Odisha Link
Bridging the Missing Links in Odisha
Daily Archives

July 13, 2019

କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସେ…

ଘୁଞ୍ଚୁଛି ମହାନଦୀ ଜଳ ବିବାଦ ମାମଲା,…

ନୂଆଦିଲ୍ଲୀ: ଦିନ ପରେ ଦିନ ଗଡ଼ୁଛି ମହାନଦୀ ଜଳ ବିବାଦ ମାମଲା ଓଡ଼ିଶା ଓ ଛତିଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୩ ତାରିଖ ଦିନ ହେବ ବୋଲି ଶନିବାର ଦିନ ଟ୍ରାଇବୁନାଲ୍‌ ଘୋଷଣା କରିଥିବା କଥା ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି। ଏହି ମାମଲାର ଶୁଣାଣି ପାଇଁ…

ଚେକିଂ ନାଁରେ ବିଚ୍ ରାସ୍ତାରେ…

କଳାହାଣ୍ଡି : ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏଭଳି ଅଭିଯୋଗ ଆସିଛି। ତେବେ ଲୁଟ୍‌ ବେଳର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁସାରେ, ଗତକାଲି ରାମକଲି ଅଗ୍ରଓ୍ୱାଲ ନାମକ ଜଣେ…

ପ୍ରେମିକ ପାଇଁ ମଧ୍ୟପ୍ରଦେଶରୁ ନୟାଗଡ଼ରେ…

ରଣପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ଅଣ-ଓଡ଼ିଆ ଆଦିବାସୀ ଯୁବତୀଙ୍କ ସହିତ ଦୀର୍ଘ ଦିନ ଧରି ସମ୍ପର୍କ ରଖିବା ପରେ ଯୁବକ ଚମ୍ପଟ ମାରିଥିବା ଅଭିଯୋଗ। ଏ ନେଇ ଯୁବତୀ ଜଣକ ରଣପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ ମଧ୍ୟପ୍ରଦେଶ ଧନ ଗାଁ ଅଞ୍ଚଳ ର ଜଣେ ୧୯ ବର୍ଷୀୟା…

ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ

ସୋର : ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ନିଶ୍ଚନ୍ତା ଗାଁରେ ଅଗ୍ନିକାଣ୍ଡ ହୋଇଛି । ରାତିରେ ଗୌରାଙ୍ଗ ଖଟୁଆଙ୍କ ପରିବାର ଲୋକେ ଖାଇସାରି ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଦ ଭାଙ୍ଗିଯିବାରୁ ଜୀବନବିକଳରେ ପରିବାର…

ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ

ପୁରୀ : ମହଣ ମହଣ ସୁନାରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ସମ୍ମୁଖରେ ତିନିରଥ ରହିଥିବା ବେଳେ ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ ।…

କିଏ ହେଲେ କଂଗ୍ରେସର ଷ୍ଟାର ପ୍ରଚାରକ :…

ଭୁବନେଶ୍ୱର : ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ନିମ୍ନଲିଖିତ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରାଯାଇଅଛି । ଏହି ତାରକା ପ୍ରଚାରକ ତାଲିକାରେ ଏଆଇସିସି ସାଧାରଣ ସଂପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ଶ୍ରୀ…

ଭ୍ରଷ୍ଟାଚାର ଓ ଅତ୍ୟାଚାର ବିରୋଧରେ ଲଢେଇ…

ନୂଆଦିଲ୍ଲୀ: ନୋଟବନ୍ଦୀ ସମୟରେ ଗୁଜରାଟର ଅହମଦାବାଦ ଜିଲ୍ଲାର ସହକାରୀ ବ୍ୟାଙ୍କ(ଏଡିସିବି)ରେ ୭୪୫ କୋଟି ଟଙ୍କାର କଳାଟଙ୍କା ଧଳା ହୋଇଥିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ତାଙ୍କ ଉପରେ ମାନହାନି ମାମଲା ରୁଜୁ ହୋଇଥିବା ବେଳେ ଗତକାଲି ସେ ଅହମଦାବାଦ କୋର୍ଟରେ ହାଜର ହୋଇ…

୧୮ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ…

କଟକ : ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ହୋଇନଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଶେଷ କରିଛନ୍ତି। ବୋର୍ଡ ନିଷ୍ପତ୍ତି ଅନୁଯାୟୀ, ସପ୍ଲିମେଣ୍ଟାରୀ ଖାତା ଦେଖା ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ…

ରାସ୍ତାରେ ୧୨ଶହ ଲିଟର କ୍ଷୀର ଢାଳିଲେ…

ବାସୁଦେବପୁର: ରାସ୍ତାରେ କ୍ଷୀର ଢାଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ବାସୁଦେବପୁର ଅଞ୍ଚଳର ଚାଷୀମାନେ। ଓମଫେଡ୍ କ୍ଷୀର ନେବାକୁ ମନା କରି ଦେବା ଯୋଗୁ ଗତକାଲି ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଚାଷୀମାନେ ରାସ୍ତାରେ ୧୨ ଶହ ଲିଟର କ୍ଷୀର ଢାଳି ଦେଇଥିଲେ। ତା’ସହିତ ସେମାନେ ଆନ୍ଦୋଳନ କରିବାକୁ…