Odisha Link
Bridging the Missing Links in Odisha

ରାଜ୍ୟସଭାରେ ଶପଥ ନେଲେ ତିନି ଓଡ଼ିଆ

ନୂଆଦିଲ୍ଲୀ: ଓଡ଼ିଶାରୁ ନବ  ନିର୍ବାଚିତ ହୋଇଥିବା ୩ ରାଜ୍ୟସଭା ସାଂସଦ ଆଜି ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି। ବିଜେଡ଼ିର ଦୁଇ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏବଂ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି।

Comments are closed.