Odisha Link
Bridging the Missing Links in Odisha

ବନ୍ଧୁକ କାରଖାନା ଉପରେ ଚଢାଉ, ବନ୍ଧୁକ ତିଆରି ସାମଗ୍ରୀ ସହ ଜଣେ ଗିରଫ

ଜି.ଉଦୟଗିରି : କନ୍ଧମାଳ ଜଲ୍ଲିା ଦାରଙ୍ଗିବାଡି ଥାନା ଅନ୍ତର୍ଗତ ଦଣ୍ଡିମହା ଗ୍ରାମ ନକିଟ ରୁଞ୍ଜିଟି ଜଙ୍ଗଲ ନକିଟରର ବନ୍ଧୁକ କାରଖାନା ଉପରେ ଚଢାଉ କରଛି ଦାରଙ୍ଗବାଡି ପାଲିସ। ଚଢାଉ ସମୟରେ ୩ଟି ବନ୍ଧୁକ ସହ ବହୁ ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଛି । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ଟୁନା ପ୍ରଧାନ।
ଗତ କିଛି ଦିନ ହେଲା ବନ୍ଧୁକ ତିଆରି କାମରେ ସକ୍ରିୟ ଥିବା ପାଲିସ ଅନୁମାନ କରିଆସୁଥିଲା । ଏହି କାରଖାନା ସଂପର୍କରେ ଦାରଙ୍ଗିବାଡି ପାଲିସ କୌଣସି ସୂତ୍ରରୁ ଖବର ପାଇ ବନ୍ଧୁକ ତିଆରି କାରଖାନା ଉପରେ ଚଢାଉ କରଥିଲା । ଚଢାଉ ସମୟରେ ଦୁଇ ଜଣ ଫେରାର ହୋଇଯାଇଥିବା ଜଣାପଡିଛି । ଏନଇ ଅଧିକ ତଦନ୍ତ ଜାରି ରଖିଛି ପାଲିସ ।

Comments are closed.