Odisha Link
Bridging the Missing Links in Odisha
Daily Archives

June 27, 2019

ବିଧାନସଭା : ରାଜ୍ୟରେ ଖାଲିପଡ଼ିଛି ୫୦୩…

ଭୁବନେଶ୍ୱର : ରାଜ୍ୟରେ ମୋଟ ୨୪୫୩ ରାଜସ୍ବ ନିରୀକ୍ଷକ ପଦବୀ ରହିଥିବା ବେଳେ ସେଥିରୁ ୫୦୩ ପଦବୀ ଖାଲି ପଡ଼ିଛି। ଗୁରୁବାର ବିଧାନସଭା ଅଧିବେଶନର ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଆରଆଇ ଏବଂ ଅମିନ ପଦବୀ ଖାଲି ପଡ଼ିଥିବାରୁ ରାଜସ୍ବ ବିଭାଗ…

ପ୍ରଦୀପ୍ତ ନାଏକ: ଏସଟିଡି ବୁଥ୍‌ ମାଲିକରୁ…

ଭବାନୀପାଟଣା: ରାଜ୍ୟ ରାଜନୀତିରେ ଏବେ ପ୍ରଦୀପ୍ତ ନାଏକ ଏକ ଚର୍ଚ୍ଚିତ ନାମ। ଏସଟିଡି ମାଲିକରୁ ରାଜ୍ୟ ବିରୋଧୀ ଦଳ ନେତା ହୋଇ ଏବେ ସବୁଠି ଚର୍ଚ୍ଚାରେ ପ୍ରଦୀପ୍ତ। ପ୍ରଦୀପ୍ତ ଛାତ୍ର ଜୀବନରୁ ବିଭିନ୍ନ ଆନ୍ଦୋଳନ ସହିତ ଜଡିତ ରହି ଜନ ଜୀବନରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଥିଲେ। ନିଜର ବ୍ୟବହାର ଓ ସରଳ…

କ୍ରିକେଟ ବିଶ୍ବକପ୍: ଟସ୍‌ ଜିତି ଟିମ୍‌…

ମାଞ୍ଚେଷ୍ଟର: କ୍ରିକେଟ ମହାକୁମ୍ଭ ୨୦୧୯ର ୩୪ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ବିଶ୍ୱକପରେ ୫ମ ବିଜୟ ସହ ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଲଢ଼େଇ କରି ନ୍ୟୁଜିଲ୍ୟାଣ୍ଡ…

ମନମୋହନଙ୍କୁ ସାକ୍ଷାତ କଲେ ସୀତାରମଣ

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ସଂସଦରେ ବଜେଟ ଉପସ୍ଥାପନ ହେବ। ନୂତନ ଭାବେ ଅର୍ଥମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ବଜେଟ୍‌କୁ ଲୋକାଭିମୁଖୀ କରିବା ପାଇଁ ସୀତାରମଣ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏଥିପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା…

ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ…

ନବରଙ୍ଗପୁର : ନବରଙ୍ଗପୁରର ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମହମ୍ମଦ ବାଜିଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ମହମ୍ମଦ ବାଜି ଭୂଦାନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ୧୯୧୭ ମସିହା ଜାନୁଆରୀ ୨୮…

ନିରବଙ୍କ ୪ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ…

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଜି ଆଉ ଏକ ଝଟ୍‌କା ଲାଗିଛି। ସ୍ୱିଜରଲ୍ୟାଣ୍ଡ ଅଧିକାରୀମାନେ ସେଠାରେ ଥିବା ନିରବ ଓ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାଁରେ ଥିବା ପ୍ରାୟ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରିଦେଇଛନ୍ତି। ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ନିରବଙ୍କ ନାଁରେ ପ୍ରାୟ ୨୮୩.୧୬ କୋଟି ଜମା…

ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ…

ଭୁବନେଶ୍ବର : ଆଜି ପ୍ରଶ୍ନକାଳରେ ବିଭିନ୍ନ ବିଭାଗ ଉପରେ ସରଗରମ ଆଲୋଚନା ହୋଇଥିଲା । ପ୍ରଥମେ ରାଜସ୍ବ ବିଭାଗ ଉପରେ ପ୍ରଶ୍ନୋତ୍ତର କର୍ଯ୍ୟକ୍ରମ ହୋଇଥିଲା । ରାଜ୍ୟରେ ଖାଲି ଥିବା ଆରଆଇ ଓ ଅମୀନ ପଦ ନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି । ସେହିଭଳି ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନରେ ଉତ୍ତର ରଖିଥିଲେ…

ଶହୀଦଙ୍କ ପରିବାରକୁ ସାକ୍ଷାତ କଲେ ଅମିତ…

ନୂଆଦିଲ୍ଲୀ: ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ପ୍ରଥମ ଦିନ ଗସ୍ତରେ ହିଁ ଅମିତ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବସ୍ଥା ଏକଦମ ଠିକ୍ ଭାବରେ ହେବା ଦରକାର ବୋଲି ସେ ଅଧିକାରୀମାନଙ୍କୁ…

ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଶିକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିବା ପାଇଁ ଆକ୍ସନ ମୋଡ଼ରେ ଗଣଶିକ୍ଷାମନ୍ତ୍ରୀ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ତ୍ରୀ ହେବା ପରଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇସାରିଲେଣି ସମୀର ଦାସ । ଶିକ୍ଷା ପଦ୍ଧତିରେ କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି ।…

ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଓସାକା: ଆଜି ସକାଳୁ(ଗୁରୁବାର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ମୋଦି ଜାପାନର ଓସାକା ସହରେ ଆୟୋଜିତ ହେଉଥିବା ବହୁ ପ୍ରତୀକ୍ଷିତ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେବାକୁ ମୋଦି ବୁଧବାର ରାତି ଜାପାନ ଗସ୍ତରେ ଏକ ସ୍ୱତନ୍ତ୍ର ବିମାନରେ…