Odisha Link
Bridging the Missing Links in Odisha
Daily Archives

July 16, 2019

ଟ୍ରିପଲ୍ ମର୍ଡର ଘଟଣାରେ ଗୃହରେ ଉତ୍ତର…

ଭୁବନେଶ୍ୱର :  ପିପିଲି ପଟ୍ଟନାଇକିଆ ଛକରେ ଟ୍ରିପଲ ମର୍ଡର ଘଟଣା ନେଇ ଆଜି ବିଧାନସଭାରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ । ଗୃହରେ ବିବୃତି ରଖିବାକୁ ରୁଲିଂ ଦେଲେ ବାଚସ୍ପତି । ବାଚସ୍ପତିଙ୍କ ରୁଲିଂ ପରେ ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ । ତେବେ ଟ୍ରିପଲ ମର୍ଡର ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ…

ସହପାଠୀ କଲେ ଗଣଦୁଷ୍କର୍ମ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ପୁଟୁଡିହି ଜଙ୍ଗଲରେ ଜଣେ କଲେଜ ଛାତ୍ରୀ ଗଣ ଦୁଷ୍କର୍ମର ଶୀକାର ହୋଇଛନ୍ତି । ଛାତ୍ରୀ ଜଣକ ଯୁକ୍ତ ତିନିର ପ୍ରଥମ ବର୍ଷର ହୋଇଥିବାବେଳେ ତାଙ୍କ ସହପାଠୀମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ଛାତ୍ରୀ ଜଣଙ୍କ ସୁନ୍ଦରଗଡ଼ ସଦର ଥାନାରେ ଲିଖିତ…

ଗାଧୁଆ ତୁଠରୁ ଯୁବକଙ୍କୁ ଟାଣିନେଲା…

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣି ନେଇଯାଇଛି କୁମ୍ଭୀର । ନଦୀ କୂଳରେ ଥିବା ଲୋକଙ୍କ ଆଗରେ ଟାଣିନେଲା କୁମ୍ଭୀର । କୁମ୍ଭୀର ଟାମିନେଇଥିବା ଯୁବକଙ୍କ ନାଁ ହେଉଛି କୁନା ବରାଳ । ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ସାହୁପଡା ଗାଁରେ ।…

ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିବା…

ଭୁବନେଶ୍ବର : ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିବା ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ । ରାସ୍ତା ଉପରେ ଗୋଟିଏ ପରିବାରର ୩ ଭାଇଙ୍କ ମୁଣ୍ଡ ଗଡାଇଥିବା ୬ ହତ୍ୟାକାରୀଙ୍କୁ ଗିରଫ କରାଗଲା । ମର୍ଡରର ମାଷ୍ଟରମାଇଣ୍ଡ ସହ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା…

ଅନୁଭବଙ୍କ ନାଁରେ ମହିଳା ସାମ୍ବାଦିକଙ୍କ…

କଟକ : ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମହିଳା ସାମ୍ବାଦିକ ଆଣିଥିବା ଅଭିଯୋଗ ମାମଲାରେ ଆଜି କଟକ ଜେଏମଏଫସି କୋର୍ଟରେ ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କୋର୍ଟଙ୍କ ସମ୍ମୁଖରେ ସସ୍ମିତା ତାଙ୍କର ବୟାନ ରଖିଛନ୍ତି। ଏହି ସମୟରେ ପୁରୀଘାଟ ପୁଲିସ୍‌ ଏବଂ…

ବିଧାନସଭାର ନୂଆ ଠିକଣା ପାଟକୁରା

ଭୁବନେଶ୍ବର: ବିଧାନସଭା ସମୟରେ ରାଜ୍ୟର ରାଜସ୍ବରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ବିଡମ୍ବନାର ବିଷୟ ବିଧାୟକ ମାନେ ଉପସ୍ଥିତ ରହୁନାହନ୍ତି ବିଧାନସଭାରେ। ଯାହା ଫଳରେ ରାଜ୍ୟର ରାଜସ୍ବ ବହୁ ପରିମାଣରେ କ୍ଷତି ହେଉଛି। ଏ କଥା ଆମେ ଆପଣଙ୍କୁ କହୁ‌ଛୁ କାରଣ ବିଧାନସଭା ଚାଲିଥିବା ସମୟରେ ଶାସକ ଦଳର…

ରାଜଧାନୀରେ ବୁଲେଟ୍‌ ଅପରେସନ୍‌

ଭୁବନେଶ୍ୱର : ବିକଟାଳ ସାଉଣ୍ଡ ଓ ଫାଇରିଂ ସାଉଣ୍ଡ କରୁଥିବା ବୁଲେଟ୍‌ ଚାଳକ ଉପରେ ଟ୍ରାଫିକ ପୁଲିସ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କମିଶନରେଟ୍‌ ପୁଲିସ ପକ୍ଷରୁ ଅପରେସନ୍ ବୁଲେଟ୍‌ ଆରମ୍ଭ ହୋଇଛି। ଗତକାଲି ସହରର ୬ଟି ଛକରେ ଟ୍ରାଫିକ ଯାଞ୍ଚ ବେଳେ ପ୍ରାୟ ୨୦ରୁ ଅଧିକ ବୁଲେଟ୍‌କୁ ପୁଲିସ୍‌ ଜବତ କରିଛି।…

ଆସନ୍ତା କାଲି ରାଜ୍ୟଗୋଷ୍ଠୀ ଟେବୁଲ…

କଟକ : ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କମନେଓ୍ୱଲେ୍ଥ ଟେବୁଲ ଟେନିସ ଚାମ୍ପିୟନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଚାମ୍ପିୟନସିପରେ ଭାଗନେବା ପାଇଁ ୱେଲସ, ସାଉଥ ଆଫ୍ରିକା, ଇଂଲଣ୍ଡ ଦଳ ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି…

ଅବକାରୀ ମନ୍ତ୍ରୀଙ୍କ ବାସଭବନ ଆଗରେ…

ଭୁବନେଶ୍ବର : ଷ୍ଟାଣ୍ଡିଂ କମିଟିର ସୁପାରିଶକୁ ବିରୋଧ କରି ଅବକାରୀ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଆଗରେ ମିଳିତ ନିଶା ନିବାରଣ ଅଭିଯାନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ତୁରନ୍ତ ଏହି ଅଧିନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବି ପତ୍ର…

ପାକିସ୍ତାନ ଭାରତ ପାଇଁ ଖୋଲିଲା…

ନୂଆଦିଲ୍ଲୀ: ୧୪୦ ଦିନ ପରେ ଭାରତ ପାଇଁ ଏୟାରସ୍ପେସ୍‌ ଖୋଲିଲା ପାକିସ୍ତାନ। ବାଲାକୋଟ୍ ଏୟାରଷ୍ଟ୍ରାଇକ ପରେ ନିଜର ଏୟାରସ୍ପେସ୍‌ ଭାରତ ପାଇଁ ବନ୍ଦ ରଖଇଥିଲା ପାକିସ୍ତାନ। ଏନେଇ ପାକିସ୍ତାନ ସିଭିଲ୍ ଏବିଏସେନ ଅଥରିଟି ଦ୍ୱାରା ଏକ ନୋଟିସ୍ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ତତ୍କାଳ ପ୍ରଭାବରେ…