Odisha Link
Bridging the Missing Links in Odisha
Daily Archives

October 10, 2019

ବିବାଦ ଘେରରେ ବିଗବସ୍

ନୂଆଦିଲ୍ଲୀ :ଲୋକପ୍ରିୟ ରିୟାଲିଟି ଶୋ' ବିଗବସ୍ -୧୩ ରେ ବିବାଦ ଲାଗି ରହିଛି । ଏହି ଶୋ'ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା କିନ୍ତୁ ଏହାକୁ ତୁରନ୍ତ ବନ୍ଦ କରିବାକୁ କୁବାଯାଇଛି । କରଣୀ ସେନା କେନ୍ଦ୍ରସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖି କହିଛନ୍ତି ଏହି ଶୋ' ଭାରତୀୟ…

ସଲମାନଙ୍କ ଘରେ କ୍ରାଇବ୍ରାଞ୍ଚ ଚଢାଉ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ବଙ୍ଗଳାରେ କ୍ରାଇମ୍‌ ବ୍ରାଞ୍ଚ ଚଢ଼ଉ କରିଥିଲା । ତାହା ଚାଞ୍ଚଲ୍ୟକର ସୃଷ୍ଟି କରି ଦେଇଥିଲା । କ୍ରାଇମ୍‌ ବ୍ରାଞ୍ଚ ସେଠାରୁ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସେ ବ୍ୟକ୍ତି ଜଣକ ସଲମାନଙ୍କ ଗୋରାଇସ୍ଥିତ ବଙ୍ଗଳାକୁ ୨୦ ବର୍ଷ ଧରି ଏହି ଦେଖାଶୁଣା କରୁଥିଲା।…

ଏସସିବି ବୁଲିଲେ କେନ୍ଦ୍ରାଞ୍ଚଳ ଆରଡ଼ିସି

କଟକ: କଟକ ବଡ଼ ମେଡିକାଲ ଅଚାନକ ପିରଦର୍ଶନ କଲେ କେନ୍ଦ୍ରାଞ୍ଚଳ ଆରଡ଼ିସି। କାଜୁଆଲିଟି, ସର୍ଜରୀ ଓ ମେଡିସିନ ବିଭାଗ ବୁଲି ଦେଖିଛନ୍ତି ଆରଡିସି। ୩ ବିଭାଗରେ ରୋଗୀ ସେବା ଯାଞ୍ଚ କଲେ ଆରଡିସି ଅନିଲ ସାମଲ।

୪ ଆଇଏଫଏସଙ୍କୁ ପଦୋନ୍ନତି

ଭୁବନେଶ୍ବର: ରାଜ୍ୟର ୪ ଆଇଏଫଏସଙ୍କୁ ଅତିରିକ୍ତ ପିସିସିଏଫ୍‌ ପଦବୀକୁ ପଦୋନ୍ନତି କରାଯାଇଛି। ୧୯୮୯ ବ୍ୟାଚର ସୁଶାନ୍ତ ନନ୍ଦ ଏବଂ ଓମ୍‌ ପ୍ରକାଶ ସିଂହଙ୍କୁ ପଦୋନ୍ନତି ହୋଇଛି। ୧୯୯୦ ବ୍ୟାଚର ସୁରେଶ ପନ୍ଥ ଓ ୯୧ର ଲିଙ୍ଗରାଜ ଓତାଙ୍କୁ ପଦୋନ୍ନତି କରାଯାଇଛି।

ଡ଼ିଜିଟାଲରେ ଗାଡ଼ି କାଗଜପତ୍ର

ଭୁବନେଶ୍ବର: ଏବେ ଡିଜିଟାଲ ପଦ୍ଧତିରେ ବି ଦେଖାଇ ହେବ ଗାଡ଼ି କାଗଜପତ୍ର। ଡିଜି ଲକର ଏବଂ ଏମ୍-ପିରବହନ ଆପରେ ଦେଖାଇହେବ କାଗଜପତ୍ର। ଏନେଇ ସବୁ ଜିଲ୍ଲାର ଏସପି ମାନଙ୍କୁ ଚିଠି କଲେ ପରିବହନ କମିଶନର। ଡିଜିଟାଲ ପଦ୍ଧତିରେ ଗାଡ଼ି କାଗଜପତ୍ର ଦେଖାଇଲେ ଗ୍ରହଣ କରିବାକୁ ନର୍ଦ୍ଦେଶ ଦିଆଯାଇଛି।

‘ବମ୍ବେ ଗର୍ଲ’ରେ ଜାହ୍ନବି…

ମୁମ୍ବାଇ: ନିଜ ଅଭିନୟର ଯାଦୁରେ ଦର୍ଶକ ଙ୍କ ମନ କିଣି ନେଇଥିଲେ ବଲିଉଡ୍‌ କିଡ୍‌ ଷ୍ଟାର ଜାହ୍ନବି କପୁର । ଶଶାଙ୍କ ଖଇତାନଙ୍କ ନିର୍ଦେଶିତ ଧଡକ ସିନେମା ଜରିୟାରେ ଜାହ୍ନବି ବଲିଉଡରେ ପାଦଦେଇଥିଲେ । ଶୁଣିବାକୁ ମିଳିଛିସେ ଏବେ ତାଙ୍କ ପିତା ବୋନି କପୁରଙ୍କ ପ୍ରଯୋଜିତ ସିନେମା 'ବମ୍ବେ ଗର୍ଲ'ରେ କାମ କରିବେ ।…

ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କୁ…

ଭୁବନେଶ୍ୱର : ଶିଶୁର ଅଧିକାର ପାଇଁ ବିଶ୍ୱର ୧୨୦ଟି ଦେଶରେ କାର୍ଯ୍ୟ କରୁଥିବା ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ସାରା ପୃଥିବୀରେ ଏହାର ଶତବାର୍ଷିକୀ ପାଳନ କରୁଥିବା ଅବସରରେ ଦିଲ୍ଲୀର ହାବିଟାଟ୍‌ ସେଣ୍ଟରଠାରେ ଆୟୋଜିତ "The Right Start National Summit" ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦ଟି…

ନନାଙ୍କ ନିଆରା ଆଶୀର୍ବାଦ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡ଼ିଆରେ ଗତ ଦଶହରା ଦିନର ଏ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପଲଟଣ ପଡିଆ ନିକଟରେ ଦଶହରା ଦିନ ଗାଡି ପୂଜାର୍ଚ୍ଚନା କରିବା ପାଇଁ ଲୋକମାନେ…

ଆରଏସ୍‌ଏସ୍‌ କର୍ମୀଙ୍କ ସମେତ ତାଙ୍କ…

କୋଲକାତା: ଆରଏସ୍‌ଏସ୍‌ର ଜଣେ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ୮ ବର୍ଷୀୟ ପୁଅଙ୍କ ମୃତଦେହ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୩୫ ବର୍ଷୀୟ ଏହି ଆରଏସ୍‌ଏସ୍‌ କର୍ମୀଙ୍କ ନାଁ ବନ୍ଧୁ ଗୋପାଲ ପଲ। ସେ ଏକ ପ୍ରାଥମିକ ସ୍କୁଲରେ…

କାଲି ପରଦାକୁ ଆସୁଛି ‘ଦ ସ୍କାଏ ଇଜ…

ଭୁବନେଶ୍ବର: ସୋନାଲ ବୋଷ୍ ଙ୍କ ନିର୍ଦେଶିତ ସିନେମା 'ଦ ସ୍କାଏ ଇଜ ପିଙ୍କ' କାଲି ସିନେ ପରଦାକୁ ଅସୁଛି । ସିନେମାରେ ପ୍ରିୟଙ୍କା ଚୋପ୍ରା ଓ ଫରାହ ଅକତର ଖାଁ ଅଭିନୟ କରୁଥିବାର ନଜର ଆସବେ।ଦର୍ଶକ ପ୍ରିୟଙ୍କା ଙ୍କୁ ବହୁତ ବର୍ଷ ପରେ ବଲିଉଡରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ। ସିନେମାଟିରେ ଭରପୁର ଭଲ…