Odisha Link
Bridging the Missing Links in Odisha

ଶୋଇଲେ ପଦ୍ମନାଭ

ଭୁବନେଶ୍ବର: ଆଜିର ବିଧାନସଭା ଅଧିବେଶନରେ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି କିଛି ଏଭଳି ଦୃଶ୍ୟ ଯାହା ଆପଣଙ୍କୁ ଚକିତ କରିଦେବ। ବିଧାନସଭାରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା ଶୟନ କରିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏଭଳି ଦୃଶ୍ୟ ବିଧାନସଭାରେ ପ୍ରଥମ ଥର ଦେଖିବାକୁ ମିଳି ନାହିଁ। ଷୋଡ଼ଶ ବିଧାନସଭାର ପ୍ରଥମ ଦିନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବିଧାନସଭା ଗୃହ ମଧ୍ୟରେ। ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ମଧ୍ୟ ଶୋଇଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।

Comments are closed.