Odisha Link
Bridging the Missing Links in Odisha

ଷଷ୍ଠ ଶ୍ରେଶୀ ଛାତ୍ରର ଆତ୍ମହତ୍ୟା

ରାଉଲକେଲା: ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଘରେ ଭିତରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ତାଙ୍କ ଶବ ଜବତ କରାଯାଇଛି। ବାପା ଓ ମା ବଜାରକୁ ଯାଇଥିବାବେଳେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉଦିତନଗର ଥାନା ବାସନ୍ତୀକଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ଛାତ୍ର ଜଣକ ଇଂଲିଶ ମିଡିୟମରେ ପଢୁଥିଲେ। ସ୍କୁଲ ଯିବାକୁ ନେଇ ତାଙ୍କ ବାପା ମା ତାକୁ ତାଗିତ କରୁଥିଲେ ସ୍କୁଲ ଯିବାକୁ ନେଇ ଛାତ୍ର ଜଣକ ଉଦାସ ରହୁଥିଲେ।

Comments are closed.