Odisha Link
Bridging the Missing Links in Odisha
Daily Archives

June 25, 2019

ନାବାଳିକାଙ୍କୁ ଗଣଦୁଷ୍କର୍ମ : ଅଚେତ…

କେନ୍ଦୁଝର : ଯୋଡ଼ାରେ ଅଞ୍ଚଳରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ନାବାଳିକାଙ୍କୁ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାର ପୋଲିସ ତଦନ୍ତ କରି ୫ଜଣଙ୍କୁ ଅଟକ ରଖିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଯୋଡ଼ାର ଜଣେ ନାବାଳିକା ଗତ…

ଲୋକସଭାରେ ଶପଥ ନେଲେ ନୁସରତ ଜାହାନ ଓ…

ନୂଆଦିଲ୍ଲୀ: ଆଜି ଲୋକସଭାରେ ଟିଏମ୍‌ସି ନେତା ତଥା ବେଙ୍ଗଲ ଅଭିନେତ୍ରୀ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ ସାଂସଦ ଭାବେ ଶପଥ ନେଇଛନ୍ତି। ଲୋକସଭାରେ ୧୭ରୁ ୧୯ ତାରିଖ ଯାଏ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ହେଲେ ଟିଏମସି ଟିକେଟରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଓ ମିମି…

ମହିଳାଙ୍କ ସ୍ବାସ୍ଥ୍ୟ ବୀମା ରାଶି ୧୦…

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ମହିଳାମାନଙ୍କ ବୀମା ରାଶି ବୃଦ୍ଧି କରାଯାଇଛି । ପୂର୍ବରୁ ମହିଳାମାନଙ୍କ ସ୍ବାସ୍ଥ୍ୟ ବୀମା ରାଶି ୭ ଲକ୍ଷ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୧୦ ଲକ୍ଷ ଟଙ୍କା କରାଯାଇଛି। ଆଜି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର…

ପିଏନ୍‌ବି ଦୁର୍ନୀତିର ମାଷ୍ଟରମାଇଣ୍ଡ…

ନୂଆଦିଲ୍ଲୀ: ଦିନକୁ ଦିନ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ମେହୁଲ ଚୋକସିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭାରତରୁ ଫେରାର ହେବା ପରେ ଚୋକସିଙ୍କ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ଏପରି କି ତାଙ୍କୁ ସେଠାରେ ଆଣ୍ଟିଗୁଆ ନାଗରିକତ୍ୱ ମଧ୍ୟ ମିଳିଥିଲା। କିନ୍ତୁ ଏବେ ଖବର ଆସିଛି ଯେ,…

୭ ଜଣିଆ ସ୍ପିକର ପାନେଲ ଲିଷ୍ଟ ଘୋଷଣା କଲେ…

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ଦିବଙ୍ଗତ ପୂର୍ବତନ ସାଂସଦ ଓ ବିଧାୟକ ଓ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରଯାଇଥିଲା । ବିଧାନସଭାରେ ୭ ଜଣିଆ ସ୍ପିକର ପାନେଲ ଲିଷ୍ଟ ଘୋଷଣା କରିଛନ୍ତି…

ଖୋର୍ଦ୍ଧାରୁ ଜବତ ହେଲା ୭୦ଗ୍ରାମ…

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଗୁରୁଜଙ୍ଗ ଦେୱାନ ସାହିରେ ଅବକାରୀ ବିଭାଗର ଚଢାଉ କରିଛି । ୧୭ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମଠସାହିର ଛବୀନ୍ଦ୍ର ପ୍ରଧାନ ।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା…

ଦବଙ୍ଗ ବିଧାୟକଙ୍କ ଠିକଣା ୪ ନମ୍ବର ସେଲ୍

ବଲାଙ୍ଗୀର: ଏବେ ଜେଲ୍‌ରେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର। ଆଜିଠୁ ଷୋଡ଼ଶ ବିଧାନସଭା ଆରମ୍ଭ ହେଉଛି। କିନ୍ତୁ ତାଙ୍କର ଠିକଣା ବିଧାନସଭା ଗୃହ ନୁହେଁ ବରଂ ୪ ନମ୍ବର ସେଲ। ସରୋଜ ବର୍ତ୍ତମାନ ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍‌ରେ ଅଛନ୍ତି। ଗତକାଲି ଜେଲ୍‌ରେ ରାତି କାଟିଛନ୍ତି ବିଧାୟକ। ଆଜି ବିଧାୟକ…

ଭୁବନେଶ୍ୱର-କଟକ ଦ୍ୱୈତ ନଗରୀକୁ ମେଟ୍ରୋ…

ଭୁବନେଶ୍ୱର : ଆଜି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରକାଶ କରିଥିଲେ। ‘ଫୋନି’ର ଭୟାବହତା ଓ କ୍ଷୟକ୍ଷତି ଜଣାଇବା ସହ ଏହାର ସଫଳ ମୁକାବିଲା ନେଇ ରାଜ୍ୟ…

ବିରୋଧୀ ଦଳ ନେତା ଘୋଷଣା ହୋଇନଥିବାରୁ…

ଭୁବନେଶ୍ବର : ବିଧାନସଭା ପ୍ରଥମ ଦିନରେ ରାଜ୍ୟପାଳଙ୍କ ଉଦବୋଧନରୁ ଆରମ୍ଭ ହୋଇଥିଲା । ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ଦିବଙ୍ଗତ ପୂର୍ବତନ ସାଂସଦ ଓ ବିଧାୟକ ଓ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରଯାଇଥିଲା । ଫୋନିର ଭୟାବହତା ଓ କ୍ଷୟକ୍ଷତି ବାବଦରେ ଜଣାଇବା…

ହତ୍ୟାକାଣ୍ଡ ମାମଲାରେ ୪୯ ନମ୍ବର…

ବ୍ରଜରାଜନଗର : ହତ୍ୟାକାଣ୍ଡ ମାମଲାରେ ୪୯ ନମ୍ବର ଜାତୀୟରାଜପଥ ଅବରୋଧ କରାଯାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରି ସ୍ଥାନୀୟଲୋକ ଆଜି ସକାଳ ୬ଟାରୁ ରାସ୍ତାରେ ପୋଡାଜଳା କରିବା ସହ ଅବରୋଧ କରିଛନ୍ତି । ଫଳରେ କୋଇଲା ପରିବହନ ସମେତ ଯାତ୍ରୀବାହୀ ଗାଡି ଚଳା ଚଳ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇ ଯାଇଛି ।…