Odisha Link
Bridging the Missing Links in Odisha
Daily Archives

June 27, 2019

ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂହ

ଭୁବନେଶ୍ୱର : ବିଧାନସଭାର ଉପ ବାଚସ୍ପତି ହେଲେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ । ସର୍ବ ସମ୍ମତି କ୍ରମେ ଉପ-ବାଚସ୍ପତି ଭାବେ ରଜନୀକାନ୍ତ ସିଂହ ନିର୍ବାଚିତ ହୋଇଛନ୍ତି । ରଜନୀକାନ୍ତଙ୍କୁ ନିର୍ବାଚିତ କରିବାକୁ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ସମର୍ଥନ କରିଥିଲେ ସଂସଦୀୟ…

ବିବାଦରେ ଟିମ୍‌ ଇଣ୍ଡିଆର ଅରେଞ୍ଜ ଜର୍ସି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ନୂତନ ଜର୍ସିକୁ ନେଇ ଭାରତୀୟ ରାଜନୀତି ପୁରା ସରଗରମ। କ୍ରିକେଟ ମହାକୁମ୍ଭରେ ଆସନ୍ତା ଜୁନ ୩୦ରେ ଖେଳାଯିବାକୁ ଥିବା ଏକ ମ୍ୟାଚରେ ଭାରତ ଓ ଆୟୋଜକ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଦୁଇ ଦଳର ଜର୍ସି ସମାନ ରଙ୍ଗର ହୋଇଥିବାରୁ ଏହି ମ୍ୟାଚରେ ଭାରତ ଅରେଞ୍ଜ ଜର୍ସି ପିନ୍ଧି…

ଆସନ୍ତା ୩୦ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଓଡ଼ିଶାକୁ ଛୁଇଁ ସାରିଥିବାବେଳେ ଜୁନ୍‌ ମାସ ବି ସରିବାକୁ ବସିଲାଣି। ହେଲେ ଓଡ଼ିଶାରେ ବର୍ଷାର ଦେଖାନାହିଁ। ରାଜ୍ୟରେ ଯେଉଁ ଖରାକୁ ସେଇ ଖରା। ଲୋକେ ଗରମରୁ ତ୍ରାହି ପାଇବେ କ’ଣ ଓଲଟା ସିଝୁଛନ୍ତି। ଆସନ୍ତା ୨ ଦିନ ଭିତରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ନନ୍ଦନକାନନରେ ମହାବଳ ବାଘ ‘ସମ୍ରାଟ’…

ଭୁବନେଶ୍ବର : ନନ୍ଦନକାନନରେ ଥିବା ଧଳା ମହାବଳ ବାଘ ‘ସମ୍ରାଟ’ ଅସୁସ୍ଥ ହୋଇ ପଡିଛି । ୨ ମାସ ହେବ ଛୋଟେଇ ଚାଲୁଛି ‘ସମ୍ରାଟ’ । ଚିକିତ୍ସା ପରେ ମଧ୍ୟ ତାର ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ଆଜି କ୍ବାରେଣ୍ଟାଇନକୁ ଆସିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ ‘କ’ ଖୁଆଡ଼ରେ ରହୁଥିବା ଧଳା ମହାବଳ ବାଘ ‘ସମ୍ରାଟ’…

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି-କଟକ ରାସ୍ତାର ତାରିଣୀ ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦାବିରେ ତାରିଣୀ ଛକ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ…

ନିଜ ଗାଁ ସ୍କୁଲରେ ରାତି କଟାଇଲେ…

ବାଙ୍ଗାଲୋର: ଭାରତରେ ଏମିତି କିଛି ରାଜନେତା ଅଛନ୍ତି ଯେଉଁମାନେ କିଛି ନା କିଛି କାରଣରୁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଗତକାଲି ଇନ୍ଦୋରରେ ବିଜେପି ଏମଏଲଏ ଆକାଶଙ୍କ ଦବଙ୍ଗଗିରିକୁ ନେଇ ସବୁ ଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାର ସ୍ବାମୀ ଚର୍ଚ୍ଚାରେ।…

ଆଉ ଶ୍ରେଣୀଗୃହରେ ଶିକ୍ଷକ ଶିକ୍ଷୟିତ୍ରୀ…

ଭୁବନେଶ୍ବର : ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ସରକାରୀ ସ୍କୁଲର ଫଳାଫଳକୁ ନେଇ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ପ୍ରକାଶ ନ କରିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ତେବେ ଏପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସରକାରୀ ସ୍କୁଲ ପ୍ରତି କଡ଼ା ପଦକ୍ଷେପ ଗ୍ରହଣ…

କ୍ରିକେଟ ବିଶ୍ବକପ୍: ଆଜି…

ମାଞ୍ଚେଷ୍ଟର: କ୍ରିକେଟ ମହାକୁମ୍ଭ ୨୦୧୯ର ୩୪ତମ ମ୍ୟାଚ ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ। ଟିମ୍‌ ଇଣ୍ଡିଆ ବିଶ୍ବକପ୍‌ରେ ତାର ଷଷ୍ଠ ମ୍ୟାଚ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ। ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ନହାରି ଅପରାଜେୟ ଧାରା ବଜାୟ ରଖିଛି। ଏଥିସହିତ ଭାରତ ମଧ୍ୟ…

ଊପବାଚସ୍ପତି ନିର୍ବାଚନ ଆଜି

ଭୁବନେଶ୍ବର: ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ। ଏନେଇ ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ବିଧିବଦ୍ଧ ଘୋଷଣା କରିଛନ୍ତି। ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ଗତକାଲି ମଧ୍ୟାହ୍ନ ୧୨ ଟା ସୁଦ୍ଧା ଉପବାଚସ୍ପତି ନିର୍ବାଚନ ପାଇଁ ଇଚ୍ଛୁକ ସଦସ୍ୟମାନେ ବିଧାନସଭା ସଚିବଙ୍କ…