Odisha Link
Bridging the Missing Links in Odisha
Daily Archives

July 13, 2019

ଇଂଲଣ୍ଡ ଛାଡି ମୁମ୍ବାଇରେ ହିଟମ୍ୟାନ୍‌…

ମୁମ୍ବାଇ: ଗତକାଲି ଖେଳାଯିବ ୨୦୧୯ କ୍ରିକେଟ ମହାକୁମ୍ଭର ଫାଇନାଲ ମ୍ୟାଚ୍। ଏଥି ସହିତ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଜୁଲାଇ ୧୦ ତାରଖରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମୁକାବିଲାରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇଥିଲା। ଯାହାଫଳରେ ଟିମ୍‌ ଇଣ୍ଡିଆ ବିଶ୍ବକପରୁ…

ପିସି ନଦେବାରୁ ଶିକ୍ଷକଙ୍କ ଦରମା ବନ୍ଦ

ନବରଙ୍ଗପୁର: ପିସିରେ ପେଶି ହେଉଛନ୍ତି ଜନତା। ଏଥି ସହିତ ପିସିରୁ ବାଦ ପଡିନାହାନ୍ତି  ଶିକ୍ଷକ। ମାସେ ନୁହେଁ କି ଦୁଇ ମାସ, କାମ କଲେ ବି ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ…

ସରକାରୀ ଚିକିତ୍ସାଳୟରେ ବାପା ହେଲେ…

ମାଲକାନଗିରି: ଆଜିର ସମୟରେ ସରକାରୀ ଚାକିରୀକୁ ଛାଡିଦେଲେ ଆଉ ସଦାବେଳେ ବେସରକାରୀରେ ସମସ୍ତଙ୍କ ନଜର। କାହିଁକିନା ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ସମସ୍ତେ ବେସରକାରୀ ସ୍କୁଲ, କଲେଜ ଏବଂ ମେଡ଼ିକାଲ ଉପରେ ନିର୍ଭରଶୀଳ। ରାଜନେତା ଠୁ ଆରମ୍ଭକରି ସରକାରୀ ଅଫସିର ମାନେ ସର୍ବଦା ବେସରକାରୀ ସ୍କୁଲ, କଲେଜ,…

ଗରିବ ମେଧାବୀଙ୍କୁ…

ଭୁବନେଶ୍ବର : ଖ୍ୟାତି ସମ୍ପନ୍ନ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ର ଆଧାରିତ ଚଳଚ୍ଚିତ୍ର ‘ସୁପର-୩୦’ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ହ୍ରିତିକ୍‌ ରୋସନ୍‌ ଓ ମୃଣାଳ ଠାକୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଜଣେ ଶିକ୍ଷକ ଓ ଆର୍ଥିକ ଅନଗ୍ରସର ମେଧାବୀ ପିଲାଙ୍କ ସଫଳ ଜୀବନ କାହାଣୀ ଦର୍ଶକଙ୍କୁ ବାନ୍ଧି…

ମହଣ ମହଣ ସୁନାରେ ଝଲସିବେ ଶ୍ରୀଜିଉ,…

ପୁରୀ: ଆଜି ଅପରାହ୍ନ ୪ଟାରୁ ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ। ମହଣ ମହଣ ସୁନାରେ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁ ପ୍ରାୟ ୨ ଶହ କିଲୋଗ୍ରାମର ସୁନା ଅଳଙ୍କାର ପିନ୍ଧି ଲକ୍ଷ ଲକ୍ଷ ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶକୁ ରାଜରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଏ। ବିଶ୍ୱାସ…

ସଂସଦରେ ଝାଡୁ ମାରିଲେ ସାଂସଦ

ନୂଆଦିଲ୍ଲୀ: ସାଂସଦ ପରିସରରେ ଓ ବାହାରେ ଝାଡୁ ମାରିଲେ ସାଂସଦ। ଏକଥା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏ କଥା ସତ। ଆଜି ସକାଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସାଂସଦ ପରସିସରରେ।  ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ସ୍ୱଚ୍ଛତା…

ମଦକୁ ପୁରସ୍କାର, ଶିକ୍ଷାକୁ ତଡ଼ିପାର

ପ୍ରଥମରୁ କହିରଖେ- ଶିକ୍ଷା ଏକ ଅଧିକାର, ମଦ ଏକ ସଉକ ମାତ୍ର। ପ୍ରତି ଶିଶୁକୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ରାଷ୍ଟ୍ରର ଦାୟିତ୍ବ। କିନ୍ତୁ ମଦରେ ସଉକ ରଖୁଥିବା ବା ମଦକୁ ଜୀବନଧନ କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଲବ୍ଧ କରାଇବା ଲାଗି ବ୍ୟବସ୍ଥା ବାଧ୍ୟନୁହେଁ। ରାଜ୍ୟ ରାଜସ୍ବ ଆୟର ସିଂହଭାଗ ଅବକାରୀ…

ନିର୍ଦ୍ଧୁମ ଛେଚା ଖାଇଲେ ବାଇକ୍ ଚୋର

ପଟ୍ଟାମୁଣ୍ଡାଇ : ଧରାପଡି ନିର୍ଦ୍ଧୁମ ଛେଚା ଖାଇଲେ ବାଇକ ଚୋର । ପଟ୍ଟାମୁଣ୍ଡାଇରେ ବାଇକ ଚୋରି କରିବାକୁ ଉଦ୍ୟମ କରୁଥିଲେ ୬ ଜଣ ଦୁର୍ବୁତ୍ତ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗାଁ ଲୋକେ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି । ମିଳିଥିବା ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ…

ଅଗଷ୍ଟ ୮ରେ ୧.୪୨ କୋଟି ପିଲାଙ୍କୁ ଖୁଆଯିବ…

ଭୁବନେଶ୍ବର : ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଆସନ୍ତା ଅଗଷ୍ଟ ୮ରେ ରାଜ୍ୟରେ ୧ କୋଟି ୪୨ ଲକ୍ଷ ୯୦ ହଜାର ପିଲାଙ୍କୁ କୃମିନାଶକ ଔଷଧ ଖୁଆଯିବ। ଅଗଷ୍ଟ ୮ରେ ଯେଉଁ ପିଲା ଔଷଧ ଖାଇ ନପାରିବେ ସେମାନଙ୍କୁ ୧୬ ତାରିଖରେ ଔଷଧ ଖୁଆଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ…

ପ୍ରଚାରରୁ ଫେରିବା ପରେ ଏମିତି କହିଲେ…

ଭୁବନେଶ୍ବର : ଆଉ ମାତ୍ର ଅଳ୍ପ ଦିନ ପରେ ପାଟକୁରା ନିର୍ବାଚନ । ନିର୍ବାଚନକୁ ନେଇ ପାଟକୁରାରେ ଜୋରଦାର ପ୍ରଚାରରେ ମାତିଛନ୍ତି ସବୁ ରାଜନୈତିକ ଦଳ । ପୂର୍ବରୁ ଶାସକ ବିଜେଡି ଦିନରାତି ଏକ୍ କରି ପ୍ରଚାର ଚଳାଇଥିବା ବେଳେ, ଏବେ ଆକ୍ସନ ମୋଡରେ ବିଜେପି ଆଉ କଂଗ୍ରେସ । ପାଟକୁରାରୁ ନିର୍ବାଚନ ପ୍ରଚାରରୁ ଫେରିବା…