Odisha Link
Bridging the Missing Links in Odisha
Daily Archives

July 4, 2019

ରାଜ୍ୟସଭାରେ ଶପଥ ନେଲେ ତିନି ଓଡ଼ିଆ

ନୂଆଦିଲ୍ଲୀ: ଓଡ଼ିଶାରୁ ନବ  ନିର୍ବାଚିତ ହୋଇଥିବା ୩ ରାଜ୍ୟସଭା ସାଂସଦ ଆଜି ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି। ବିଜେଡ଼ିର ଦୁଇ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏବଂ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି।

ଫୁଲରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପ୍ରଥମ ଥର ପାଇଁ ଫୁଲରେ ଶ୍ରମନ୍ଦିର ସଜେଇ ହେଇଛି। ପବିତ୍ର ରଥଯାତ୍ରା ଅବସରରେ ଦିଲ୍ଲୀର ଶ୍ରଦ୍ଧାଳୁ କେ କେ ଶର୍ମା ଶ୍ରୀମନ୍ଦିର ଉପରେ ଲାଗି ହେବାକୁ ୨୦ ଟ୍ରକ୍ ଫୁଲ ଦାନ କରିଛନ୍ତି। ୨୫୦ ଜଣ ପୁଷ୍ପ କାରିଗର ଗତକାଲି ଦିବସବ୍ୟାପୀ ମନ୍ଦିର ସମ୍ମୁଖ ଭାଗକୁ ସଜାଇଛନ୍ତି। ଏଇମିଲ…

ରଥଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ପବିତ୍ର ଘୋଷଯାତ୍ରା ଅବସରରେ ଓଡ଼ିଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ ଯୋଗେ ନବୀନ କହିଛନ୍ତି ଯେ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ସାରା ବିଶ୍ଵର ସମସ୍ତ ଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ…

ଘୋଷଯାତ୍ରା ଅବସରରେ ଦେଶବାସୀଙ୍କୁ…

ନୂଆଦିଲ୍ଲୀ: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ ଯୋଗେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। https://twitter.com/rashtrapatibhvn/status/1146602258764718080 ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଉତ୍ତମ…

କ୍ରିକେଟ ବିଶ୍ବକପ୍: ପାକିସ୍ତାନ କେବଳ…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍‌ ୨୦୧୯ରେ କେଉଁ କେଉଁ ଦଳ ସେମିଫାଇନାଲ ଖେଳିବେ ତାହା ସ୍ପଷ୍ଟ ହୋଇସାରିଲାଣି। ପ୍ରଥମେ ଅ‌ଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ଭାରତ ମଧ୍ୟ ସେମିଫାଇନାଲରେ ରୁମାଲ ପକାଇ ତା ସ୍ଥାନ ମଧ୍ୟ ସ୍ଥିର କରି ସାରିଛି। ନ୍ୟୁଜିଲାଣ୍ଡ ଦଳକୁ ୧୧୯ ରନରେ ପରାସ୍ତ…

ରଥଯାତ୍ରାରେ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ପବିତ୍ର ଘୋଷଯାତ୍ରା ଅବସରରେ ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୩୦ କୋଟି ଭାରତୀୟ ତଥା ସାଢ଼େ ୪ କୋଟି ଓଡ଼ିଆଙ୍କ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ରହିଛି ଓ ଆଗକୁ ମଧ୍ୟ ରହିବ ବୋଲି କହିଛନ୍ତି…

ଆଜି ପବିତ୍ର ଘୋଷଯାତ୍ରା

ପୁରୀ: ଆଜି ସାରା ବିଶ୍ବ ଭକ୍ତ ଓ ଭଗବାନଙ୍କ ମିଳନ ଦେଖିବ। ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ। କାରଣ ଆଜି ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ତାଙ୍କ ମାଉସୀ ଘରକୁ ଯିବେ। ଏଥିପାଇଁ ସିଂହଦ୍ୱାର…