Odisha Link
Bridging the Missing Links in Odisha
Daily Archives

June 15, 2019

ବାଜିଲା ରାଜ୍ୟସଭା ବିଗୁଲ: ୩ ରାଜ୍ୟସଭା…

ଭୁବନେଶ୍ବର: ରାଜ୍ୟର ଖାଲିଥିବା ତିନୋଟି ରାଜ୍ୟସଭା ଆସନ ଲାଗି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରୀ ହୋଇଛି। ଏ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ। ରାଜ୍ୟରୁ କିଏ ରାଜ୍ୟସଭାକୁ ଯିବେ ସେଥିଲାଗି ଲବି ଆରମ୍ଭ ହୋଇଯାଇଛି। ରାଜ୍ୟସଭା ସଦସ୍ୟ ପଦରୁ ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପ ଦେବ…

FIH ପୁରୁଷ ହକି: ଦକ୍ଷିଣ ଆଫ୍ରିକାକୁ…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା FIH ପୁରୁଷ ହକି ସିରିଜରେ ଭାରତ ଚମ୍ପିଆନ ହୋଇଛି। ଫାଇନାଲ ମୁକାବିଲାରେ ଭାରତ ଟିମ ଜବରଦସ୍ତ ପ୍ରଦର୍ଶନ ଦେଖାଇ ଦକ୍ଷିଣ-ଆଫ୍ରିକାକୁ ୫-୧ ଗୋଲରେ ହରାଇଛି।ଭାରତ ପକ୍ଷରୁ ହରମନପ୍ରିତ ସିଂ ଓ ବରୁଣ କୁମାର ଦୁଇଟି ଲେଖାଏଁ ଓ ବିବେକ ପ୍ରସାଦ ଗୋଟିଏ ଗୋଲ…

କ୍ଷତାକ୍ତ ଅବସ୍ତାରେ ଜଙ୍ଗଲରୁ ଉଦ୍ଧାର…

ମୟୁରଭଞ୍ଜ : ରଖେ ହରି ତ ମାରେ କିଏ ? ଜନ୍ମ ହେଉ ହେଉ ମାରିଦେବାକୁ ସମସ୍ତ ଉଦ୍ୟମ କରିଥିଲେ ଜନ୍ମଦାତା । ଖାସ୍‌ ସେଇଥିପାଇଁ ବୋଧ ହୁଏ ନିର୍ଜନ, ନିଛାଟିଆ ଜଙ୍ଗଲ ଭିତରୁ ପିମ୍ପୁଡ଼ି ଲାଗିଯାଇଥିବା ସଦ୍ୟଜାତ ଶିଶୁପୁତ୍ରଟି ଗ୍ରାମବାସୀଙ୍କ ନଜରକୁ ଆସିଥିଲା । କ୍ଷତାକ୍ତ ଅବସ୍ତାରେ ଜଙ୍ଗଲରୁ ଉଦ୍ଧାର ହେଲା…

ବିଜ୍ଞାପନ ଲଢ଼େଇ : ମହାମୁକାବିଲା ପୂର୍ବରୁ…

ନୂଆଦିଲ୍ଲୀ : ଆସନ୍ତାକାଲି ମଞ୍ଚେଷ୍ଟର ଓଲ୍ଡ ଟେଫର୍ଡ ଷ୍ଟାଡିୟମରେ ଭାରତ ପାକିସ୍ତାନ ମଧ୍ୟରେ ଆଇସିସି ୱାର୍ଲଡକପ ମ୍ୟାଚ ଖେଳାଯିବ । ମ୍ୟାଚର ଦିନକ ପୂର୍ବରୁ ସୋସିଆଲ ମିଡ଼ିଆରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଉଭୟ ଦଳର ପ୍ରତିନିଧି ପରସ୍ପରକୁ ପରିହାସ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।…

୨ ରୁ ୩ଦିନ ମଧ୍ୟରେ ଓଡ଼ିଶାରେ ମୌସୁମୀ…

ଭୁବନେଶ୍ୱର : ପ୍ରବଳ ଖରା ସାଙ୍ଗକୁ ଗୁଳୁମୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଓଡ଼ିଶା ବାସୀ। କିନ୍ତୁ ରଜରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ମିଳିଛି। କାରଣ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ। ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ। ମୌସୁମୀ ଆସିବା ପରେ…

ବିହାରର ୨୧୦୦ ଚାଷୀଙ୍କ ଋଣ ପରିଶୋଧ କଲେ…

ମୁମ୍ବାଇ : ବଲିଉଡ ସହିଂସା ଭାବେ ପରିଚିତ ଅମିତାଭ ବଚ୍ଚନ ପୁଣିଥରେ ଚାଷୀଙ୍କୁ ସାହାଯ୍ୟ କରି ନିଜ ମହାନ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । ଅମିତାଭ ଏଥର ବିହାରର ୨୧୦୦ ଚାଷୀଙ୍କ ଋଣ ପରିଶୋଧ କରିଛନ୍ତି । ଏକ ବ୍ଲଗ ଲେଖି ସେ ଏ ସମ୍ପର୍କରେ ସୂଚନ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସେ ନିଜ ପ୍ରତିଶୃତି…

ଶ୍ରଦ୍ଧାଞ୍ଜଳି ପାଇଲେ ସାହିତ୍ୟ ଅକାଦେମି…

ନୂଆଦିଲ୍ଲୀ : ପୁସ୍ତକ 'ଶ୍ରୀମୟୀ ମା'ର ଅନୁବାଦ ପାଇଁ ଓଡ଼ିଆ ଅନୂବାଦିକା ଶ୍ରଦ୍ଧାଞ୍ଜଳି କାନୁନଗୋଙ୍କୁ ୨୦୧୮ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପ୍ରଦର୍ଶନ କରିଛି। ସନ୍ଧ୍ୟାରେ ତ୍ରିପୁରାର ରାଜଧାନୀ ଅଗରତାଲାର ସୁକାନ୍ତ ଏକାଡେମୀ ସଭାକକ୍ଷରେ ସାହିତ୍ୟ ଅକାଦେମୀର ୨୦୧୮ ବର୍ଷର…

ବର୍ଷାଜଳ ସଂରକ୍ଷଣ କରିବାକୁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ଆଉ ଅଳ୍ପଦିନ ପରେ ବର୍ଷା ଦିନ ଆସିବ। ଗ୍ରାମାଞ୍ଚଳରେ ଜଳ ସଂକଟକୁ ଆଖି ଆଗରେ ରଖି ଠିକ୍‌ ବର୍ଷାଦିନ ଆଗରୁ ଗାଁ ମୁଖିଆମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଚିଠିରେ ଲେଖିଛନ୍ତି ଯେ, ମୌସୁମୀ ଆସିବା ପୂର୍ବରୁ ବୃହତ୍ ପରିମାଣର ବର୍ଷାଜଳ ସଂରକ୍ଷଣ କରିବା ପାଇଁ…

ବନ୍ଧୁକ କାରଖାନା ଉପରେ ଚଢାଉ, ବନ୍ଧୁକ…

ଜି.ଉଦୟଗିରି : କନ୍ଧମାଳ ଜଲ୍ଲିା ଦାରଙ୍ଗିବାଡି ଥାନା ଅନ୍ତର୍ଗତ ଦଣ୍ଡିମହା ଗ୍ରାମ ନକିଟ ରୁଞ୍ଜିଟି ଜଙ୍ଗଲ ନକିଟରର ବନ୍ଧୁକ କାରଖାନା ଉପରେ ଚଢାଉ କରଛି ଦାରଙ୍ଗବାଡି ପାଲିସ। ଚଢାଉ ସମୟରେ ୩ଟି ବନ୍ଧୁକ ସହ ବହୁ ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଛି । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି…

ବର୍ଷା କାରଣରୁ ଏମିତି ପ୍ରସ୍ତାବ ରଖିଲେ…

ମୁମ୍ୱାଇ : ସୁପର ଷ୍ଟାର ଅମିତାଭ ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି ଓ ସେ ବିଭିନ୍ନ ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି। ସେ ମଜାଳିଆ ଢଙ୍ଗରେ ନିଜ କଥାକୁ ଉପସ୍ଥାପନା କରୁଥିବାରୁ ତାଙ୍କ ଫ୍ୟାନ୍‌ମାନେ ବି ଏହାକୁ ଖୁବ ଲାଇକ୍‌ କରନ୍ତି। ଗତ ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ…