Odisha Link
Bridging the Missing Links in Odisha
Daily Archives

August 20, 2019

ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ…

ଭୁବନେଶ୍ବର: ଲୋକକବି ପଦ୍ମଶ୍ରୀ ହଳଧର ନାଗ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟ ଦେବା ସହ ଏ ଭାଷାର ବିଭିନ୍ନ ଶବ୍ଦକୁ ତାତ୍ସଲ୍ୟ କରିବା ନେଇ ଭିଡିଓ ସବୁ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏ ନେଇ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଭିତ୍ତି କରି ଆଜି…

ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି…

ଭୁବନେଶ୍ୱର : ଟ୍ରେନ ପରିଚାଳନାଗତ କାରଣ ପାଇଁ ପୂର୍ବତଟ ରେଳପଥ ଆସନ୍ତା ସେପ୍ଟେମ୍ବର ମାସ ପହିଲା ଠାରୁ ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସର ସମୟ ସାରଣୀକୁ ପରିବର୍ତ୍ତିତ କରି ଚଳାଚଳ କରିବାକୁ ସ୍ଥିର କରିଛି। ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ସେପ୍ଟେମ୍ବର ମାସ…

ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ…

ସାଲେପୁର : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଭୟଭୀତ କରାଇ ସଂର୍ପକୀୟ ଦାଦା ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଦେଢ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମାଆ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନାର ଅଲିପୁର ଗାଁରେ। ଏନେଇ ନାବାଳିକାଙ୍କ ମାଆ…

ଓଡ଼ିଶାକୁ ମିଳିବ ‘ଆଇକନିକ ଐତିହ୍ୟ’

ଭୁବନେଶ୍ୱର: ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କାରଣ ଓଡ଼ିଶା ଏବେ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ଦିଲ୍ଲୀରେ ଅନୁଷ୍ଠିତ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ ଶ୍ରୀ ପଟେଲ ଏହା କହିଛନ୍ତି।…

ନବନିଯୁକ୍ତ ନିର୍ବାଚନ କମିଶନରଙ୍କୁ…

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ନିର୍ବାଚନକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବାପାଇଁ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଆଲୋଚନା କରିଛି। ବିଗତ ଦିନରେ ରାଜ୍ୟରେ ଶାସକ ବିଜେଡି ଅର୍ଥବଳ ଏବଂ ବାହୁବଳ ଲଗାଇ…

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ…

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଥିବା ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ ଅବସରରେ ଏକ ଶପଥ ପାଠ ଉତ୍ସବ ପାଳନ କରାଯାଇଅଛି। ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ…

ଆରମ୍ଭ ହେଲା ଓଡ଼ିଶାର ସର୍ବପ୍ରଥମ…

ଭୁବନେଶ୍ବର : ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ଦୀର୍ଘ ବର୍ଷ ହେବ ନିରବିଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦୟଭାନୁ ପକ୍ଷରୁ ଓଡ଼ିଶାର ସର୍ବପ୍ରଥମେ ବୃହଦନ୍ତ୍ର ଶୋଧନ ଚିକିତ୍ସା କେନ୍ଦ୍ରର ଉଦ୍‌ଘାଟନ ହୋଇ ଯାଇଛି। ଏହି ଉଦ୍‌ଘାଟନି ସଭାରେ ସମ୍ବାଦର ମୁଖ୍ୟ ତଥା…

ଓଡ଼ିଶାକୁ ୩୩୩୮ କୋଟି ଫୋନି ସହାୟତା

ଭୁବନେଶ୍ୱର : ଓଡ଼ିଶାକୁ ଫୋନି ସହାୟତା ଦେଲେ କେନ୍ଦ୍ର ସରକାର। ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟି ଟଙ୍କାର ସହାୟତା ରାଶି। ଫୋନି ପରବର୍ତ୍ତୀ ଥଇଥାନ ପାଇଁ କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି। ପୂର୍ବରୁ ଓଡ଼ିଶାକୁ ଫୋନି ପାଇଁ ଅଗ୍ରୀମ ୩୪୦ କୋଟି ଟଙ୍କା ମିଳିଥିଲା। ପରେ ପ୍ରଧାନମନ୍ତ୍ରୀ…

ଗେରୁଆ ବେଶରେ ସେହଓ୍ବାଗ, ପୋଷ୍ଟ ଦେଖି…

ନୂଆଦିଲ୍ଲୀ: ଚର୍ଚ୍ଚାରେ ମୁଲତାନର ସୁଲତାନ ତଥା ପୂର୍ବତନ ଭାରତୀୟ ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗ। ଏହି କ୍ରିକେଟର ସୋମବାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଗେରୁଆ କୁର୍ତ୍ତା ଓ ଧୋତି ପିନ୍ଧିଥିବା ନଜର ଆସୁଛନ୍ତି। ସେହ୍ଵାଗ ଫଟୋ…

ରମାଦେବୀ ପରିସରରୁ ଉଠିବ +୨

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଜୁନୟର କଲେଜ ହଟବ। ୟୁନିଟ ୯ ଗାର୍ଲସ ହାଇସ୍କୁଲ ପରିସରରେ +୨ କଲେଜ ପ୍ରତିଷ୍ଠା ହେବ। ଏନେଇ ଗାର୍ଲସ ହାଇସ୍କୁଲ ପରିସରରେ ୩ ଏକର ଜମି ଚିହ୍ନଟ ହୋଇଛି। ଏସମ୍ପର୍କରେ ରାମଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି।