Odisha Link
Bridging the Missing Links in Odisha
Daily Archives

June 29, 2019

ବିଷ୍ଣୁ ହେଲେ ବିରୋଧୀ ଦଳ ଉପନେତା, ମୋହନ…

ଭୁବନେଶ୍ବର: ବିରୋଧୀ ଦଳର ଉପନେତା ହେଲେ ଧାମନଗର ବିଧାୟକ ବିଷ୍ଣୁ ସେଠୀ। ଏଥି ସହିତ ମୁଖ୍ୟ ସଚେତକ ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଏହା ସହ ଗୋଲକ କହିଛନ୍ତି ଯେ, ଓଡିଶାବାସୀ ୨୩ ଟି ବିଧାୟକ ଦେଇ…

ଖୁବଶୀଘ୍ର କେନ୍ଦ୍ରାପଡ଼ା ମାଟିରେ ଗଡିବ…

ଭୁବନେଶ୍ବର : କେନ୍ଦ୍ରାପଡ଼ାକୁ ଗଡିଲା ଟ୍ରେନ ଇଞ୍ଜିନ । ଆଉ ଏହାସହ ଖୁବଶୀଘ୍ର କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ହରିଦାସପୁର-ପାରାଦ୍ୱୀପରେ ରୁଟରେ ଗଡିଛି ରେଳ ଇଞ୍ଜିନ । ବେଣିପୁରରୁ ମଧ୍ୟରେ ପରୀକ୍ଷାମୂଳକ ଭାବେ ଟ୍ରେନ ଇଞ୍ଜିନ ଗଡିଛି । ବୈଷୟିକ ଟିମର…

ଓଡ଼ିଶା ଫେରିବେ ଜଗା-କାଳିଆ

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରୁ ଶୀଘ୍ର ଓଡ଼ିଶା ଫେରି ଆସିବେ ଜଗା-କାଳିଆ । ଏନେଇ ସୂଚନା ଦେଇଛନ୍ତି ଏନଏଚଏମ ଏମଡି ଶାଳିନୀ ପଣ୍ଡିତ । ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଜଗା-କାଳିଆ ଓଡ଼ିଶା ଫେରିବା ସମ୍ପର୍କରେ ଏମ୍ସ ପକ୍ଷରୁ ବିଧିବଦ୍ଧଭାବେ…

ସ୍ତ୍ରୀକୁ ହତ୍ୟା କାଲା ସ୍ୱାମୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବେଲଟୁକୁରି ଗାଁରେ ଏକ ହତ୍ୟାକାଣ୍ଡ ଘଟ ଯାଇଛି । ଶିଳପୁଆ ଓ କାଠ ଫାଳିଆରେ ପିଟି ପିଟି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛି। ମୃତକଙ୍କ ନାଁ ଯୋଶଦା ସାହୁ। ତାଙ୍କ ସ୍ୱାମୀ ନାଁ ରାଜୁ ସାହୁ। ମଳିଥିବା ସୂଚନା ଅନୁଯାଇ, ଅନେକ ସମୟରେ ରାଜୁ ଓ ଯୋଶଦାଙ୍କ ମଧ୍ୟରେ ଝଗଡ଼ା…

ରାହୁଲଙ୍କ ପାଇଁ ଅନଶନ

ଉତ୍ତରପ୍ରଦେଶ: ରାହୁଲ ଗାନ୍ଧିଙ୍କ ପାଇଁ ଅନସନରେ ବସିଲେ କଂଗ୍ରେସ କର୍ମୀ। ଉତ୍ତରପ୍ରଦେଶର କାନପୁର ଠାରେ କଂଗ୍ରେସ କର୍ମୀ ଆଜିଠୁ ଅନଶନ କରୁଛନ୍ତି। ଆଜି ଦିନ ୧୧ଟାରୁ ଏହି ଅନଶନ ଆରମ୍ଭ ହୋଇଥିବା ସୂଚନା ରହିଛି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ନେଇ ଯେଉଁ ଜିଦି ଧରିଛନ୍ତି ତୁରନ୍ତ ଏହି…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ବସ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଏକ ବାଇକ୍‌କୁ ଯାତ୍ରୀବାହି ବସ୍‌ ପଛପଟୁ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି।ମୃତକଙ୍କ ନାଁ ଗତିକୃଷ୍ଣ ଖୁଣ୍ଟିଆ। ତାଙ୍କ ଘର ମଠକରଗୋଳା ଅଞ୍ଚଳରେ ବୋଲି ଜଣାପଡ଼ିଛି।…

୭ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ…

ପାରାଦୀପ : କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣେଶ୍ବରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶିକ୍ଷକ ନିଜ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣେଶ୍ବରା ଗ୍ରାମରେ ଥିବା…

ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଭାଇରାଲ

ନୂଆଦିଲ୍ଲୀ: ୨୦୧୯ କ୍ରିକେଟ ବିଶ୍ବକପରେ ଟିମ୍‌ ଇଣ୍ଡିଆର ବିଜୟ ଅଭିଯାନ ଜାରି ରହିଛି। ଟିମ୍‌ ଇଣ୍ଡିଆ ବିଶ୍ବକପରେ ଖେଳିଥିବା ୬ଟି ମ୍ୟାଚରୁ ୫ଟିରୁ ବିଜୟ ହାସଲ କରିଥିବା ବେଳେ ଗୋଟାଏ ମ୍ୟାଚ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଥିଲା। କହିବାକୁ ଗଲେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ସେମିଫାଇନାଲର ପୁରା…

ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଠାଗଲା…

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ସାର୍ଟିଫିକେଟ୍ ଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯାଇଛି । ଏହା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତାକାଲିଠାରୁ ଜୁଲାଇ ୧ ତାରିଖ ମଧ୍ୟରେ ବିତରଣ କରାଯିବ । ମାଟ୍ରିକର ଅରିଜିନାଲ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ,…

ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପର ସିଧାସଳଖ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି । ଧୀରେ ଧୀରେ ଏହା ଅବପାତର ରୂପନେଇ ପଶ୍ଚିମ ଦିଗ ଆଡ଼କୁ ଗତି କରିବ। ସେହିପରି ବାୟୁମଣ୍ଡଳର ଉପରି ଭାଗରେ ମଧ୍ୟ ଏକ ମନ୍‌ସୁନ୍ ଟ୍ରାପ ଲାଇନ୍ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର…