Odisha Link
Bridging the Missing Links in Odisha
Daily Archives

July 16, 2019

କିଡନୀ ରୋଗୀଙ୍କୁ ସହାୟକ ହେବ ‘ସହାୟ’…

ମାଲକାନଗିରି : କିଡନୀ ରୋଗର ଚିକିତ୍ସା ପାଇଁ ଆଉ ଯିବାକୁ ପଡିବ ନାହିଁ ଜିଲ୍ଲା ବାହାରକୁ। ଏଥର ମାଲକାନଗିରି ଜିଲ୍ଲାରେ ହିଁ ଚିକିତ୍ସା ପାଇବେ କିଡନୀ ରୋଗୀ। କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଡାଏଲିସିସ୍ ସେଣ୍ଟର। ପି.ପି.ପି ମୋଡରେ ପ୍ରଥମ ପର୍ଯ୍ୟାୟରେ ୩ ଶଯ୍ୟା ବିଶିଷ୍ଟ ଡାଏଲିସିସ୍…

ଟ୍ରକ୍‌ ଧକ୍କାରେ ଚାଲିଗଲା ଗର୍ଭବତୀ…

ବୌଦ୍ଧ : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବଦଳାସାହି-ଚକାପାଦ ରାସ୍ତା ଛକରେ ଟ୍ରକ୍ ଧକ୍କାରେ ଜଣେ ଗର୍ଭବତୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜ୍ୟୋସ୍ନା ପ୍ରଧାନ। ତାଙ୍କ ଘର ନୟାଗଡ଼ ଜିଲ୍ଲା ବାଇସିପଲି ଅଞ୍ଚଳର ଜୋଲୁକାବାଲି ଗାଁର।…

ପ୍ରଧନାମନ୍ତ୍ରୀ କିଷାନ ଯୋଜନା: ୩୦ ଲକ୍ଷ…

ଭୁବନେଶ୍ବର: ୩୦ ଲକ୍ଷ ଚାଷୀଙ୍କ ନାମ ପ୍ରଧନାମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁୁ ପଠାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଚାଷୀଙ୍କ ତାଲିକା ପଠାଯାଇଥିବା ରାଜ୍ୟ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶଥାଉକି, ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ…

ମୁମ୍ବାଇରେ ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ଏକ ବଡ଼ ଅଘଟଣ ଘଟିଛି। ମୁମ୍ବାଇର ଡୋଙ୍ଗ୍ରିରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ୪୦ରୁ ୫୦ ଜଣ ଚାପି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏନଡିଆରପିଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ତେବେ ସଂକୀର୍ଣ୍ଣ ତଥା ଜନଗହଳିପୂର୍ଣ୍ଣ…

ଶୂନ୍ୟକାଳରେ ବିଜେପି-କଂଗ୍ରେସ…

ଭୁବନେଶ୍ୱର : ମଙ୍ଗଳବାର ବିଧାନସଭାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ତାତି ନେଇ ସୃଷ୍ଟ ହଟ୍ଟଗୋଳ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୩ଟା ଯାଏଁ ଗୃହକୁ ମୁଲତବି କରିଦେଇଛନ୍ତି । ତେବେ ଗୃହ ମୁଲତବୀ ପରେ କଂଗ୍ରେସ-ବିଜେପି ମୁହାଁମୁହିଁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପି…

ସାତକୋଶିଆ ବାଘ ଵଂଶ ବିସ୍ତାର ଯୋଜନାରେ…

ଅନୁଗୁଳ : ସାତକୋଶିଆରେ ବାଘ ଵଂଶ ବିସ୍ତାର ଯୋଜନା ରେ ବ୍ରେକ । ଆହୁରି ୧ବର୍ଷ ବନ୍ଦୀ ଜୀବନ ବିତାଇବ ବାଘୁଣୀ ସୁନ୍ଦରୀ। ସୁନ୍ଦରୀର ଏନକ୍ଲୋଜରରେ ରହିବା ସମୟ ବଢ଼ାଇବା ବାଇଁ ଯୋଜନା ହେଉଥିବାରୁ ଇଂକ୍ଲୋଜର ରୁ ମୁକ୍ତି ଆଶା କ୍ଷୀଣ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେବି ଭୟ। ସୁନ୍ଦରୀକୁ ଛାଡିଲେ କରିପାରନ୍ତି…

ଅମିତାଭଙ୍କ ଛକାରେ ଆଇସିସି ବେହାଲ

ନୂଆଦିଲ୍ଲୀ: ଆପଣମାନେ ତ ନିଶ୍ଚୟ ସ୍କୁଲ କଲେଜରେ ପାଠ ପଢିଥିବେ। ଆପଣଙ୍କୁ ପାଠ ପଢାଇଥିବା ସାର ମ୍ୟାଡାମଙ୍କୁ ତ କେବେ ହେଲେ ଭୁଲି ନଥିବେ। କାରଣ କଠିନରୁ କଠିନ ଫର୍ମୁଲା ଗୁଡ଼ିକୁ ଆପଣଙ୍କ ଶିକ୍ଷକ ମାନେ ଖୁବ୍‌ ସରଳ ଉଦାହରଣ ଦେଇ ବୁଝାଇଥାନ୍ତି। ଯାହକି ଆପଣ ସହଜରେ ବୁଝିବା ସହିତ ତାହା ସବୁବେଳେ ମନେ…

୩୩୨୩ ଗାଁକୁ ନାହିଁ ରାସ୍ତା : ବିଧାନସଭା

ଭୁବନେଶ୍ୱର : ଏବେବି ୩ ହଜାରରୁ ଉର୍ଦ୍ଧ୍ୱ ଗାଁକୁ ରାସ୍ତା ନାହିଁ । ଏନେଇ ଆଜି ଗୃହରେ ସ୍ୱୀକାର କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ପଞ୍ଚାୟତ କାର୍ଯ୍ୟାଳୟକୁ…

ବିଧାନସଭାରେ ପିଏମଜିଏସୱାଇ ଦୁର୍ନୀତି…

ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ । ବିଧାନସଭାରେ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଟେଣ୍ଡର ହେଉନି ଅଥଚ ଘରେ ବସି କାମ ଫାଇନାଲ ହେଉଛି ବୋଲି ଅଭିଯୋଗ କରିଛନ୍ତି ସୁର । ସେପଟେ ଏ…

ରାଜଧାନୀରେ ଓକିଲ ସଂଘର ବିକ୍ଷୋଭ

ଭୁବନେଶ୍ୱର : ବଲାଙ୍ଗୀରେ ହାଇକୋର୍ଟ ସ୍ଥାୟୀ ବେଞ୍ଚେ ପ୍ରତିଷ୍ଟା ଦାବୀରେ ଆଜି ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କ୍ରିୟାନୁଷ୍ଠାନ କମିଟି ଓ ଓକିଲ ସଂଘ ବିଶାଳ ବିଧାନସଭା ଆଡ଼କୁ ଶୋଭାଯାତ୍ରାରେ ବାହାରିଛନ୍ତି । ମିଳିଥିବା ସୂଚନାନୁସାରେ, ଦୀର୍ଘଦିନରୁ ଓକିଲ ସଂଘ ବଲାଙ୍ଗୀରରେ ହାଇକୋର୍ଟ…