Odisha Link
Bridging the Missing Links in Odisha
Daily Archives

July 16, 2019

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ବ…

ନୂଆଦିଲ୍ଲୀ: ଓଡ଼ିଶା ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ। ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଆଜି ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଛତିଶଗଡ଼ ରାଜ୍ୟପାଳ ଭାବେ ସୁଶ୍ରୀ ଅନୁସୂୟା…

ବିଜେପିରେ ମିଶିଲେ ନୀରଜ ଶେଖର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର। ଏହି ସାକ୍ଷାତ ପରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ନୀରଜ। ଗତକାଲି ସେ ରାଜ୍ୟସଭା ଓ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ସମାଜବାଦୀ ପାର୍ଟିରୁ…

ଆସନ୍ତାକାଲି ପାଟକୁରାରେ ପ୍ରଚାର କରିବେ…

କେନ୍ଦ୍ରାପଡା : ପ୍ରଚାର ପାଇଁ ମଝିରେ ଆଉ ମାତ୍ର ୨ ଦିନ । ଆସନ୍ତା ୨୦ରେ ଭୋଟ୍ ଦେବେ ପାଟକୁରାବାସୀ । ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାଗିବେ ଭୋଟ୍ । ତେବେ ପାଟକୁରା ଭୋଟରଙ୍କ ଉପରେ ଏଥର କୌଣସି ମ୍ୟାଜିକ କାମ…

ଶୋଇଲେ ପଦ୍ମନାଭ

ଭୁବନେଶ୍ବର: ଆଜିର ବିଧାନସଭା ଅଧିବେଶନରେ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି କିଛି ଏଭଳି ଦୃଶ୍ୟ ଯାହା ଆପଣଙ୍କୁ ଚକିତ କରିଦେବ। ବିଧାନସଭାରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା ଶୟନ କରିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏଭଳି ଦୃଶ୍ୟ…

ଡାକ୍ତରଖାନା ବେଡ ଉପରେ କୁକୁର

ନଗରଙ୍ଗପୁର : ବେଡ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ ହେଲେ ଡାକ୍ତରଖାନାର ବେଡ ଉପରେ ଶୋଉଛି କୁକୁର। ଏମିତି ସ୍ୱାସ୍ଥ୍ୟସେବା ଚାଲିଛି ନବରଙ୍ଗପୁର ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଡାକ୍ତରଖାନା ଭିତରେ କୁକୁର ଶୋଉଥିବା ବେଳେ ଡାକ୍ତରଖାନା ପ୍ରତି ଲୋକଙ୍କ ବିଶ୍ୱାସ ତୁଟି ଯାଉଛି ।…

ହେଡ୍‌ କୋଚ ସମେତ ୬ଟି ପଦ ପାଇଁ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ୨୦୧୯ ବିଶ୍ବକପରେ ହାରିବା ପରେ ଆକ୍ସନ ମୋଡରେ ବିସିସିଆଇ। ଆଜି (ମଙ୍ଗଳବାର) ବିସିସିଆଇ ମୁଖ୍ୟ କୋଚ ସମେତ ଅନ୍ୟ ୬ଟି ପଦବି ପାଇଁ ଆବେଦନକରିବା ପାଇଁ ଏକ ସୂଚନା ପ୍ରକାଶ କରିଛି। ମୁଖ୍ୟ କୋଚ୍, ବ୍ୟାଟିଂ କୋଚ, ବୋଲିଂ କୋଚ୍, ଫିଲଡଙ୍ଗ୍‌ କୋଚ୍, ଫିଜିଓଥେରାପିଷ୍ଟ, ଷ୍ଟ୍ରେନ୍ଥ…

ଏସ୍‌ବିଆଇ ଅଧିକାରୀଙ୍କ ଠାରୁ ଲୁଟ୍‌

ଢେଙ୍କାନାଳ : ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କଠାରୁ ଲୁଟ୍‌ ହୋଇଥିବା ଅଭିଯୋଗ ଆସିଛି। ଢେଙ୍କାନାଳ କଙ୍କଡ଼ାହାଡ଼ ଛକରେ ଏପରି ଘଟଣା ଘଟିଛି। ଗୋଟିଏ ବାଇକ୍‌ରେ ତିନି ଜଣ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ସୁନୀଲ ମିଶ୍ରଙ୍କଠାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଲୁଟି ନେଇ ଥିବା ସେ ଅଭିଯୋଗ…

ସମାଲୋଚକଙ୍କୁ ଜବାବ ଦେଲେ ଦୂତି

ନୂଆଦିଲ୍ଲୀ: ଭାରତର ୧ ନମ୍ବର ଧାବିକା ଦୂତି ଚାନ୍ଦ ଖେଳ ତୁଳନାରେ ଅଧିକ ବିବାଦ ଘେରରେ ରହିଛନ୍ତି। ହରମନ ବିବାଦ ହେଉବା ସମଲିଙ୍ଗୀ ସମ୍ପର୍କକୁ ନେଇ ସଦାବେଳେ ବିବାଦ ଘେରରେ ରହି ଆସିଛନ୍ତି ଦୂତି। ଯାହାଫଳରେ ଅନେକ ସମୟରେ ଦୂତିଙ୍କୁ ସମାଲୋଚନା ହେବାକୁ ପଡ଼ିଥାଏ। କିନ୍ତୁ ହାର ମାନି ନାହାନ୍ତି ଦୂତି। ସେ…

୮୩୬ ଦୁର୍ନୀତିଖୋର ଅଫିସର ଦଣ୍ଡିତ:…

ଭୁବନେଶ୍ୱର: ଇନ୍ଦିରା ଆବାସ, ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟରେ ମୋଟ ୮୩୬ ଜଣ ଦୁର୍ନୀତିଖୋର ଅଫିସରଙ୍କୁ ଦଣ୍ଡିତ କରାଯାଇଛି । ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ…

ରାଜ୍ୟରେ ୧,୨୦,୫୧୨ଟି ପଦବି ଖାଲି

ଭୁବନେଶ୍ବର: ରାଜ୍ୟ ସରକାର ରାଜ୍ୟର ବିକାଶ ପାଇଁ ମୁଖ୍ୟତଃ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ବୋଲି ସର୍ବଦା କହି ଆସୁଛନ୍ତି। କିନ୍ତୁ ଏହି ତିନିଟି ବିଭାଗରେ ସବୁଠୁ ଅଧିକ ପଦବି ଖାଲି ପଡ଼ିଛି। ଗତକାଲି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର…