Odisha Link
Bridging the Missing Links in Odisha

କିପରି ଦୂର କରିବେ କେଶର ସମସ୍ୟା

ଭୁବନେଶ୍ବର: କେଶ ନାରୀର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି କେଶ ଝଡିବା । ଏହା ଜୀବନଶୈଳୀ,ଖାଦ୍ୟ ପାନୀୟ ତଥା ପ୍ରଦୁଷଣ ଯୋଗୁ ହୋଇଥାଏ ।


କେଶର ଯତ୍ନ ନବାକୁ ଚାହୁଁ ଥିଲେ ଜାଣନ୍ତୁ କେତୋଟି ସରଳ ଘରୋଇ ଉପଚାର ।

*ସପ୍ତାହକୁ ୩-୪ଥର କେଶ ମୂଳକୁ ମଲିସ କରନ୍ତୁ , ଏହା କେଶ ମୂଳରେ ରକ୍ତ ସଞ୍ଚାଳନ ବଢ଼େଇବା ସହ କେଶକକୁ ଘନତ୍ବ କରାଇଥାଏ ଏବଂ ଅଧିକ ମାତ୍ରାରେ ପାଣି ପିଅନ୍ତୁ ।  ଅଧିକ ମାତ୍ରାରେ ପାଣି ପିଅନ୍ତୁ ।

*ଘି-କୁଆଁରୀ ରସକୁ କେଶରେ ସପ୍ତାହ କୁ ୨ଥର ଲଗାନ୍ତୁ ଏବଂ ୨୦ମିନିଟ୍ ପରେ କେଶକୁ ସଫା କରିଦିଅନ୍ତୁ ।ଏହା କେଶ ଝଡିକୁ ରୋକିଥାଏ ।


*ନଖ ଉଷୁମ ନଡିଆ ତେଲକୁ କେଶମୂଳରେ ଲଗାନ୍ତୁ । ଯାହାଦ୍ବାରା କେଶ ଝଡିବା କମ୍ ହୋଇଥାଏ ।
*କେଶ ପାଇଁ ସବୁଠୁ ଉତ୍ତମ ଖାଦ୍ୟ ହେଉଛି ପିଆଜ ରସ ଏହାକୁ ନିୟମିତ ଭାବରେ ରାତିରେ କେଶମୂଳରେ ଲଗାନ୍ତୁ ଏବଂ ସକାଳବେଳା କେଶୁ ଧୋଇଦିଅନ୍ତୁ । ୧ମାସ ଏପରି କଲେ କେଶର ସମସ୍ତ ସମସ୍ୟା ଦୂର ହେବାସହ ଓ କେଶ ଘନିଭିତ୍ତ ହୋଇଥାଏ ।

Comments are closed.