Odisha Link
Bridging the Missing Links in Odisha
Daily Archives

June 15, 2019

ସାକାର ହେଲା ୭୫ ଵର୍ଷ ତଳର ପ୍ରେମ,…

ପ୍ୟାରିସ୍‌: କଥାରେ ଅଛି ଭଲ ପାଇବା ହେଉଛି ଭଗବାନଙ୍କ ଦାନ। ସେଥିପାଇଁ ବୋଧେ ଭଲ ପାଇବା ନାଁ ଶୁଣିଲେ ସମସ୍ତଙ୍କର କିଛି କିଛି ହୁଏ। କାରଣ ଭଲ ପାଇବା ହେଉଛି ପ୍ରକୃତିର ଦାନ। ଏହି ଭଲ ପାଇବାକୁ ନେଇ ତିଆରି ହୋଇଛି ପ୍ରକୃତି । ତେବେ ଏଭଳି ଏକ ଭଲ ପାଇବା ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦୀର୍ଘ…

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର…

କଟକ : ମହିଳା ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରି ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ରାଜ୍ୟ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି। କଟକ ନଗର ବିଜେପି ପକ୍ଷରୁ ଗୌରୀଶଙ୍କର ପାର୍କ ପାଖରେ ପ୍ଲାକାର୍ଡ ଧରି ସାଂସଦ…

ଲାଲ କରିଡରରେ ପୁଣି ଲାଗିଲା ମାଓ ବ୍ୟାନର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଲାଲ କରିଡର ଭାବେ ପରିଚିତ ହରିଶଙ୍କର ଠାରେ ଶୁକ୍ରବାର ପୁଣି ମାଓବାଦୀଙ୍କ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ହରିଶଙ୍କର ମନ୍ଦିର ପରିସରସ୍ଥ ଭୋଗ ବିକ୍ରୟ କେନ୍ଦ୍ର ଓ ଡିଅର ପାର୍କ ନିକଟରେ ବ୍ୟାନର ଲଗାଇଲେ ମାଓବାଦୀ । ଏହାକୁ…

ଜୁନ୍‌ ୩୦ରୁ ‘ମନ୍‌ କି…

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ମୋଦି ସରକାର। ମୋଦିଙ୍କ ପ୍ରଥମ ଇନିଂସରେ ସଫଳତାର ସହ 'ମନ୍‌ କି ବାତ୍‌' କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ମୋଦିଙ୍କ ଦ୍ବିତୀୟ ଇନିଂସରେ ପୁଣିଥରେ ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ଆରମ୍ଭ ହେବାକୁ ଯାଉଛି। ମିଳିଥିବା…

ଶ୍ରୀମନ୍ଦିରରେ ଆଜି ପ୍ରବେଶ କରିବେ ଦଇତା

ପୁରୀ : ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ହେଉଛନ୍ତି ଦଇତାପତି ସେବକ। ଘୋଷ ଯାତ୍ରାର ପରମ୍ପରା ମୁତାବକ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏମାନଙ୍କ ଦ୍ବାରା ସମସ୍ତ ଗୁରୁତ୍ବପୂର୍ଣ୍ଣ ନୀତି ସଂପନ୍ନ ହେବ। ମହାପ୍ରଭୁଙ୍କ ଗୁପ୍ତ ସେବା କରିବା ପାଇଁ ଆସନ୍ତାକାଲି…

ଇଂଜିନିୟରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଶ୍ରୀବିହାର ସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଘର କଟକର ନିଆଳି ଅଞ୍ଚଳରେ। ସେ ଇଞ୍ଜିନିୟରିଂ ପାସ୍ ଆଉଟ୍ ଛାତ୍ର ବୋଲି ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ୍ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

୩ ଦଶନ୍ଧି ପରେ ସଂସଦ ବାହାରେ ରହିବେ…

ନୂଆଦିଲ୍ଲୀ:ପ୍ରାୟ ୩ ଦଶନ୍ଧି ପରେ ସଂସଦ ବାହାରେ ରହିବେ ମନୋମହନ ସିଂହ। ଦେଶର ଏହି ଅନୁଭବୀ ନେତା ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ସଂସଦରେ ଆଉ ଦେଖାଯିବେ ନାହିଁ। କାହିଁକିନା ଗତକାଲି ଶେଷ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ। ୧୭ତମ ଲୋକସଭା ଆରମ୍ଭ ହେବାର ତିନି ଦିନ…

୫୦ ପେଟିରୁ ଊର୍ଦ୍ଧ୍ୱ ମଦ ଜବତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଗୋଠଦା ମଠ ନିକଟରୁ ୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୁଲିସ୍। ଏକ ବୋଲେରୋରେ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ଏଗୁଡ଼ିକୁ ଜବତ କରିଥିଲା। ବୋଲେରୋରେ ମଦ ଚୋରା ଚାଲାଣ ହେଉଥିବା ନେଇ ନାଉଗାଁ ଥାନା ପୁଲିସ କୌଣସି…

ଶହୀଦ କମାଣ୍ଡୋ ଭଉଣୀର ବାହାଘରରେ…

ବିହାର: ଏ ଦୁନିଆରେ ଭାଇ ଭଉଣୀର ସମ୍ପର୍କଠୁ ବଳି ଆଉ କିଛି ନାହିଁ। ଭାଇ ଭଉଣୀର ସମ୍ପର୍କ ସବୁଠୁ ଉର୍ଦ୍ଧରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଇର ଶୁଭ ମନାସୀ ଭଉଣୀଟିଏ ଅନେକ ଓଷା ଉପବାସ କରିଥାଏ। ଭାଇ ହାତରେ ରାଖିବାନ୍ଧିବା ପାଇଁ ମଧ୍ୟ ଭଉଣୀଟିଏ ଉତ୍ସାହର ସହ ଅପେକ୍ଷା କରି ରହିଥାଏ। ସେଥିପାଇଁ ତ…

କଟକ

ଦେବଦାସ ଛୋଟରାୟଙ୍କ କବିତା ମୁଁ ଯେତେବେଳେ ଆଉ ଥରେ ଜନ୍ମ ହେବି କଟକରେ ଧର ଆଉ ଶହେ ବର୍ଷ ପରେ ଯେତେବେଳେ ମତେ ପୁଣି ଅଠର ବର୍ଷ ହେବ ସେତେବେଳେ ପ୍ରେମ କି ପାନଦୋକାନ ବୋଧହୁଏ ନ ଥିବ ଆଉ ଏ ପୃଥିବୀରେ କଟକ ବି ନ ଥିବ ହୁଏତ ଥିବ ଖାଲି ତିନିହଜ଼ାର ଖଣ୍ଡେ ଜାଇକା ବିବର ତା' ଭିତରେ ଥିବ ବିପଣି,…