Odisha Link
Bridging the Missing Links in Odisha

ପାଟକୁରାରେ ଏସପିଙ୍କ ଦାଦାଗିରି, ଦେଖନ୍ତୁ ଭିଡ଼ିଓ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଏସପି ନିତି ଶେଖରଙ୍କ ଦାଦାଗିରି। ସାମ୍ବାଦିକଙ୍କୁ ବାଡେଇବାକୁ ହାତ ଉଠାଉଛନ୍ତି ଏସପି। ବର୍ତ୍ତମାନର ଏସପି ନିତି ଶେଖର ବିଜୁ ଜନତା ଦଳର ପାଟକୁରା ନିର୍ବାଚନ ପ୍ରଚାର ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ବାଡେଇବାକୁ ଉଦ୍ୟମ କରୁଥିବାର ଦୃଶ୍ୟ କ୍ୟାମରେରା କଏଦ ହୋଇଛି। କଣ ପାଇଁ ଏସପି ଏପରି କଲେ କିଛି ଜଣା ପଡ଼ିନାହି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ନୂଆ ଘଟଣା ନୁହେଁ ଏହା ପୂର୍ବରୁ ଭଣ୍ଡ ସାରଥୀ ବାବା ପାଇଁ ଓକିଲଙ୍କୁ ବାଡ଼ାଇଥିଲେ ପୂର୍ବତନ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତିଶ୍‌ ଗଜଭିୟେ। ଏଭଳି ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି।

Comments are closed.