁଳ ବିଜୟ ପାଇଁ ମୋଦିଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିବା ବେଳେ ଅନୁରୂପ ଭାବେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି)ର ବିଜୟ ପାଇଁ ମୋଦି ବିଜେଡି ମୁଖିଆ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପୂର୍ବରୁ ଟ୍ବିଟ୍‌ କରି ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦି।

Comments are closed.