Odisha Link
Bridging the Missing Links in Odisha
Daily Archives

July 12, 2019

ଜ୍ୱାଇଁଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକେ

ଯାଜପୁର : ଯାଜପୁର ଜିଲ୍ଲା ବରୀ ଥାନା ଅନ୍ୟାସପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଶ୍ବଶର ଘର ଲୋକେ ମାରିଥିବା ଅଭିଯୋଗ ହୋଇଛି।। ମୃତକଙ୍କ ନାଁ ସନ୍ଥ ସେଠୀ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁରେ। ମିଳିଥିବା ସୂଚନା ଅନୁସାରେ, ବର୍ଷେ ତଳେ ସେ ଅନ୍ୟାସପୁର ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ…

ଶରଧାବାଲିରେ ଗଡ଼ିଲା ରଥ

ପୁରୀ : ନବଦିନ ଯାତ୍ରା ଶେଷକରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ଶ୍ରୀଜିଉ। ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇ ଯାଇଛି ରଥଟଣା। ଶରଧାବାଲିରେ ଘୋର ଘର୍ଘର ନାଦ କରି ଗଡ଼ି ଚାଲିଛି ତାଳଧ୍ୱଜ ରଥ।ଶରଧାବାଲି ଦିଶୁଛି ଭକ୍ତ ମୟ। ଘଣ୍ଟ, ଘଣ୍ଟା, ହୁଳହୁଳି ଶବ୍ଦରେ ଫାଟିପଡୁଛି ଦାଣ୍ଡ।…

ବିଶ୍ବକପକୁ ନେଇ କାହା ଭବିଷ୍ୟବାଣୀ ସତ…

ଭୁବନେଶ୍ବର: ୨୦୧୯ ବିଶ୍ବକପ୍‌ ଟ୍ରଫି କିଏ ହାତେଇବ ସେ ନେଇ ପୁରାତନ ଖେଳାଳି ଏବଂ କ୍ରିକେଟ ବିଶେଷଜ୍ଞ ମାନେ ଭବିଷ୍ୟବାଣୀ କରିଥିଲେ। ସମସ୍ତଙ୍କୁ ପଛରେ ପକାଇ ଜଣେ ପୁରାତନ ଖେଳାଳୀଙ୍କ ଭବିଷ୍ୟବାଣୀୀ ସତ ହୋଇଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌ଙ୍କ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ସେ…

ଆପୋଲ ହସପିଟାଲରେ ଭର୍ତ୍ତି ହେଲେ ବିଷ୍ଣୁ…

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ ଅଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଧାୟକ ଶ୍ରୀ ଦାସ ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଛି। ଗତ ୪ ଦିନ ହେଲାଣି ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି। ତାଙ୍କ ଫୁସ୍‌ଫୁସ୍…

ଛାତ୍ରୀ ଗର୍ଭବତୀ ନେଇ କ’ଣ କହିଲେ…

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଆବାସିକ ସ୍କୁଲରେ ଛାତ୍ରୀ ଗର୍ଭବତୀ ହେବା ପ୍ରସଙ୍ଗରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ନିଜ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଆସିଥିବା ୪ଟି ଗର୍ଭବତୀ ଅଭିଯୋଗରୁ…

ଫୁଲରେ ଝଲସିଲା ତିନି ରଥ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଦୀର୍ଘ ୯ଦିନର ରହଣୀ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୂର୍ତ୍ତୀ। ଏଥିପାଇଁ ରଥ ବି ପ୍ରସ୍ତୁତ ଭକ୍ତ ବି ପ୍ରସ୍ତୁତ। ରଥଯାତ୍ରା ଦିନ ଫୁଲରେ ସଜେଇ ହୋଇଥିଲା ଶ୍ରୀମନ୍ଦିର। ଏହାର କିଛି ଝଲକ ମଧ୍ୟ ଆଜି ବାହୁଡ଼ା ଯାତ୍ରାରେ ଦେଖିବାକୁ ମିଳିଛି। ଏଥର…

ଚଉଠି ରାତିରେ ପୋଲିସ ଥାନାରେ ଫେରାଦ ହେଲା…

ଭୁବନେଶ୍ବର : ଚଉଠି ଦିନ ସ୍ତ୍ରୀକୁ ନିସ୍ତୁକ ମାଡ ମାରିଲେ ଯୌତୁକ ଲୋଭୀ ସ୍ବାମୀ । ଥାନାରେ ଅଭିଯୋଗ କଲେ ସ୍ତ୍ରୀ । ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଜେଲ୍‌ ପଠାଇ ଦେଇଛି ପୋଲିସ । ଅଭିଯୁକ୍ତ ହେଉଛନ୍ତି ଭିଏସ୍‌ଏସ୍‌ନଗର ଦେବୀ ପ୍ରସାଦ ନାୟକ । ମିଳିଥିବା ସୂଚାନ ଅନୁସାରେ, ଭୁବନେଶ୍ବର…

ବାଇକ୍‌ରେ ଯାଉଥିବା ବେଳେ ପିଟି ଦେଇ…

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ମଳିଙ୍ଗି ରାସ୍ତାରେ ଟ୍ରକ୍‌ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚଢ଼ିଆପଲ୍ଲୀ ଗାଁର ରାମ ଗୌଡ଼ ଓ କୃଷ୍ଣ ନାୟକ।ଉଭୟ ବାଇକରେ ଯାଉଥିବା ବେଳେ ଏକ ଟ୍ରକ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।…

ପାଠାଗାର ଆନ୍ଦୋଳନର ପିତାମହ ସେଇ ଅପାଠୁଆ…

ସୃଷ୍ଟିର ବହୁ ବିଚିତ୍ର, ଦଇବବନ୍ତ ବହୁ ପ୍ରେରଣାର ଅଭିବ୍ୟକ୍ତି ଭିତରୁ ଏ ନିର୍ଜନ ପଲ୍ଲୀର ଦାଶରଥୀ ପଟ୍ଟନାୟକଙ୍କ ଅନୁଷ୍ଠାନ ଅନ୍ୟତମ। ଏହାକୁ ଦର୍ଶନ କଲେ, ଏକ ବିଶେଷ ଆବିଷ୍କାରର ଆନନ୍ଦ ମିଳେ। ମନେହୁଏ, ଉତ୍ସାହ ଓ ପ୍ରେରଣା ଥିଲେ ବାସ୍ତବିକ ବହୁ ଅସମ୍ଭବ ପ୍ରାୟ ସ୍ଵପ୍ନ ବାସ୍ତବ ହୋଇଯାଏ। ଓଡ଼ିଶା ସାରା…

ପୋଲ ଥାଇ ବି ଡଙ୍ଗାରେ ଯାତାୟତ କରୁଛନ୍ତି…

ମାଲକାନଗିରି: ପୋଲାଭରମ ପ୍ରସଙ୍ଗରେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ସର୍ବଦା ଚର୍ଚ୍ଚାରେ। ରାଜନୈତିକ ସ୍ତରରେ ହେଉ ବା ଜାତୀୟ ସ୍ତରରେ ଏହି ଗ୍ରାମ ପୋଲାଭରମ ପ୍ରସଙ୍ଗକୁ ନେଇ ସର୍ବଦା ଚର୍ଚ୍ଚାରେ। ଏହି ଗ୍ରାମଟି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଅବସ୍ଥିତ। ସଦାବେଳେ ଚର୍ଚ୍ଚାରେ ରହି ମଧ୍ୟ ମୋଟୁ ଗ୍ରାମ…