Odisha Link
Bridging the Missing Links in Odisha
Daily Archives

July 12, 2019

ମୋ ବସ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର

ଭୁବନେଶ୍ବର : ଭୁବନେଶ୍ବର ୟୁନିଟ୍ ୪ ରେଡ୍‌କ୍ରସ୍ ଭବନ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ମୋ ବସ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଗୁରୁତର ହେଉଛନ୍ତି…

ଶେଷ ହେଲା ଚତୁର୍ଦ୍ଧାମୂରତିଙ୍କ…

ପୁରୀ : ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ଭକ୍ତଙ୍କ ମେଳକୁ ଚାଲି ଆସିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ…

ଶୁକ୍ରବାରଠାରୁ ୪ ମାସ ଶୋଇବେ ଠାକୁର,…

ପୁରୀ : ହରିଶୟନ ଏକାଦଶୀଠାରୁ ଠାକୁର ଶୟନ କରିଥାନ୍ତି। ପ୍ରାୟ ପ୍ରତିବର୍ଷ ବାହୁଡ଼ା ଦଶମୀ ପରଦିନ ହରିଶୟନ ଏକାଦଶୀ ପଡ଼ିଥାଏ ତେବେ ଏଥର ତିଥି କ୍ଷୟ ଯୋଗୁ ବାହୁଡ଼ା ଏବଂ ଏକାଦଶୀ ଗୋଟିଏ ଦିନରେ ଅର୍ଥାତ୍‌ ଶୁକ୍ରବାର ପଡିଛି। ତେଣୁ ଶୁକ୍ରବାର ବାହୁଡ଼ାଯାତ୍ରା ହେବ ଏବଂ ଏହିଦିନଠାରୁ ୪ମାସ ପର୍ଯ୍ୟନ୍ତ…

ଟ୍ରକ୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ…

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ମଳିଙ୍ଗି ରାସ୍ତାରେ ଟ୍ରକ୍‌ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କୁ ଟ୍ରକ ଚଢ଼ାଇ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ମୃତକ ଦ୍ବୟ ହେଲେ ଚଢ଼ିଆପଲ୍ଲୀ ଗ୍ରାମର ରାମ ଗୌଡ଼ ଏବଂ କୃଷ୍ଣ ନାୟକ। ରାମଙ୍କୁ…

କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର୍ ପୋଲ ଉପରେ ଗତକାଲି ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରକ୍‌ଟି ପାରାଦୀପରୁ କୋଇଲା ଧରି କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଟ୍ରକଟି ହୁତୁ ହୁତୁ ଜଳୁଥିବାର ଦେଖି ସ୍ଥାନୀୟ…

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା

ବୌଦ୍ଧ : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ଠାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।ତେବେ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଦୁଇ ଗୋଡ…

ଆରମ୍ଭ ହେଲା ପହଣ୍ଡି ବିଜେ ନୀତି

ପୁରୀ : ଆଜି ପବିତ୍ର ବାହୁଡା ଯାତ୍ରା । ଏହି ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି ।…

୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ବର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ସ୍କ୍ରିଣ୍ଟର ଅଲିମ୍ପିଆନ ଦୂତୀ ଚାନ୍ଦ ୨୦୦ ମିଟର ଦୌଡ଼ର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ୨୦୦ ମିଟର ମହିଳା ବିଭାଗ ସେମିଫାଇନାଲ ଦୌଡ଼କୁ ଦୂତୀ ୨୩.୨୪ ସେକେଣ୍ଡରେ ଅତିକ୍ରମ କରି ଫାଇନାଲ ଯୋଗ୍ୟତା ହାସଲ…

ଆଜି ଦାଶିଆ ଅଜାଙ୍କ ୧୧୨ ତମ ଜନ୍ମ ଦିବସ

ନୟାଗଡ଼: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ ‘ଦଶ ପଇସାର ରଜା ଦାଶିଆ ଅଜା’ ନାମରେ ପରିଚିତ। ସେ ଆଜିର ପୁଣ୍ୟ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ଆଜି ହେଉଛି ଦାଶିଆ ଅଜାଙ୍କ ୧୧୨ ତମ ଜନ୍ମ ଦିବସ। ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼…

ଅହମଦାବାଦ କୋର୍ଟରେ ଆଜି ରାହୁଲ ଗାନ୍ଧି…

ନୂଆଦିଲ୍ଲୀ: ୨୦୧୯  ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅସୁବିଧାରେ ପଡ଼ିଛନ୍ତି ରାହୁଲ ଗାନ୍ଧି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବର୍ତ୍ତମାନ ସମୟରେ ଅନେକ ଗୁଡ଼ିଏ ମାନହାନି ମାମଲାର ସାମ୍ନା କରୁଛନ୍ତି। ଆଜି ଅହମଦାବାଦ କୋର୍ଟରେ ରାହୁଲ ଗାନ୍ଧି ହାଜର ହେବେ। ଏଥି ସହିତ ଚଳିତ ମାସର…