Odisha Link
Bridging the Missing Links in Odisha
Daily Archives

June 25, 2019

କ୍ରିକେଟରେ ଆଉ ଜଣେ ଧୋନୀ….

ଲଣ୍ଡନ: କ୍ରିକେଟ ମହାକୁମ୍ଭ ୨୦୧୯ର ଆଜି ୩୨ ତମ ମ୍ୟାଚ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବ। କିନ୍ତୁ ମ୍ୟାଚ ଆରମ୍ଭରୁ ଚର୍ଚ୍ଚାରେ ଇଂଲଣ୍ଡ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଜୋସ୍‌ ବଟଲର। ତାଙ୍କୁ ବିଶ୍ବ କ୍ରିକେଟର ନୂଆ ମହେନ୍ଦ୍ର ସିଂ ଧୋନୀ ବୋଲି ଆଖ୍ୟା ଦେଇଛନ୍ତି ଅଷ୍ଟ୍ରେଳିଆ କୋଚ୍‌ ଜଷ୍ଟିନ…

ଷୋଡ଼ଶ ବିଧାନସଭା: ରାଜ୍ୟ ସରକାରଙ୍କୁ…

ଭୁବନେଶ୍ବର: ଆଜିଠୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଯାଇଛି। ଏହି ବଜେଟ୍ ଅଧିବେଶନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ଏବଂ ଦ୍ବିତୀୟ ପ୍ରର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ…

ଭାରସାମ୍ୟ ହରାଇଲା ବସ୍‌; ୬ ମୃତ, ୩୯ ଆହତ

ରାଞ୍ଚି : ଝାରଖଣ୍ଡର ଗଢ଼ୱାରେ ଆଜି ସକାଳେ ଏକ ବଡ଼ ସଡକ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ୍‌ଟି ଗଭୀର ଘାଇକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଓ…

ବିଶ୍ବ କପ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା…

ରାଉରକେଲା : ରାଉରକେଲା ସହରରେ ବିଶ୍ଵକପ କ୍ରିକେଟ ମ୍ୟାଚକୁ ନେଇ ବେଟିଂ ଚାଲିଛି । ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି । ଗତ କାଲି ସହରର ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ବେଟିଂ ଚାଲିଥିବାବେଳେ ପୁଲିସ ସେଠାରେ ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଛି। ଘଟଣାସ୍ଥଳରୁ ପୁଲିସ ୩୧ ଲକ୍ଷ ଟଙ୍କା ଏବଂ ୧୫ଟି ମୋବାଇଲ…

ଆଜିଠାରୁ ବସୁଛି ବିଧାନସଭା ଅଧିବେଶନ

ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଯାଉଥିବା ଚଳିତ ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟ ଦିବସ। ଆସନ୍ତା ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ…

ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ…

ଭୁବନେଶ୍ବର : ଆଜି ବସୁଛି ରାଜ୍ୟ ବିଧାନସଭା ଅଧିବେଶନ ଏଥିପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୯୦ ଜଣ ଅଫିସର, ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା, ୨୮ ପ୍ଲାଟୁନ୍ ଫେ।ର୍ସ, ଟାକ୍ଟିକାଲ ଫେ।ର୍ସ, ରୁଫଟପ୍ ଫେ।ର୍ସ ଆଦି ବନ୍ଦେ।ବସ୍ତ କରାଯାଇଛି । ତିନେ।ଟି କଣ୍ଟ୍ରୋଲ ରୁମ୍…