Odisha Link
Bridging the Missing Links in Odisha
Daily Archives

August 20, 2019

ସୋସିଆଲ୍‌ ମିଡିଆରେ ଆଧାର ସଂଯୋଗ ମାମଲା:…

ନୂଆଦିଲ୍ଲୀ: ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ସହିତ ଆଧାର କାର୍ଡ ସଂଯୋଗ ମାମଲାରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ ନୋଟିସ୍‌ ଜାରି କରିଛନ୍ତି। ଏନେଇ ଫେସ୍‌ବୁକ୍‌ ପକ୍ଷରୁ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା। ଫେସ୍‌ବୁକ୍‌ ପକ୍ଷରୁ…

ଶୋଇଥିବା ବେଳେ ଦୁଇ ଜଣଙ୍କୁ ହତ୍ୟା…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନେକଡାପସି ଗାଁରେ ଡବଲ ମର୍ଡର ହୋଇଛି। ଘରେ ଶୋଇଥିବା ବେଳେ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଚେତନ ମୁଣ୍ଡା ଓ ସୁବାଷ ମୁଣ୍ଡା। ସେହି ଗାଁର ରାମ ମୁଣ୍ଡା ଉଭୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ରାମ ମୁଣ୍ଡା…

ଭାରତୀୟ ବାୟୁସେନା ମୁଖ୍ୟ ପାକିସ୍ତାନକୁ…

ନୂଆଦିଲ୍ଲୀ: ପାକିସ୍ତାନକୁ ଧମକ ଦେଲେ ଭାରତୀୟ ବାୟୁସେନ ମୁଖ୍ୟ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ପାକିସ୍ତାନକୁ ଆଜି ଖୋଲାଖୋଲି ଧମକ ଦେଇଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନୱା। ସେ କହିଛନ୍ତି, “ଭାରତୀୟ ବାୟୁସେନା ସର୍ବଦା ଅନ୍ତର୍ଜାତୀୟ ନିୟନ୍ତ୍ରଣ…

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ…

ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜକୁ ଉଭୟ ଟି-୨୦ ଏବଂ ଦିନିକିଆ ସିରିଜରେ ମାତ୍‌ ଦେବା ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଟେଷ୍ଟ ସିରିଜ ଉପରେ। ଏଥି ସହିତ ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଣ୍ଡିଜ ବିପକ୍ଷରେ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ ଆରମ୍ଭ କରିବ। ଟିମ୍‌ ଇଣ୍ଡିଆ ବିଜୟ ଅଭିଯାନରୁ ଆରମ୍ଭ କରିବା ପାଇଁ…

ମାନସିକ ନିର୍ଯାତନା ଦେଇଛି ପପୁଙ୍କ କଥା :…

ଭୁବନେଶ୍ବର : ବିବାଦ ଭିତରେ ଆହୁରି ଛନ୍ଦି ହୋଇପଡୁଛି କିଙ୍ଗଙ୍କ ସିନେମା ପୋଷ୍ଟର। ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ ଆଥଲେଟ ଦୂତି ଚାନ୍ଦ ଫେସବୁକ ପୋଷ୍ଟରେ ଲେଖିଛନ୍ତ ଯେ, କମେଡି କିଙ୍ଗ ପପୁ ପମପମଙ୍କ କଥା ତାଙ୍କୁ ବହୁତ ବାଧିଛି। ସିନେମାର ପୋଷ୍ଟର ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଦୂତି…

ନୂଆଖାଇ ପାଇଁ ବାହାରିଲା ଲଗ୍ନ

ସମ୍ବଲପୁର : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୩ତାରିଖ ପୂର୍ବାହ୍ନ ୮.୩୦ ରୁ ୦୯ ମଧ୍ୟରେ ମାଙ୍କ ନିକଟରେ ନବାନ୍ନ ଲାଗି ପାଇଁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁସାରେ…

ମିନତୀ ବେହେରା ହେଲେ ରାଜ୍ୟ ମହିଳା କମିଶନ…

ଭୁବନେଶ୍ବର : ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ମିନତୀ ବେହେରା। ଦାୟିତ୍ବ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ମିନତୀ। ସେ କହିଛନ୍ତି ନାରୀ ସୁରକ୍ଷା ପ୍ରଥମ ପ୍ରାଥମିକତା ରହିବ। ସମାଜରେ ନାରୀ ପୂଜନୀୟ, ତେଣୁ ନାରୀ ପ୍ରତି ହିନମାନ୍ୟତା ଚଳିବ ନାହିଁ ବୋଲି ସେ…

କଂଗ୍ରେସ ନେତାଙ୍କୁ ଦିଲ୍ଲୀରୁ ଡାକରା

ଭୁବନେଶ୍ବର : ଆସନ୍ତା ୨୨ ତାରିଖରେ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବା ପାଇଁ ଓଡ଼ିଶାର କଂଗ୍ରେସ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ନୂଆ ଦାୟିତ୍ବ ନେବା ପରେ ସୋନିଆଙ୍କ ସହ ଏହା ପ୍ରଥମ ବୈଠକ। ସାଙ୍ଗଠନିକ ପରିବର୍ତ୍ତନ ନେଇ ଆଲୋଚନା ହୋଇପାରେ ବୋଲି କଂଗ୍ରେସ ଶିବିରରେ ଚର୍ଚ୍ଚା ହେଉଛି।…

ଉଠା ଜଳ‌ସେଚନ ଡିଭିଜନ ଦୁର୍ନୀତିର ଗୁମର…

ଯାଜପୁର : ଯାଜପୁରରେ ଉଠାଜଳସେଚନରେ ହୋଇଥିବା ଦୁର୍ନୀତିର ଗୁମର ଖୋଲିବାରେ ଲାଗିଛି। ଏହି ଦୁର୍ନୀତିର ସଦ୍ୟତମ ତଥ୍ୟ ହେଉଛି କ୍ରସର ମଲିକଙ୍କ କ୍ୟାମ୍ପସରେ ଚାଷୀଙ୍କ ନଳକୂପ ଲାଗିଛି। ଯାଜପୁରରୋଡସ୍ଥିତ ଉଠା ଜଳ‌ସେଚନ ଡିଭିଜନ ଅଧୀନରେ ରହିଛି ୫ଟି ଉପଖଣ୍ଡ। ଏହି ଉପଖଣ୍ଡ ଅନ୍ତର୍ଗତ ସମୂହ ଓ ବ୍ୟକ୍ତିଗତ…

ଶାନ୍ତି ପ୍ରତିଷ୍ଠା ପାଇଁ ମୋଦି ଓ…

ୱାଶିଂଟନ୍‌: କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଫୋନ ଏବେ ଚର୍ଚ୍ଚାରେ। କଶ୍ମୀର ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ପାକିସ୍ତାନ ୱାଜିର-ଏ-ଆଜମ ଇମ୍ରାନ ଖାନ୍‌ଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ସନ୍ଧ୍ୟାରେ ମୋଦି ଓ…