Odisha Link
Bridging the Missing Links in Odisha
Daily Archives

August 4, 2019

ମାର୍ଟିନ ଗୁପଟିଲଙ୍କୁ ପଛରେ ପକାଇଲେ…

ଫ୍ଲୋରିଡା: ଶନିବାର ଖେଳାଯାଇଥିବା ଭାରତ-ଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚରେ ଟିମ୍‌ ଇଣ୍ଡିଆ ବିଜୟୀ ଲାଭ କରିଛି। ଏଥି ସହିତ ଟିମ୍‌ ଇଣ୍ଡିଆର ୨ ଷ୍ଟାର ଖେଳାଳି ଏବେ ଟି-୨୦(ଆଇସିସି) କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ତେବେ ଏହି ମ୍ୟାଚରେ ମାର୍ଟିନ ଗୁପଟିଲଙ୍କୁ…

ଦିବ୍ୟାଙ୍ଗ ବନ୍ଧୁଙ୍କ ବନ୍ଧୁତା

ଭୁବନେଶ୍ବର: ବନ୍ଧୁ ବିନା ଜୀବନ ଅଧୁରା। ସାଙ୍ଗ ବିନା ଜୀବନଟା ଯେମିତି ମରୁଭୂମି ସଦୃଶ। ଆପଣତ ଆଗରୁ ବହୁତ ବନ୍ଧୁତା କାହାଣୀ ଶୁଣିଥିବେ। ତେବେ ଆଜିର ବନ୍ଧୁତା ଦିବସରେ ଆମେ ଆପଣଙ୍କୁ ଦୁଇ ଦିବ୍ୟାଙ୍ଗ ବନ୍ଧୁଙ୍କ ବିଷୟରେ କହିବୁ। ସେ ଆଉ କେହି ନୁହନ୍ତି ଦୁଇ ଦିବ୍ୟାଙ୍ଗ ବନ୍ଧୁ ହେଉଛନ୍ତି ଅନ୍ତର୍ଜାତୀୟ…

ଗିନୀର ସର୍ବୋଚ୍ଚ ସମ୍ମାନ ପାଇଲେ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗିନୀ ସରକାର ‘ନ୍ୟାସନାଲ ଅର୍ଡର ଅଫ ମେରିଟ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ହେଉଛି ଗିନୀ ଦେଶର ସର୍ବୋଚ୍ଚ ସମ୍ମାନ। ଭାରତ-ଗିନୀର ସାମଗ୍ରିକ ବିକାଶା ତଥା ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ବନ୍ଧୁତା ଓ ଭାଗିଦାରୀକୁ ବଢ଼ାଇବାରେ…

କ୍ଷମା ମାଗିଲେ ସନ୍ନି ଲିଓନି

ନୂଆଦିଲ୍ଲୀ: ‘ଅର୍ଜୁନ ପଟିଆଲା’ ସିନେମାରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନମ୍ବର ବୋଲି କୁହାଯାଇ ଏକ ମୋବାଇଲ୍‌ ନମ୍ବର ଦୃଶ୍ୟମାନ ହେବା ପରେ ଏହାକୁ ନେଇ ବିବାଦ ହୋଇଥିଲା। ପରେ ଜାଣିବାକୁ ମିଳିଥିଲା ଯେ ଚଳଚ୍ଚିତ୍ରରେ ପ୍ରକାଶ କରାଯାଇଥିବା ନମ୍ବରଟି ବାସ୍ତବରେ ଦିଲ୍ଳୀ ବାସିନ୍ଦା ପୁନିତ…

ବନ୍ଧୁତ୍ୱର ଅମୂଲ୍ୟ ବାର୍ତ୍ତା: ଦୁଃଖ…

ଭୁବନେଶ୍ବର: ଯିଏ ସୁଖଦୁଃଖରେ ସବୁବେଳେ ପାଖରେ ଥାଏ। ବନ୍ଧୁର ହୃଦୟ କାନ୍ଦିଲେ ମନର କଥା ବୁଝିପାରେ। ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ। ସେ ହେଉଛି ବନ୍ଧୁ। ରାଗ,ରୁଷା, ଅଭିମାନ ସବୁ କିଛି ଥାଏ। ହେଲେ ସେ ସମ୍ପର୍କ ନିଆରା। ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତା। ବନ୍ଧୁକୁ ଭଲଭାବେ…

ଆଜି ବନ୍ଧୁତ୍ବ ଦିବସ

ଭୁବନେଶ୍ୱର: ଆଜି ଫ୍ରେଣ୍ଡସିପ୍ ଡେ' ବା ବନ୍ଧୁତ୍ୱ ଦିବସ। ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। ଦେଶ ବାହାରେ ମଧ୍ୟ ଏହି ଦିବସକୁ ବେଶ୍ ଜାକଜମକରେ ପାଳନ କରାଯାଉଛି। ଲୋକେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ, କାର୍ଡ, ଫୁଲ, ଓ ବିଭିନ୍ନ ପ୍ରକାର ଗିଫ୍ଟ ଦେଇ ବନ୍ଧୁକୁ…