Odisha Link
Bridging the Missing Links in Odisha

ସରକାରୀ ପଦବୀରେ ୩୫ ଦଳୀୟ ନେତାଙ୍କୁ ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସରକାରୀ ପଦବୀରେ ୩୫ ଜଣ ଦଳୀୟ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି। ସାଧାରଣ ନିର୍ବାଚନ ପରେ ନବୀନ ପ୍ରଥମ ଥର ପାଇଁ ନବୀନ ବିଭିନ୍ନ ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ ଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ଜାଣନ୍ତୁ କିଏ କେଉଁ ପଦବୀରେ ନିଯୁକ୍ତି ପାଇଲେ।

୧- ଲେନିନ ମହାନ୍ତି- ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସମ୍ପାଦକ
୨- ସୁଜିତ କୁମାର- ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା
୩- ଅନୁଭବ ପଟ୍ଟନାୟକ- ଇଟି ଓ ଆଇଟି ଉପଦେଷ୍ଟା
୪- କୃତିବାସ ପାତ୍ର- କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଉପଦେଷ୍ଟା
୫- ଉତ୍କଳ କେଶରୀ ପରିଡ଼ା- ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଉପଦେଷ୍ଟା
୬- ଦେବାଶିଷ ଘୋଷ- ଓଡ଼ିଶା ବନ ଉନ୍ନୟନ ନିଗମ ଉପଦେଷ୍ଟା
୭- ସୁଲତା ଦେଓ- ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା
୮- ଜନ୍ମେଜୟ ଲେଙ୍କା- ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଉପଦେଷ୍ଟା
୯- ରାମଚନ୍ଦ୍ର ପଣ୍ଡା- ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା
୧୦-ଦେବାଶିଷ ମହାନ୍ତି- ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ
୧୧-ଇଶ୍ୱର ପାଣିଗ୍ରାହୀ- ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ
୧୨-ପ୍ରଭାତ ଆଦିତ୍ୟ ମିଶ୍ର – ଆପିକଲ ଅଧ୍ୟକ୍ଷ
୧୩-ଅନୂପ ସାଏ- ଓଡ଼ିଶା ଓୟାର ହାଉସିଂ କର୍ପୋରେସନ ଅଧ୍ୟକ୍ଷ
୧୪-ଅସିତ ପଟ୍ଟନାୟକ- ଓଡ଼ିଶା ମତ୍ସ୍ୟ ବିକାଶ ନିଗମ
୧୫-ଅମରେନ୍ଦ୍ର ଦାସ : ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ
୧୬-ଲୁଲୁ ଅମାତ : ଓଡ଼ିଶା ଗ୍ରାମ୍ୟ ଗୃହ ନିଗମ ଅଧ୍ୟକ୍ଷ
୧୭-ଚିନ୍ମୟ ସାହୁ : ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ
୧୮-ଶ୍ରୀମୟୀ ମିଶ୍ର : ଓଟିଡ଼ିସି ଅଧ୍ୟକ୍ଷ
୧୯-ଅମରେଶ ପତ୍ରୀ : , ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ
୨୦-ସତ୍ୟବ୍ରତ ତ୍ରିପାଠୀ : ଓଡ଼ିଶା ସିନେ ବିକାଶ ନିଗମ ଅଧ୍ୟକ୍ଷ
୨୧-ବିଜୟ କୁମାର ନାୟକ : ଓଡ଼ିଶା ଯବୁ ମଙ୍ଗଳ ବୋର୍ଡ ଅଧ୍ୟକ୍ଷ
୨୨-ପ୍ରିୟଦର୍ଶୀ ମିଶ୍ର : ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ନିଗମ ଅଧ୍ୟକ୍ଷ
୨୩-ସୁବାସ ସିଂହ : ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ
୨୪-ସଂଜୀବ ପାଇକରାୟ : ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ
୨୫- ଆକାଶ ଦାସ ନାୟକ: ମୋ କଲେଜ ଅଧ୍ୟକ୍ଷ
୨୬-ସୁସ୍ମିତା ବାଗଚି: ମୋ ସ୍କୁଲ ଅଧ୍ୟକ୍ଷା
୨୭-ବିନୟ ଟପ୍ପୋ- ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ
୨୮-କସ୍ତୁରୀ ମହାପାତ୍ର- ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ
୨୯-ସୁଲୋଚନା ଦାସ- ଅଧ୍ୟକ୍ଷା, ରାଜ୍ୟ ଭିନ୍ନକ୍ଷମ କମିଶନ
୩0- ଲୋପାମୁଦ୍ରା ବକ୍ସିପାତ୍ର- ଉପଦେଷ୍ଟା, ମିଶନ ଶକ୍ତି
୩୧-ପୁଷ୍ପେନ୍ଦ୍ର ସିଂହଦେଓ- ସଭ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
୩୨-ସୁଧୀର ଦାସ- ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟକରଣ ଯୋଜନା
୩୩- ଦିଲ୍ଲୀପ ତିର୍କୀ- ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରମୋସନ କାଉସିଲ
୩୪- ମାନସ ମାଡ଼କାମୀ-ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ, ଅଧ୍ୟକ୍ଷ
୩୫ ମିନତୀ ବେହେରା- ମହିଳା କମିଶନ ଅଧ୍ୟକ୍ଷା

 

Comments are closed.