Odisha Link
Bridging the Missing Links in Odisha
Daily Archives

August 20, 2019

ଏଥର ଯେଉଁଠି ବି ନେଇ ହେବ ରାସନ

ଭୁବନେଶ୍ୱର: ଏଣିକି ହିତାଧିକାରୀ ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ସେପ୍ଟେମ୍ବର ୧ରୁ ଭୁବନେଶ୍ୱର ମହାନଗର ନିଗମରୁ ଏହି ବ୍ୟବସ୍ଥା ଆରମ୍ଭ…

ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ :…

ଭୁବନେଶ୍ବର : ଗଣେଶ ପୂଜାରେ ମୁକ୍ତିଲାଭ ଅପେକ୍ଷାରେ ଥିବା ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ମାମଲାରେ ସଂପୃକ୍ତ ପ୍ରଡକ୍ସନ ୟୁନିଟକୁ ନୋଟିସ ଜାରି କରିଛି ପୋଲିସ। ଫିଲ୍ମର ପୋଷ୍ଟରକୁ ନେଇ ସବିଶେଷ ତଥ୍ୟ ମାଗିଛି ପୋଲିସ। ଥାନାରେ ହାଜର ହେବା ପରେ ସଂପୃକ୍ତ ପ୍ରଡକ୍ସନ ୟୁନିଟର ବୟାନ ରେକର୍ଡ କରାଯିବ।…

ଟ୍ରକ୍-ଟାଟା ଏସିଇ ଧକ୍କାରେ ଡ୍ରାଇଭର ମୃତ

ପାରାଦୀପ : ଟ୍ରକ ପଛପାଖରେ ଠିଆ ହୋଇଥିବା ଡ୍ରାଇଭରଙ୍କୁ ଧକ୍କା ଦେଇଛି ଟାଟା ଏସି। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୄତ୍ୟୁ ଘଟିଥିବା ବେଳେ ଟାଟାଏସିଇରେ ଥିବା ୫ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ପାରାଦୀପ ବନ୍ଦରକୁ ପଣ୍ୟ ପରିବହନ ପାଇଁ…

ନକ୍ସଲ ଭଉଣୀକୁ ଚିଠି ଲେଖିଲେ ପୁଲିସ ଭାଇ

ମାଲକାନଗିରି : ଛତିଶଗଡ଼ର ସୁକମା ଜିଲ୍ଲା ଅଞ୍ଚଳର ରାମା ବେଟ୍ଟୀ ଓ ତାଙ୍କ ଭଉଣୀ କାନି ବେଟ୍ଟୀ ଦୁହେଁ କିଛି ବର୍ଷ ତଳେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ନକ୍ସଲଙ୍କ ପ୍ରରୋଚନାରେ ସେମାନେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ହେଲେ ଲାଲ ବାହିନୀରେ ଆଦର୍ଶ ବୋଲି…

କମଲନାଥଙ୍କ ଭଣଜା ରାତୁଲ ପୁରୀ ଗିରଫ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରାତୁଲ ପୁରୀ ଗିରଫ। ୩୫୪ କୋଟି ଟଙ୍କାର ଏକ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମଙ୍ଗଳବାର ଗିରଫ କରିଛି। ରାତୁଲ ମୋଜର ବେୟର ନାମକ ଡିଜିଟାଲ ଡାଟା ଷ୍ଟୋରେଜ ଡିଭାଇସ ମାନୁଫାକ୍ଚରିଂ କମ୍ପାନୀର ପୂର୍ବତନ କାର୍ଯ୍ୟନିର୍ବାହୀ…

ମଧ୍ୟାହ୍ନ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ…

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଟେମପୋରାରି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଗତକାଲି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା ଦିଆଯାଇଥିଲା। ବିଦ୍ୟାଳୟରୁ ଘରକୁ ଫେରିବା ପରେ ସମସ୍ତ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଗାଁ ଲୋକେ…

ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା…

ଭୁବନେଶ୍ବର : ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବଡ ବର୍ଷାର ସମ୍ଭାବନା ନାହିଁ। ୨୨ ତାରିଖଠାରୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୨୪ ତାରିଖ ଯାଏଁ ଏଭଳି ସ୍ଥିତ ଲାଗି ରହିବ। ଉତ୍ତର ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର…

ଶ୍ରୀମନ୍ଦିର ଜବରଦଖଲ ଉଚ୍ଛେଦର ଆଜି…

ପୁରୀ : ପୁରୀ ଶ୍ରୀମନ୍ଦିର ଜବରଦଖଲର ଆଜି ଦ୍ବିତୀୟ ଦିନରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ପୁରୀ ପ୍ରଶାସନ ପକ୍ଷରୁ ହେଉଥିବା ଏହି ଉଚ୍ଛେଦ ପ୍ରକ୍ରିୟାରେ ଗତକାଲି ମେଘନାଦ ପାଚେରୀ ପାଖରେ ଥିବା ପୋଲିସ ଫାଣ୍ଡି, ଜୋତା ଷ୍ଟାଣ୍ଡ, ସୂଚନା କେନ୍ଦ୍ର, ଶୌଚାଳୟ ଆଦି ଭଙ୍ଗାଯାଇଥିଲା। ବିଳମ୍ବିତ ରାତି ଯାଏଁ…

ଆଜି ରାଜୀବ ଗାନ୍ଧିଙ୍କ ୭୫ ତମ ଜୟନ୍ତୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରେ କମ୍ପ୍ୟୁଟର ବିପ୍ଲବ ଆଣିଥିବା ନାୟକ ସ୍ବର୍ଗତ ରାଜୀବ ଗାନ୍ଧିଙ୍କ ଆଜି ହେଉଛି ୭୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ…

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା…

ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର। ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ(ଇସ୍ରୋ)କୁ ମିଳିଛି ବଡ଼ ସଫଳତା। ଚନ୍ଦ୍ରଯାନ-୨କୁ ନେଇ ଇସ୍ରୋକୁ ମିଳିଛି ବଡ ସଫଳତା। ଚନ୍ଦ୍ରର ପ୍ରଥମ କକ୍ଷରେ ସଫଳତା ପୂର୍ବକ ପ୍ରବେଶ କରିଛି ଚନ୍ଦ୍ରଯାନ-୨। ଆଜି ସକାଳ ୮ଟା ୩୦ ରୁ ୯ଟା ୩୦ ମଧ୍ୟରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ…